Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଜଗତସିଂହପୁର ଜିଲ୍ଲାରେ ଆବଶ୍ୟକୀୟ ସାମଗ୍ରୀ ବିକ୍ରୟ ସମୟରେ ପରିବର୍ତ୍ତନ: ଦୋକାନ ଆଗରେ ପୋଷ୍ଟର ମାରିବେ ଦୋକାନୀ
ଆଞ୍ଚଳିକ

ଜଗତସିଂହପୁର ଜିଲ୍ଲାରେ ଆବଶ୍ୟକୀୟ ସାମଗ୍ରୀ ବିକ୍ରୟ ସମୟରେ ପରିବର୍ତ୍ତନ: ଦୋକାନ ଆଗରେ ପୋଷ୍ଟର ମାରିବେ ଦୋକାନୀ

April 22, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି

ଜଗତସିଂହପୁର: ଜନସାଧାରଣଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଜିଲ୍ଲାରେ ଅତ୍ୟାବଶ୍ୟକୀୟ ଦୋକାନ ଗୁଡିକର ସମୟରେ ପରିବର୍ତ୍ତନ କରିଛନ୍ତି। ଔଷଧ ଦୋକାନ ବ୍ୟତୀତ ଅତ୍ୟାବଶ୍ୟକୀୟ ଦୋକାନ ଗୁଡିକ ପ୍ରତ୍ୟହ ସକାଳ ୬ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଖୋଲାରହିବ। ସମସ୍ତ ଦୋକାନ ଆଗରେ ଗ୍ରାହକମାନଙ୍କ ମଧ୍ୟରେ ସାମାଜିକ ଦୂରତା ବଜାୟ ରହିବା ସହିତ ଅଧିକ ଲୋକ ଯେପରି ଏକାଠି ନହୁଅନ୍ତି ସେଥିପ୍ରତି ସଂପୃକ୍ତ ଦୋକାନୀ ଦୃଷ୍ଟିଦେବେ। ଦୋକାନୀ ଓ ବ୍ୟବସାୟୀମାନେ ଲୋକମାନଙ୍କୁ ସଚେତନ କରିବା ସହିତ ନୂଆ ସମୟ ସାରଣୀ ସଂପର୍କରେ ଦୋକାନ ଆଗରେ ପୋଷ୍ଟର୍ ମାରିବେ। ଏହା ବ୍ୟତୀତ ପୁର୍ବରୁ ଥିବା ସମସ୍ତ ଆଦେଶ ବଳବତ୍ତର ରହିବ।

ଏହାର ବ୍ୟତିକ୍ରମ ହେଲେ ସଂପୃକ୍ତ ଦୋକାନୀ ବିରୁଦ୍ଧରେ ଆଇନ୍ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜିଲ୍ଲାର ସମସ୍ତ ସାପ୍ତାହିକ ହାଟଗୁଡିକ ସପ୍ତାହରେ ଗୋଟିଏ ଦିନ ସକାଳ ୬ଟାରୁ ୧୧ଟା ପର୍ଯ୍ୟନ୍ତ ଚାଲିବ ଔଷଧ ଦୋକାନ ପାଇଁ ସମୟ ପରିବର୍ତ୍ତନ ପ୍ରଯୁଜ୍ୟ ନୁହେଁ।

covid19
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ମାନବାଧିକାର ଦିବସ ପାଳନ

December 11, 2025

ଚିଲିକାରେ ଅବକାରୀ ବିଭାଗର ଚଢାଉ: ୫୧୭ ଲିଟର ମହୁଲି ଜବତ, ୩ ଗିରଫ

December 10, 2025

ଚିଲିକା: ବଡକୁଳ ଗ୍ରାମ ପଞ୍ଚାୟତ ପରିସରରେ ପ୍ରଶାସନିକ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

December 8, 2025

ବାଣପୁର: ପୂର୍ବତନ ସରପଞ୍ଚ ସ୍ବର୍ଗତ ସଦାନନ୍ଦ ପାଟ୍ଟଶାଣୀଙ୍କ ଶ୍ରଦ୍ଧାଞ୍ଜଳୀ ସଭାରେ ଯୋଗଦେଲେ ଆଇନ ମନ୍ତ୍ରୀ

December 8, 2025
Latest News

ଓଲା ଏବଂ ବଜାଜକୁ ପଛରେ ପକାଇଲା ଟିଭିଏସ୍, ବିକ୍ରିରେ ଆଇକ୍ୟୁବ୍ ହେଲା ଦେଶର ନମ୍ବର-୧ ଇଭି ସ୍କୁଟର

December 13, 2025

କୋଲକାତା ଷ୍ଟାଡିୟମରେ ଚେୟାର ଏବଂ ବୋତଲ ଫିଙ୍ଗିଲେ ମେସି ପ୍ରଶଂସକ: କ୍ଷମା ମାଗିଲେ ମୁଖ୍ୟମନ୍ତ୍ରୀ ମମତା

December 13, 2025

ICC ରେକର୍ଡରେ ସାମିଲ ହେଲା ନାହିଁ ବୈଭବ ସୂର୍ଯ୍ୟବଂଶୀଙ୍କ ଐତିହାସିକ ୧୭୧ ରନ୍: ଜାଣନ୍ତୁ କାରଣ

December 13, 2025

ପାକିସ୍ତାନ ବିଶ୍ୱବିଦ୍ୟାଳୟରେ ପଢ଼ାଯିବ ମହାଭାରତ ଏବଂ ଗୀତା, ପ୍ରଥମ ଥର ପାଇଁ ସଂସ୍କୃତ ଅଧ୍ୟୟନ ଆରମ୍ଭ

December 13, 2025

ଭାରତ ଗସ୍ତରେ ଲିଓନେଲ୍ ମେସି: କିମ୍ବଦନ୍ତୀ ଫୁଟବଲ୍ ଖେଳାଳିଙ୍କୁ ଭେଟିବେ ରାହୁଲ ଗାନ୍ଧୀ ଏବଂ ଶାହରୁଖ ଖାନ

December 13, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.