Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଦୁଷ୍କର୍ମରେ ବାଧା ଦେବାରୁ ହତ୍ୟା – ଅରୁଣ ବୋଥ୍ରା
ଅପରାଧ

ଦୁଷ୍କର୍ମରେ ବାଧା ଦେବାରୁ ହତ୍ୟା – ଅରୁଣ ବୋଥ୍ରା

December 22, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର : ନୟାଗଡ଼ ପରୀ ହତ୍ୟା ମାମଲାକୁ ନେଇ ଏକ ବଡ଼ ଖୁଲାସା କରିଛନ୍ତିଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା  । ପରୀ ହତ୍ୟା ଘଟଣା ଉପରୁ ପରଦା ଉଠାଇଛନ୍ତି ଅରୁଣ ବୋଥ୍ରା । ଏବେ ଯାଏଁ ଏହି ଘଟଣାରେ କେହି ପ୍ରତକ୍ଷ୍ୟଦର୍ଶୀ ନାହାନ୍ତି । ବୈଜ୍ଞାନିକ ପ୍ରମାଣ ହିଁ ଏକାଠି କରାଯାଉଛି । ଅଶ୍ଲୀଳ ଫିଲ୍ମ ଦେଖି ଅଭିଯୁକ୍ତ ଜଣକ ଏପରି କାଣ୍ଡ ଘଟାଇଛି ବୋଲି କହିଛନ୍ତି ବୋଥ୍ରା । ଦୁଷ୍କର୍ମରେ ବାଧା ଦେବାରୁ ହତ୍ୟା କରିଛି ଅଭିଯୁକ୍ତ । ମୃତ୍ୟୁପରେ ନାବାଳିକାର ମୃତଦେହ ସହ ଦୁଷ୍କର୍ମ  କରିଛି ଅଭିଯୁକ୍ତ । ଏହାପରେ ସେ ନାବାଳିକାର ମୃତଦେହକୁ ଏକ ଝୋଟ ବସ୍ତାରେ ଶବ ପୂରେଇଥିଲା । ବସ୍ତାରେ ମୃତଦେହ ଓ ଫ୍ରକ୍‌ ପୂରାଇ ପୋଖରୀ କଡକୁ ଫିଙ୍ଗିଦେଇଥିଲା । ବସ୍ତାରେ ପୂରାଇ ଫିଙ୍ଗି ତା’ ଉପରେ ଡାଳପତ୍ର ଲଦି ଦେଇଥିଲା । ତେବେ ଝିଅଟି ପିନ୍ଧିଥିବା ଲେଗିଙ୍ଗସ୍‌କୁ ସେ ନେବ ଭୁଲି ଯାଇଥିଲା । ପରେ ଲେଗିଙ୍ଗସ୍‌କୁ ନେଇ ସେ ପୋଖରୀରେ ଫିଙ୍ଗିଥିବାର କହିଛି । ଲେଗିଙ୍ଗସ୍‌କୁ ଉଦ୍ଧାର ପାଇଁ ପୋଖରୀ ଶୁଖାଯାଉଛି ।ସରୋଜ ମୋବାଇଲ୍‌ରେ ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଫିଲ୍ମ ରଖି ଦେଖୁଥିଲା । ପର୍ଣ୍ଣୋ ଫିଲ୍ମ ମୋବାଇଲ୍‌ ଫୋଲ୍ଡରରେ ରଖି ଲକ୍‌ ପକାଇଥିଲା । ହତ୍ୟା ବା ଦୁଷ୍କର୍ମ ପାଇଁ ପୂର୍ବ ପ୍ରସ୍ତୁତି ନଥିବା ସ୍ବୀକାର କରିଛି ସରୋଜ ବୋଲି କହିଛନ୍ତି ବୋଥ୍ରା । ରାତିସାରା ଫିଲ୍ମ ଦେଖିବା ପରେ ଝିଅଟି ଆସିବାରୁ ଏଳଭି କରିଥିବାର ସୂଚନା ଦେଇଛ

ସେ କହିଛନ୍ତି ଯେ ନାବାଳିକା ସହ ପଡ଼ୋଶୀ ପରିବାରର ଭଲ ସଂମ୍ପର୍କ ଥିଲା । ଜୁନ 13ରେ ନାବାଳିକା ଜଣକ ଜାମୁ କୋଳି ଖାଇବାକୁ ଯାଇଥିଲ।। ସେହି ସମୟରେ ତା’ ସହିତ ଦୁଷ୍କର୍ମ ହୋଇଥିଲ। । ଅଭୁଯୁକ୍ତ ସରୋଜ ସେଠୀ ଝିଅକୁ ତଣ୍ଟି ଚିପି ହତ୍ୟା କରିବା ପରେ ଦୁଷ୍କର୍ମ କରିଥିଲେ । ତେବେ ସରୋଜ ସନ୍ଦେହରେ ଆସିବା କାରଣ ସମ୍ପର୍କରେ ବୋଥ୍ରା କହିଛନ୍ତି ଯେ, 14 ତାରିଖ ଦିନ ସମସ୍ତଙ୍କ ଘରେ କେହି ନା କେହି ଉପସ୍ଥିତ ଥିଲେ କିନ୍ତୁ ସରୋଜ ଘରେ ସେହି ଦିନ ସେ ଏକା ହିଁ ରହିଥିଲ ।  ସରୋଜ ପର୍ଣ୍ଣ ଫିଲ୍ମ ଦେଖିବା ପରେ ଅଭିଯୁକ୍ତଜଣକ ଏପରି କାର୍ଯ୍ୟ କରିଛି ।

ଏବେ ସରୋଜର ଫୋନରୁ ମଧ୍ୟ ବଡ଼ ସୁରାକ ମିଳିଛି । ଫୋନ ଚେକ କରିବା ସମୟରେ ଏକ ନେଟିଫିକେସନ ଆସିଥିଲ । ତେବେ ପୂର୍ବରୁ ସେପରି ଏକ ୩ ବର୍ଷ ଝିଅକୁ ହତ୍ୟା ଓ ଦୁଷ୍କର୍ମର ଭିଡ଼ିଓ ସେ ଦେଖିଥିଲ । ଗାଁରଲୋକ ପଲି ଗ୍ରାଫ ପାଇଁ ରାଜି ହୋଇଥିଲେ ମଧ୍ୟ ସରୋଜ ରାଜି ହୋଇନଥିଲ । ଏହି ସବୁ ତଥ୍ୟ ଦେଇ ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ।

ଅରୁଣ ବୋଥ୍ରା
Share. Facebook Twitter LinkedIn Email WhatsApp Copy Link

Related Posts

ପାକିସ୍ତାନକୁ ପୁଣି ଧୁଳି ଚଟାଇଲା ଭାରତ: ୪-୩ ଗୋଲରେ ଟିମ୍ ଇଣ୍ଡିଆର ଦମଦାର ବିଜୟ

June 24, 2026

ଭାରତଠାରୁ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର କିଣିବ ୟୁଏଇ: ପାକିସ୍ତାନ କାହିଁକି ଚିନ୍ତିତ?

June 24, 2026

ରାମ ମନ୍ଦିର ଦାନ ଚୋରି ମାମଲା: ଚମ୍ପତ ରାୟଙ୍କ ଭୂମିକା ସନ୍ଦେହଜନକ

June 24, 2026

ଭାରତରେ କେତେବେଳେ ଆରମ୍ଭ ହେବ ଭାରତ ବନାମ ଆୟରଲ୍ୟାଣ୍ଡ ଟି-୨୦?: ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

June 24, 2026
Latest News

ପାକିସ୍ତାନକୁ ପୁଣି ଧୁଳି ଚଟାଇଲା ଭାରତ: ୪-୩ ଗୋଲରେ ଟିମ୍ ଇଣ୍ଡିଆର ଦମଦାର ବିଜୟ

June 24, 2026

ଭାରତଠାରୁ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର କିଣିବ ୟୁଏଇ: ପାକିସ୍ତାନ କାହିଁକି ଚିନ୍ତିତ?

June 24, 2026

ରାମ ମନ୍ଦିର ଦାନ ଚୋରି ମାମଲା: ଚମ୍ପତ ରାୟଙ୍କ ଭୂମିକା ସନ୍ଦେହଜନକ

June 24, 2026

ଭାରତରେ କେତେବେଳେ ଆରମ୍ଭ ହେବ ଭାରତ ବନାମ ଆୟରଲ୍ୟାଣ୍ଡ ଟି-୨୦?: ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

June 24, 2026

ରିପବ୍ଲିକାନ୍ ଶିବିରରେ ଫାଟ? ଟ୍ରମ୍ପଙ୍କ ପାଇଁ ବଢ଼ିଲା ଚ୍ୟାଲେଞ୍ଜ

June 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.