Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ନୂଆଗଡ ପଂଚାୟତରେ କରୋନା ନେଇ ସଚେତନତା
ଆଞ୍ଚଳିକ

ନୂଆଗଡ ପଂଚାୟତରେ କରୋନା ନେଇ ସଚେତନତା

April 27, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ରଞ୍ଜିତ୍‌ ପଣ୍ଡା

କୁଜଙ୍ଗ :କୁଜଙ୍ଗ ବ୍ଲକ୍ ନୂଆଗଡ ପଂଚାୟତରେ କରୋନାକୁ ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସମାଜସେବୀ ତଥା ସାଂସଦଙ୍କ ପ୍ରତିନିଧି ସୁଢଳ କୁମାର ସ୍ୱାଇଁ ଲକ୍ ଥାନା ଅଧିକାରୀ ପ୍ରଭାସ ଚନ୍ଦ୍ର ସାହୁ, ନୂଆଗଡ ସରପଂଚ ବିବତା ସେଠୀ ଓ ସିମତି ସଭ୍ୟା ସ୍ମିତା ସେଠୀ ପ୍ରମୁଖ ଗାଁ ଗାଁ ବୁଲି କରୋନା ସମ୍ପର୍କରେ ଲୋକମାନଙ୍କ ଭିତରେ ସଚେତନତା କରିବା ସହ ସାମାଜିକ ଦୂରତା, ହାତଧୁଆ, ଗରିବଙ୍କୁ ଖାଦ୍ୟ ଦାନ ସହ ଲକ୍ ଡାଉନ୍‌କୁ ପାଳନ କରିବା ସହ ବାହାରୁ ନିଜ ଅଂଚଳକୁ ଆସୁଥିବା ପ୍ରିୟଜନଙ୍କ ପଂଜିକରଣ କିପରି କରଯାଯିବ ସେହି ନେଇ ସଚେତନ ସହ ସରକାରଙ୍କ ନିର୍ଦ୍ଦେଶକୁ ପାଳନକରିବାକୁ ଆହ୍ୱାନ ଜଣାଇଥିଲେ ।

ଏହି ଅବସରରେ  ନାରାୟଣ ମଲିକ୍‌, ପରାମାନନ୍ଦ ରାୟ, ମଧୁସୂଦନ ନାୟକ, ଗୁଣନିଧି ବେହେରା, ବିଜୟ ବେହେରା, ସଂଗ୍ରାମ ପଟ୍ଟନାୟକ, ପ୍ରଭାସ ବେହେରା, ବିପନ ରାଉତ, ପ୍ରଦୀପ୍ ସେଠୀ, ସୁବାସ ନାୟକ, ଧିରେନ୍ ସେଠୀ ,ପ୍ରଦ୍ୟୁମ୍ନ ସେଠୀ ପ୍ରମୁଖଙ୍‌କ ସହ ସମସ୍ତ ଅଙ୍ଗନବାଡି କର୍ମ ଆଶ କର୍ମୀ ମାନେ ଉପସ୍ଥିତ ଥିଲେ । ଏହି ଅବସରରେ ନୁଆଗଡ, ବିଜୟଚାନ୍ଦପୁର ଭୀମନାସୀ ଆଦି ଗ୍ରାମ ପରିକ୍ରମା କରି ଏହି ଟିମ୍ ମାଇକ୍ ଯୋଗେ ଲୋକ ମାନଙ୍କୁ ସଚେତନ କରିଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ଗୋଦାବରୀଶ ମହାବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ

December 16, 2025

ଗଞ୍ଜାମ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଶୁଣାଣି

December 15, 2025

ଆଇନ ମନ୍ତ୍ରୀଙ୍କୁ ଭେଟିଲେ ରଙ୍କନାଥ ଦେବ ୧୦୮ ହନୁମାନ ଚାଳିଶା ଯଜ୍ଞ କମିଟିର ସଭ୍ୟ

December 14, 2025

ବାଣପୁର କୋର୍ଟ ପରିସରରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

December 13, 2025
Latest News

ଡିଜିଟାଲ୍ ମିଡିଆରେ ଅଶ୍ଳୀଳତା, ଭୁଲ ସୂଚନା ଏବଂ ଅନଲାଇନ୍ ସାଇବର ଅପରାଧକୁ ରୋକିବା ପାଇଁ ପ୍ରସ୍ତୁତି

December 18, 2025

ଦେଶର ଅଜୟ ବୀରମାନଙ୍କୁ ଶ୍ରଦ୍ଧାଞ୍ଜଳି ସ୍ୱରୂପ ପରମବୀର ଗ୍ୟାଲେରୀକୁ ସ୍ବାଗତ କଲେ ପ୍ରଧାନମନ୍ତ୍ରୀ

December 18, 2025

ସାମୁଦ୍ରିକ କଇଁଛଙ୍କ ଗଣ ଅଣ୍ଡାଦାନ ସମୟ ଆସିଲା, ସୁରକ୍ଷା ପାଇଁ ବସିଲା ଉଚ୍ଚ ସ୍ତରୀୟ ବୈଠକ 

December 18, 2025

କେନାଲ ଭିତରେ ଫସିଗଲା ମଇଁଷି, ଅଗ୍ନିଶମ କର୍ମଚାରୀ କଲେ ଉଦ୍ଧାର, ଦେଖନ୍ତୁ ଭିଡିଓ

December 18, 2025

ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ରାଜ୍ୟ କଂଗ୍ରେସର କର୍ମିମାନେ କାହିଁକି କଲେ ଘେରାଉ, ଜାଣନ୍ତୁ କାରଣ

December 18, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.