Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବିରସା ମୁଣ୍ଡା ଜୟନ୍ତୀ ଓ ଜାତୀୟ ଗଣମାଧ୍ୟମ ଦିବସରେ ବରିଷ୍ଠ ସାମ୍ବାଦିକ, କବି ତାରକ ମହାନ୍ତି ସମ୍ବର୍ଦ୍ଧିତ
ଆଞ୍ଚଳିକ

ବିରସା ମୁଣ୍ଡା ଜୟନ୍ତୀ ଓ ଜାତୀୟ ଗଣମାଧ୍ୟମ ଦିବସରେ ବରିଷ୍ଠ ସାମ୍ବାଦିକ, କବି ତାରକ ମହାନ୍ତି ସମ୍ବର୍ଦ୍ଧିତ

November 21, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
ବିରସା ମୁଣ୍ଡା ଜୟନ୍ତୀ ଓ ଜାତୀୟ ଗଣମାଧ୍ୟମ ଦିବସରେ ବରିଷ୍ଠ ସାମ୍ବାଦିକ, କବି ତାରକ ମହାନ୍ତି ସମ୍ବର୍ଦ୍ଧିତ

ଭୁବନେଶ୍ୱର: ବିରସା ମୁଣ୍ଡା ଜୟନ୍ତୀ କମିଟି ପକ୍ଷରୁ ଜାତୀୟ ଗଣମାଧ୍ୟମ ଦିବସ ଅବସରରେ ‘ଏକମାତ୍ର’ ଖବର କାଗଜ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ, କବି ତାରକ ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।ରାଜଧାନୀ ୟୁନିଟ-୨ରେ ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ, ସମାଜସେବୀ ବିଶ୍ୱରଂଜନ ମହାନ୍ତି, ଓଲିଉଡ କ୍ରିଏଟିଭ ହେଡ ପ୍ରଣୟ ଜେଠି, ଅଣ୍ଡାମାନ-ନିକୋବରରେ ଥିବା ଓଡ଼ିଆ ଶିଳ୍ପପତି ଗଦାଧର ଦାସ ଓ ଫାସନ ଡିଜାଇନର ସୁଚରିତା ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗଦେଇ ମହାନ୍ତିଙ୍କୁ ମାନପତ୍ର ଓ ବୃକ୍ଷଚାରା ଦେଇ ସମ୍ବର୍ଦ୍ଧିତ କରିଥିଲେ।

ମୁଖ୍ୟ ଅତିଥି ପ୍ରଦ୍ୟୁମ୍ନ ଶତପଥୀ ତାରକଙ୍କ ସାମ୍ବାଦିକତା ଓ ଏକମାତ୍ର ଖବର କାଗଜର ସ୍ୱତନ୍ତ୍ରତା ସମ୍ପର୍କରେ କହିବା ସହ ସାମ୍ପ୍ରତିକ ସମୟରେ ସାମ୍ବାଦିକତା କରିବା ସହଜ ନୁହେଁ ବୋଲି କହିଥିଲେ। ଅନ୍ୟ ଅତିଥିମାନେ ସହିଦ ବିରସା ମୁଣ୍ଡାଙ୍କ ସଂଘର୍ଷ ଓ ପ୍ରେସ ଦିବସର ଗୁରୁତ୍ୱ ଉପରେ ବକ୍ତବ୍ୟ ରଖିଥିଲେ।ଏହି ଅବସରରେ ଅର୍ଗସ ସାମ୍ବାଦିକା ମାଧୁରୀ ମହାନ୍ତି, ଓଲିଉଡ ଅଭିନେତା ରାଜବୀର, ଅଭିନେତ୍ରୀ ପୂଜା ରାଓ ଓ ସମାଜସେବୀ ଦିଲ୍ଲୀପ ମୁଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ସ୍ତମ୍ଭକାର ସତ୍ୟ ପାଣିଗ୍ରାହୀ।

ତାରକ ମହାନ୍ତି
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ମା’ ତାରିଣୀଙ୍କ ପୀଠରେ ବିଶ୍ୱଶାନ୍ତି ଗୀତା ମହାଯଜ୍ଞ ଓ ଅଷ୍ଟ ଶମ୍ଭୁ ମିଳନ

April 17, 2026

ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ଜାତପଦ୍ମାଙ୍କ ସଫଳତା: ସିବିଏସଇ ପରୀକ୍ଷାରେ ରଖିଲେ ୯୮% ନମ୍ବର

April 17, 2026

ଉମାମହେଶ୍ବର ଦେବଙ୍କ ପୀଠରେ ଅଷ୍ଟଶମ୍ଭୁ ମିଳନ ମହୋତ୍ସବ

April 15, 2026

ହନୁମାନ ଜୟନ୍ତୀ ଉପଲକ୍ଷେ ବାଇକ ଶୋଭାଯାତ୍ରା

April 14, 2026
Latest News

ଓଡ଼ିଶା ଫେରିଲା ପୋସ୍କୋ : ଢେଙ୍କାନାଳରେ JSW ସହ ମିଶି ବୃହତ ଷ୍ଟିଲ ପ୍ଲାଣ୍ଟ କରିବ ପୋସ୍କୋ

April 21, 2026

ଯାଜପୁରରେ ୨୫ ଯାଏଁ ସମସ୍ତ ସ୍କୁଲ ଛୁଟି

April 21, 2026

ମୋଟରସାଇକେଲ ଉପରେ ଲାଗିଲା କଡା କଟକଣା: ଜାଣନ୍ତୁ କାରଣ କ’ଣ

April 21, 2026

ବାଣ କାରଖାନାରେ ବିସ୍ଫୋରଣ: ୧୩ ଜଣଙ୍କର ମୃତ୍ୟୁ

April 21, 2026

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.