Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ରେଢାଖୋଲରେ ଲୋନ୍ ଅସୁଲି ନାଁରେ ମହିଳା ମାନଙ୍କୁ ଧମକ ଅଭିଯୋଗ
ଆଞ୍ଚଳିକ

ରେଢାଖୋଲରେ ଲୋନ୍ ଅସୁଲି ନାଁରେ ମହିଳା ମାନଙ୍କୁ ଧମକ ଅଭିଯୋଗ

June 1, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା
ରେଢାଖୋଲ : ସରକାର କରୋନା ଯୋଗୁଁ କୌଣସି ସରକାରୀ ବା ବେସରକାରୀ ବ୍ୟାଙ୍କ ଲୋନ୍ ଅସୁଲି ପାଇଁ ଚାପ ପକାଇ ପାରିବେ ନାହିଁ ବୋଲି ଘୋଷଣା କରିଛନ୍ତି । ସରକାରଙ୍କ ନୀତିନିୟମକୁ ବେଖାତିର ଭାବି ରେଢାଖୋଲରେ କିଛି ବେସରକାରୀ ସଂସ୍ଥା ମହିଳା ଗ୍ରୁପ୍ ମାନଙ୍କୁ ଧମକଚମକ ଦେଇ ଲୋନ୍ ଅସୁଲି କରୁଥିବା ଅଭିଯୋଗ ହୋଇଛି । ଏନେଇ ଏସ୍‌ଏଚ୍‌ଜି ମାନଙ୍କ ପକ୍ଷରୁ ଆଜି ରେଢାଖୋଲ ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇଛି ।

ପ୍ରକାଶ ଯେ ,ରେଢାଖୋଲ ଏନ୍‌ଏସିରେ ଥିବା ବହୁ ମହିଳା ଏସଏଚ୍‌ଜି ମା ମାନେ ବିଭିନ୍ନ ବେସରକାରୀ ସଂସ୍ଥା ଠାରୁ ଲୋନ୍ ଆଣିଛନ୍ତି । ବର୍ତମାନ ସାରା ଦେଶରେ କରୋନା ଯୋଗୁଁ ଲକ୍ ଡାଉନ୍ରେ ମହିଳା ଗ୍ରୁପ୍‌ମାନେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ଏବଂ ଦୀର୍ଘ ଦୁଇମାସ ହେଲା କୌଣସି ରୋଜଗାର କରିନାହାନ୍ତି । ଏଭଳି ପରିସ୍ଥିତିରେ ବେସରକାରୀ ସଂସ୍ଥାମାନେ ଲୋନ୍ ଅସୁଲିପାଇଁ ଜୋରଜବରଦସ୍ତ କରୁଛନ୍ତି ଏବଂ ଲୋନ୍ ନ ଦେଲେ ଦୃଢ କାର୍ଯ୍ୟନୁଷ୍ଠାନ ନେବାକୁ ଧମକ ମଧ୍ୟ ଦେଉଥିବା ଅଭିଯୋଗ ହେଉଛି । ଆଜି ରେଢାଖୋଲ ଉପଜିଲ୍ଲାପାଳ ଡୋଳାମଣୀ ପଟେଲଙ୍କୁ ଭେଟି ମହିଳାମାନେ ଦାବିପତ୍ର ପ୍ରଦାନ କରିଛନ୍ତି । ସାଂସଦ ପ୍ରତିନିଧି ଶିବରାମ ସାହୁଙ୍କ ନେତୃତ୍ୱରେ ସରୋଜିନୀ ସାହୁ , ଚନ୍ଦ୍ରକାନ୍ତୀ ସାହୁ , ରଶ୍ମିତା ବେହେରା, ଲାବଣ୍ୟ ବେହେରା , ରଶ୍ମିତା ନାୟକ, ସରୋଜିନୀ ମୁଣ୍ଡା ଆଦି ବହୁ ଗ୍ରୁପ୍‌ରମହିଳା ମାନଙ୍କ ଦସ୍ତଖତ ସମ୍ବଳିତ ଦାବିପତ୍ର ଉପଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି ।

rairakhol
Share. Facebook Twitter LinkedIn Email WhatsApp Copy Link

Related Posts

ନାକଟିଦେଉଳ ବ୍ଲକରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ

February 2, 2026

ବାଲୁଗାଁ ମହାବିଦ୍ୟାଳୟ ଓଡ଼ିଆ ସାହିତ୍ୟ ପରିଷଦର ବାର୍ଷିକ ସାରସ୍ୱତ ସମାରୋହ ଓ କବିତା ପାଠୋତ୍ସବ

January 31, 2026

ଦୁର୍ଗା ଚରଣ ଚିଲିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସଡ଼କ ସୁରକ୍ଷା ସଚେତନତା ଶୋଭାଯାତ୍ରା

January 31, 2026

ଛତ୍ରପୁର ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ

January 31, 2026
Latest News

ବନ୍ଦେ ଭାରତ ସ୍ଲିପର ଟ୍ରେନର ୨୬୦ ଟି ରେକ୍ ନିର୍ମାଣ ଯୋଜନା: ଅଶ୍ୱିନୀ ବୈଷ୍ଣବ

February 4, 2026

ରାଇରଙ୍ଗପୁରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ରାଷ୍ଟ୍ରପତି

February 4, 2026

ଆଫଗାନିସ୍ତାନକୁ ପରାସ୍ତ କରି ଦଶମ ଥର ପାଇଁ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଲା ଭାରତ

February 4, 2026

ରେଳ କର୍ମଚାରୀମାନଙ୍କୁ ଆନ୍ତରିକ ସ୍ୱୀକୃତି ସହ ବିଶିଷ୍ଟ ରେଳ ସେବା ପୁରସ୍କାର

February 4, 2026

ନୀତି ଆୟୋଗ ତରଫରୁ ନାକଟିଦେଉଳରେ ସମ୍ପୂର୍ଣ୍ଣତା ଅଭିଯାନ ୨.୦ କାର୍ଯ୍ୟକ୍ରମ

February 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.