Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବିଜୁ ପଟ୍ଟନାୟକ ମେମୋରିୟାଲ୍ ଟ୍ରଫି: ଧାନବାଦ ଷ୍ଟାରସ୍ ବିଜୟୀ
ଆଞ୍ଚଳିକ

ବିଜୁ ପଟ୍ଟନାୟକ ମେମୋରିୟାଲ୍ ଟ୍ରଫି: ଧାନବାଦ ଷ୍ଟାରସ୍ ବିଜୟୀ

March 5, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଆଲ୍‌ଫା ସ୍ପୋଟିଂ କ୍ଲବ୍‌ ବ୍ରହ୍ମପୁର ତରଫରୁ ଆୟୋଜିତ ବିଜୁ ପଟ୍ଟନାୟକ ମେମୋରିଅଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ସପ୍ତମ ଦିବସରେ ଧାନବାଦ ଷ୍ଟାରସ୍ ବିଜୟୀ ହୋଇଛି । ଗ୍ରୁପ୍‌ ବିର ଦ୍ୱିତୀୟ କ୍ୱାଟର ଫାଇନାଲ୍ ରାମେଶ୍ୱର ସ୍ପୋଟିଂ (ବ୍ରହ୍ମପୁର) ଏବଂ ଧାନବାଦ ଷ୍ଟାର୍ସ (ଝାରଖଣ୍ଡ) ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ରାମେଶ୍ୱର ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୩୦.୨ ଓଭରରେ ସମସ୍ତ ୱିକେଟ ହରାଇ ୧୫୮ ରନ ସଂଗ୍ରହ କରିଥିଲା । ଦଳ ପାଇଁ ସର୍ବାଧିକ ଉଜଙ୍ଗ ଗଉଡ଼ ୭୧ ବଲ୍‌ରେ ୫୩ ରନ କରିଥିଲେ । ଦ୍ୱିତୀୟ ଇନିସ୍‌ରେ ଧନବାଦ୍ ଷ୍ଟାର୍ସ ଦଳ ୩୦.୪ ଓଭରରେ ୮ ୱିକେଟ ହରାଇ ୧୬୨ ରନ କରି ବିଜୟ ହୋଇ ସେମିଫାଇନାଲ୍‌ରେ ପ୍ରବେଶ କରିଛି । ଦଳ ପକ୍ଷରୁ ଅକ୍ଷୟ କୁମାର ଗୌର ସର୍ବାଧିକ ୬୧ ବଲ୍‌ରେ ୬୧ ରନ କରିଥିଲେ । ଆମ୍ପାୟର ଭାବେ ପ୍ରସନ୍ନ ପାଢ଼ୀ ଏବଂ ସୁଶାନ୍ତ କୁମାର ପଣ୍ଡା, ସ୍କୋରର ଭାବେ ଅମ୍ବିକା ପ୍ରସାଦ ପାଣିଗ୍ରାହୀ ଓ ବିକାଶ ସାମଲ ଏବଂ ଆଲ୍‌ଫା ଦଳର କର୍ମକର୍ତ୍ତାଗଣ ଖେଳ ପରିଚାଳନାରେ ସହଯୋଗ କରିଥିଲେ । ଆଜିର ମ୍ୟାଚରେ ବିଜୟୀ ହୋଇ ଦ୍ୱିତୀୟ ଦଳ ଭାବେ ଗୁପ ବିର ସେମିଫାଇନାଲ୍‌ରେ ପ୍ରବେଶ କରିଛି ଧାନବାଦ୍ ଷ୍ଟାର୍ସ । ମୁଖ୍ୟ ଅତିଥି ରୂପେ ଆଲ୍‌ଫା ଦଳର ସାଧାରଣ ସଂପାଦକ ବିଜୟ ଭାସ୍କର ସିଂ ସାମନ୍ତ ଉପସ୍ଥିତ ରହି ମ୍ୟାନ ଅଫ୍ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ । ଅକ୍ଷୟ କୁମାର ଗୌରଙ୍କୁ ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ଘୋଷଣା କରାଯାଇଥିଲା ।

Ganjam
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ବ୍ଲକ ସ୍ତରୀୟ ଇଣ୍ଡୋର ସ୍ପୋର୍ଟ୍ସ ଉଦଯାପିତ

September 9, 2026

ବାଣପୁରରେ ସାକ୍ଷରତା ଦିବସ ଉପଲକ୍ଷେ ୩୫ ଜଣ ସମ୍ମାନିତ

September 9, 2026

ବାଣପୁର: ବ୍ଲକ୍ ସ୍ତରୀୟ ଚକ୍ଷୁ ଚିକିତ୍ସା ତାଲିମ୍ ଶିବିର ଉଦଯାପିତ

September 9, 2026

ସେଣ୍ଟ ଜାଭିୟର ହାଇସ୍କୁଲ ଦ୍ଵାରା ବାଣପୁର ଅଞ୍ଚଳର କୃତି ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା

September 7, 2026
Latest News

ଭାରତୀୟଙ୍କ ବିରୁଦ୍ଧରେ ଜାତିଗତ ମନ୍ତବ୍ୟ ମାମଲା: କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ସିଙ୍ଗାପୁର

September 9, 2026

ବାଲେଶ୍ୱରରୁ ଉଦ୍ଧାର ଓରାଙ୍ଗଉଟାନ ଏବେ ନନ୍ଦନକାନନରେ: ଚାଲିଛି ସ୍ୱତନ୍ତ୍ର ଯତ୍ନ

September 9, 2026

ନାବାଳିକା ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୨୦ ବର୍ଷ କାରାଦଣ୍ଡ

September 9, 2026

କୁଆଖାଇକୁ ଡେଇଁଥିବା ଅଟୋ ଚାଳକ ସଞ୍ଜୟଙ୍କ ମୃତଦେହ ଉଦ୍ଧାର

September 9, 2026

ମହିଳା ଏସିଆ କପ୍ ସେମିଫାଇନାଲ ସୂଚୀ ପ୍ରକାଶିତ: ଜାଣନ୍ତୁ କେବେ ଖେଳାଯିବ ଭାରତର ମ୍ୟାଚ୍

September 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.