Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବେଆଇନ ଚୋରା ଦେଶୀମଦ ଚାଲାଣ : ୩ ଗିରଫ
ଆଞ୍ଚଳିକ

ବେଆଇନ ଚୋରା ଦେଶୀମଦ ଚାଲାଣ : ୩ ଗିରଫ

May 31, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବେଆଇନ ମଦ ଚାଲାଣ ଅଭିଯୋଗରେ ଆଜି ଅବକାରୀ ବିଭାଗ ୩ ଜଣଙ୍କୁ ଗିରଫ କରିଛି । ଗିରଫମାନେ ହେଲେ ଚିକିଟିର ଶ୍ରୀକାନ୍ତ ବେହେରା, ବ୍ରହ୍ମପୁରର ରବୀନ୍ଦ୍ର କୁମାର ନାୟକ ଏବଂ ସୁରଜ ହାତୀ । ଘଟଣାରୁ ପ୍ରକାଶ ଯେ ଏହି ତିନିଜଣ ଦୁଇଟି ମୋଟର ସାଇକେଲ୍‌ରେ ଦିଗପହଣ୍ଡି ଅଂଚଳରେ ବେଆଇନ ଦେଶୀ ମଦ ଧରି ଯାଉଥିବାବେଳେ ଅବକାରୀ ବିଭାଗ ଅଟକାଇଥିଲା । ଏମାନଙ୍କ ନିକଟରୁ ତିନୋଟି ବ୍ୟାରେଲ୍‌ରେ ଥିବା ୩୭ ଲିଟର ଦେଶୀମଦ ଜବତ ହୋଇଛି । ଏହା ସହ ଦୁଇଟି ମୋଟର ସାଇକେଲ ଜବତ କରାଯାଇଛି । ସମସ୍ତ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲଣ କରାଯାଇଛି ।

3 arrested
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

March 14, 2026

ବାଲୁଗାଁ: ସାମ୍ବାଦିକଙ୍କ ମାତୃ ବିୟୋଗ

March 12, 2026

ଗୋଦାବରୀଶ ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ଉପରେ ଡିଜିଟାଲ ଭିଡିଓ ପ୍ରଦର୍ଶନ କାର୍ଯ୍ୟକ୍ରମ

March 11, 2026

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

March 10, 2026
Latest News

ଆମେରିକାର ୟୁ-ଟର୍ଣ୍ଣ: ଏଥର ଇରାନରୁ ତେଲ କିଣିପାରିବ ଭାରତ

March 21, 2026

‘ଫର୍ସା ୱାଲେ ବାବା’ ଙ୍କୁ ହତ୍ୟା ଅଭିଯୋଗ: ଗୋ ଚାଲାଣ ଗାଡ଼ିକୁ କରୁଥିଲେ ପିଛା

March 21, 2026

ଆଜି ରାତିରେ ୭.୭ ଲକ୍ଷ ବ୍ୟାରେଲ ଅଶୋଧିତ ତୈଳ ନେଇ ମାଙ୍ଗାଲୋରରେ ପହଞ୍ଚିବ ଋଷୀୟ ଜାହାଜ

March 21, 2026

ଆଗାମୀ ୫ ବର୍ଷ ମଧ୍ୟରେ ରାଜ୍ୟରେ ହେବ ୧୫,୦୦୦ କିଲୋମିଟର ବିଶ୍ୱସ୍ତରୀୟ ରାସ୍ତା, ପୂର୍ତ୍ତମନ୍ତ୍ରୀ

March 21, 2026

ରାଜ୍ୟ ବନ୍ୟପ୍ରାଣୀ ପରିଷଦର ସ୍ଥାୟୀ କମିଟି ବୈଠକ ଅନୁଷ୍ଠିତ

March 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.