Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଲକ୍‌ଡାଉନ୍‌ରେ ଦିନ ମଜୁରିଆ ଓ ପ୍ରବାସୀ ଶ୍ରମିକଙ୍କ ସହାୟତା କରୁଛି ପାରାଦ୍ବୀପ ପରିବହନ ସଂସ୍ଥା
ଆଞ୍ଚଳିକ

ଲକ୍‌ଡାଉନ୍‌ରେ ଦିନ ମଜୁରିଆ ଓ ପ୍ରବାସୀ ଶ୍ରମିକଙ୍କ ସହାୟତା କରୁଛି ପାରାଦ୍ବୀପ ପରିବହନ ସଂସ୍ଥା

May 13, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ରଞ୍ଜିତ ପଣ୍ଡା
କୁଜଙ୍ଗ : ଦିନ ମଜୁରିଆ ଓ ଶ୍ରମିକ ମାନଙ୍କ ମେରୁଦଣ୍ଡ ଦୋହଲାଇ ଦେଇଛି ଲକ୍ ଡାଉନ । ବନ୍ଦର ନଗରୀ ପାରାଦ୍ବୀପରେ ରହୁଥିବା ଦିନ ମଜୁରିଆ ଏବେ ଭୋକ ଉପାସରେ । ନା ମିଳିପାରୁଛି ମଜୁରୀ, ନା ପାଖରେ ଅଛି ରାସନ କାର୍ଡ । ଫଳରେ ସମସ୍ତ ପ୍ରକାର ସରକାରୀ ସୁବିଧାରୁ ବଞ୍ଚିତ ହୋଇ ଏମାନେ ଏବେ ଦୟନୀୟ ଅବସ୍ଥାରେ ରହୁଛନ୍ତି । ସରକାର ବିନା ରାସନ କାର୍ଡରେ ରାସନ ପ୍ରଦାନ ପାଇଁ ଘୋଷଣା କରିଥିଲେ ମଧ୍ୟ ତାହା ସାଧାରଣ ଲୋକଙ୍କ ନିକଟରେ ପହଞ୍ଚି ପାରୁନାହିଁ । ତେବେ ସେମାନଙ୍କୁ ସହାୟତାର ହାତ ବଢାଇଛନ୍ତି ପାରାଦ୍ବୀପ ପରିବହନ ସଂସ୍ଥା ।
ପାରାଦ୍ବୀପ ପୌରପରିଷଦର ୬, ୮, ୧୩ ଏବଂ ୧୮ ନମ୍ବର ୱାର୍ଡ଼ ସମେତ ଅଠରବାଙ୍କି, ବାଉରିଆପାଳନ୍ଦା, ଲକପଡା ପ୍ରଭୃତି ସ୍ଥାନରେ ଥିବା ୧୦୦ ରୁ ଉର୍ଦ୍ଧ୍ବ ପରିବାରକୁ ସହାୟତାର ହାତ ବଢାଇଛି ଏହି ସଙ୍ଗଠନ । ଏହି ପରିବାର ଗୁଡିକୁ ଶୁଖିଲା ଖାଦ୍ୟ ପୁଡିଆ ଯୋଗାଇ ଦିଆଯାଇଛି । ପାରାଦ୍ବୀପ ପରିବହନ ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ଖଲିଦ୍ ଖାନ୍ ଓ ଆଜାଦ୍ ଭାରତ ମେମୋରିଆଲ୍ ଟ୍ରଷ୍ଟର ସଭାପତି ଅବଦୁଲ ଆବିଦ ଖାନଙ୍କ ତତ୍ତ୍ଵାବଧାନରେ ପ୍ରତ୍ୟେକ ପରିବାରକୁ ଚାଉଳ, ଅଟା, ତେଲ, ଆଳୁ, ପିଆଜ ପ୍ରଭୃତି ସାମଗ୍ରୀ ବଣ୍ଟନ କରାଯାଇଛି । ଆଗାମୀ ଦିନରେ ପ୍ରତ୍ୟେକ ସପ୍ତାହରେ ଏହି ପରିବାର ଗୁଡିକୁ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯିବ ବୋଲି ସଙ୍ଘ ପକ୍ଷରୁ କୁହାଯାଇଛି ।

ଲକ୍‌ଡାଉନ୍‌
Share. Facebook Twitter LinkedIn Email WhatsApp Copy Link

Related Posts

ଚିଲିକା ବନ୍ୟପ୍ରାଣୀ ଡିଭିଜନ୍ ପକ୍ଷରୁ ୭୧ ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ

October 5, 2025

ଆରଏସଏସ ବାଣପୁର ପକ୍ଷରୁ ଶତାବ୍ଦୀ ଉଦ୍ଘାଟନ ଉତ୍ସବ ଓ ପଥ ସଞ୍ଚଳନ

October 5, 2025

ବାଲୁଗାଁ କଲେଜ ଦ୍ବାରା ଆୟୋଜିତ ପୂଜା ସ୍ୱତନ୍ତ୍ର ଶିବିର ଉଦଯାପିତ

October 5, 2025

ଟାଙ୍ଗୀ ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ଉତ୍ସବରେ ଯୋଗ ଦେଲେ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

October 5, 2025
Latest News

କଟକ ଘଟଣାରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିବେଦନ

October 5, 2025

୫ଜଣ ପ୍ରତିଭାଙ୍କୁ ପ୍ରଦାନ କରାଗଲା ‘ପ୍ରାଣନାଥ ସମ୍ମାନ’

October 5, 2025

କଟକରେ ଜାରୀ ହେଲା 36 ଘଣ୍ଟିଆ କର୍ଫ୍ୟୁ, ଇଣ୍ଟରନେଟ ବନ୍ଦ, ଜାଣନ୍ତୁ କେଉଁ କେଉଁ ଅଞ୍ଚଳ

October 5, 2025

ରୋହିତ ଶର୍ମାଙ୍କୁ ଅଧିନାୟକ ପଦରୁ ହଟାଇବା ଠିକ୍ ଥିଲା କି?: ଜାଣନ୍ତୁ ବିସିସିଆଇ ର ଯୋଜନା

October 5, 2025

ଦୁଇ ଓଡ଼ିଆ ଆଇ.ଟି.ଆଇ. ଟପରଙ୍କୁ ସମ୍ମାନିତ କଲେ ପ୍ରଧାନମନ୍ତ୍ରୀ ମୋଦୀ

October 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.