Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»କୋଭିଡ ମନିଟରଙ୍କୁ ତାଲିମ
ଆଞ୍ଚଳିକ

କୋଭିଡ ମନିଟରଙ୍କୁ ତାଲିମ

July 18, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ପିଣ୍ଟୁ ବିଷୋୟୀ

କୋଦଳା – ଗଞ୍ଜାମ ଜିଲ୍ଲାରେ ଦ୍ରୁତ ଗତିରେ ସଂକ୍ରମିତ ହେଉଛି କରୋନା ମହାମାରୀ । ବେଗୁନିଆପଡା ବ୍ଲକ ଓ କୋଦଳା ଏନଏସି ସେହି ତୁଳନାରେ ବଢିବାରେ ଲାଗିଛି ।ରୋଗୀମାନଙ୍କୁ ବିଭି୍ନ୍ନ କୋଭିଡ ମେଡିକାଲ ନ ପଠାଇ ନିଜ ଅଞ୍ଚଳ ରେ ହିଁ ସେମାନଙ୍କୁ ସ୍ବାସ୍ଥ୍ୟ ସୁବିଧା ଯୋଗାଇଦେବା ଲକ୍ଷ୍ୟ ନେଇ ଜିଲ୍ଳା ପ୍ରଶାସନର ନିର୍ଦ୍ଦେଶ କ୍ରମେ କୋଦଳା ଏନଏସି କଲ୍ୟାଣ ମଣ୍ଡପ ପରିସରରେ 20ଶଯ୍ୟା ବିଶିଷ୍ଟ “କୋଭିଡ କେୟାର ହୋମ “ଗ୍ରୁହ ଉଦଘାଟିତ ହୋଇଛି ।

ସେଠାରେ 7ତାରିଖ ଠାରୁ 13ତାରିଖ ପର୍ଯନ୍ତ ଆଣ୍ଟିଜେନ ଟେଷ୍ଟ କରାଯାଇଥିଲା ।ଜନସାଧାରଣଙ୍କ ଯେପରି କୌଣସି ଅସୁବିଧାର ସମ୍ମୁଖିନ ହେବ ନାହିଁ ଏବଂ ପଜେଟିଭ ବାହାରିଲେ ମଧ୍ୟ ଅନ୍ୟତ୍ର ସ୍ଥାନାନ୍ତର ନ କରି ଏହି କୋଭିଡ କେୟାର ହୋମ ରେ ରଖିବା ପାଇଁ ନିଷ୍ପତ୍ତି ହୋଇ ଖାଇବା ମେନୁ , ଟିମ କର୍ମକର୍ତ୍ତାଙ୍କ ସମୟ ସାରଣୀ ଏବଂ ଗୁରୁତ୍ଵପୂର୍ଣ୍ଣ ବିଭାଗ ର ଯୋଗାଯୋଗ ନମ୍ବର ଲେଖାଥିବା ଫ୍ଲେକ୍ସ ମରାଯାଇଛି ।

ରୋଗୀଙ୍କ ତଥ୍ୟ ହାସଲ ପାଇଁ କୋଭିଡ ମନିଟର ମାନଙ୍କ ଲକ୍ଷ୍ୟ ଓ ଉଦ୍ଦେଶ୍ୟ କଣ ତାକୁ ନେଇ ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ ଓ ଏନଏସି ସ୍ଵତନ୍ତ୍ର କୋଭିଡ ଅଧିକାରୀ ଅଶୋକ କୁମାର ମୁଦୁଲିଙ୍କ ତତ୍ତ୍ବାବଧାନରେ ଏନଏସି କନିଷ୍ଠ ଯନ୍ତ୍ରୀ ଯତୀନ୍ଦ୍ର ମୋହନ ବେହେରା, ଗୋଷ୍ଠି ସଂଯୋଜିକା ଲକ୍ଷ୍ମୀ ପ୍ରିୟା ପାତ୍ରଙ୍କ ଉପସ୍ଥିତିରେ 13 ଓ୍ବାର୍ଡରୁ 13ଜଣ କୋଭିଡ ମନିଟର ଙ୍କୁ ତାଲିମ ପ୍ରଦାନ କରାଯାଇଥିଲା । ସେମାନେ କେଉଁ ସାହିରେ କି କି ରୋଗୀ ଅଛନ୍ତି ପଚାରି ରେଜିଷ୍ଟର ରେ ଲେଖିବା ସହିତ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇବେ, କରୋନା ବିଷୟରେ ଲୋକଙ୍କୁ ସଚେତନ କରିବେ ବୋଲି ପରାମର୍ଶ ଦିଆଯାଇଥିଲା ।65ବର୍ଷ ରୁ ଊର୍ଦ୍ଧ୍ବ ବ୍ୟକ୍ତି , ଶିଶୁଙ୍କୁ ଏବଂ ବ୍ଲଡ ପ୍ରେସର , ଡାଇବେଟିସ , ଯକ୍ଷ୍ମା ଭଳି ରୋଗ ଥିବା ବ୍ୟକ୍ତିଙ୍କୁ ଏହି କରୋନା ଶୀଘ୍ର ସଂକ୍ରମିତ ହୋଇଥାନ୍ତି ଏଣୁ ସେମାନଙ୍କୁ ଶୀଘ୍ର ମେଡିକାଲ ଯାଇ ଚିକିତ୍ସିତ ହେବାକୁ କହିବା ପାଇଁ କହିଥିଲେ । ଏତ୍‌ବ୍ୟତୀତ ସମସ୍ତଙ୍କ ଆକ୍ଟିଭ୍‌ କଣ୍ଟ୍ରାକ୍ଟ ରେଜିଷ୍ଟର , ପୁରାତନ ରୋଗୀ ଏବଂ ରିଟର୍ଣ୍ଣିଂ ରେଜିଷ୍ଟର ମେଣ୍ଟେଇନ କରିବା ପାଈଁ ପରାମର୍ଶ ଦିଆଯାଇଥିବା ଜଣାପଡ଼ିଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

March 14, 2026

ବାଲୁଗାଁ: ସାମ୍ବାଦିକଙ୍କ ମାତୃ ବିୟୋଗ

March 12, 2026

ଗୋଦାବରୀଶ ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ଉପରେ ଡିଜିଟାଲ ଭିଡିଓ ପ୍ରଦର୍ଶନ କାର୍ଯ୍ୟକ୍ରମ

March 11, 2026

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

March 10, 2026
Latest News

ହିମାଚଳ ପ୍ରଦେଶ ରାଜ୍ୟପାଳଙ୍କୁ ଭେଟିଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

March 24, 2026

ବାୟୁସେନାର ବିମାନ ଦୁର୍ଘଟଣାଗ୍ରସ୍ତ: ୧୧୦ ସୈନିକ କରୁଥିଲେ ଯାତ୍ରା

March 24, 2026

ବାଧାମୁକ୍ତ ଜାହାଜ ଚଳାଚଳ ଉପରେ ଗୁରୁତ୍ୱ ଦେଲେ ପ୍ରଧାନମନ୍ତ୍ରୀ

March 24, 2026

ଇରାନ ଯୁଦ୍ଧ କେବେ ଶେଷ ହେବ?: ଦିନ ଧାର୍ଯ୍ୟ କଲା ଆମେରିକା, ମଧ୍ୟସ୍ଥତା କରିବ ପାକିସ୍ତାନ

March 24, 2026

ଆଜି ମାର୍ଚ୍ଚ ୨୪ ତାରିଖ ମଙ୍ଗଳବାରରେ ଏହି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

March 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.