Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବ୍ୟକ୍ତିତ୍ୱ»ଆଜି ରାଘବ ଚଢା ଏବଂ ପରିଣୀତି ଚୋପ୍ରାଙ୍କ ଚର୍ଚ୍ଚିତ ବାହାଘର, ଜାଣନ୍ତୁ କେତେବେଳେ କଣ ହେବ
ବ୍ୟକ୍ତିତ୍ୱ

ଆଜି ରାଘବ ଚଢା ଏବଂ ପରିଣୀତି ଚୋପ୍ରାଙ୍କ ଚର୍ଚ୍ଚିତ ବାହାଘର, ଜାଣନ୍ତୁ କେତେବେଳେ କଣ ହେବ

September 24, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
ଆଜି ରାଘବ ଚଢା ଏବଂ ପରିଣୀତି ଚୋପ୍ରାଙ୍କ ଚର୍ଚ୍ଚିତ ବାହାଘର, ଜାଣନ୍ତୁ କେତେବେଳେ କଣ ହେବ

ନୂଆଦିଲ୍ଲୀ: ଆଜି ହେଉଛି ଦେଶର ବେଶ ଚର୍ଚ୍ଚିତ ବାହାଘର। ଏହି ବାହାଘର ରାଜନୀତି ସହିତ ଚଳଚିତ୍ରର ହେଉଛି। ଅର୍ଥାତ ଆପ୍ ସାଂସଦ ରାଘବ ଚଢା ଚଳଚିତ୍ର ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କୁ ବିବାହ କରିବେ। ସେଥିପାଇଁ ରାଜସ୍ଥାନ ଉଦୟପୁରର ଦ ଲିଳା ପ୍ୟାଲେସକୁ ପୁରା ସଜେଇ ଦିଆଯାଇଛି।

ତେବେ ସୂଚନା ଅନୁସାରେ ଆଜି ତାଙ୍କର ବାହାଘର ଏହି ସମୟ ଅନୁସାରେ ହେବ ବୋଲି ନିର୍ଦ୍ଧାରିତ ହୋଇଛି। ତାହା ହେଲା

ବାହାଘର ତାରିଖ- 24 ସେପ୍ଟେମ୍ବର, ରବିବାର

ରାଘବ ସେହରାବନ୍ଦୀ- ଅପରାହ୍ନ 1.00 ଟା

ବରଯାତ୍ରୀ ଶୋଭାଯାତ୍ରା- ଅପରାହ୍ନ 2.00 ଟା

ବରଣମାଳା ପ୍ରଦାନ- ଅପରାହ୍ନ 3 ଟା 30

ହୋମକୁଣ୍ଡ ପ୍ରଦୀକ୍ଷଣ- ଅପରାହ୍ନ 4.00 ଟା

ଝିଅ ବିଦା- ସଂଧ୍ୟା 6 ଟା 30 ମିନିଟ

ପ୍ରୀତି ଭୋଜନ- ରାତ୍ରୀ 8.30 ମିନିଟରୁ ଆରମ୍ଭ

parineetichopra
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଶପଥ ନେବେ ଭି.ଡି. ସତିସନ୍

May 18, 2026

ଜଗମରା ଫୁଡ କୋର୍ଟରେ ଅଗ୍ନିକାଣ୍ଡ

May 18, 2026

ମେକ୍ସିକୋରେ ଗୁଳିମାଡ଼ : ୧୦ ମୃତ

May 18, 2026

କାର ଧକ୍କାରେ ଜଣେ ସାଙ୍ଗ ମୃତ ଆଉ ଜଣେ ଗୁରୁତର

May 18, 2026
Latest News

ଆଜି ଶପଥ ନେବେ ଭି.ଡି. ସତିସନ୍

May 18, 2026

ଜଗମରା ଫୁଡ କୋର୍ଟରେ ଅଗ୍ନିକାଣ୍ଡ

May 18, 2026

ମେକ୍ସିକୋରେ ଗୁଳିମାଡ଼ : ୧୦ ମୃତ

May 18, 2026

କାର ଧକ୍କାରେ ଜଣେ ସାଙ୍ଗ ମୃତ ଆଉ ଜଣେ ଗୁରୁତର

May 18, 2026

ଯାତ୍ରୀବାହୀ ଟ୍ରେନରେ ନିଆଁ

May 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.