Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅନୁସୂଚିତ ଜାତି ମୋର୍ଚ୍ଚାର ରାଜ୍ୟ ପଦାଧିକାରୀଙ୍କ ନାମ ଘୋଷଣା, ଜାଣନ୍ତୁ ସଂପୂର୍ଣ୍ଣ ତାଲିକା
ଆଜିର ଖବର

ଅନୁସୂଚିତ ଜାତି ମୋର୍ଚ୍ଚାର ରାଜ୍ୟ ପଦାଧିକାରୀଙ୍କ ନାମ ଘୋଷଣା, ଜାଣନ୍ତୁ ସଂପୂର୍ଣ୍ଣ ତାଲିକା

February 19, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଅନୁସୂଚିତ ଜାତି ମୋର୍ଚ୍ଚାର ରାଜ୍ୟ ପଦାଧିକାରୀଙ୍କ ନାମ ଘୋଷଣା, ଜାଣନ୍ତୁ ସଂପୂର୍ଣ୍ଣ ତାଲିକା

ଭୁବନେଶ୍ୱର, ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଅନୁମୋଦନକ୍ରମେ ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ବିଭୁ ପ୍ରସାଦ ତରାଇ ଆଜି ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ପଦାଧିକାରୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ଥାୟୀ ନିମନ୍ତ୍ରୀତ ସଦସ୍ୟ, ସ୍ୱତନ୍ତ୍ର ନିମନ୍ତ୍ରୀତ ସଦସ୍ୟଙ୍କ ନାମ ତାଲିକା ଘୋଷଣା କରିଛନ୍ତି ।

ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ଉପସଭାପତି ଭାବେ ବିଧାୟକ ସନାତନ ବିଜୁଳୀ, ଦୁର୍ଗା ତନ୍ତୀ, ମନିଜର ଆର୍ଯ୍ୟ, ହେମନ୍ତ କୁମାର ମଲ୍ଲିକ, ରାମବିଶ ଦିଗାଲ, ଚନ୍ଦନ ସ୍ୱରାଜଙ୍କୁ ଦାୟୀତ୍ୱ ପ୍ରଦାନ କରାଯାଇଛି । ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ଭାବେ ବିଧାୟକ ମୁକେଶ ମହାଲିଙ୍ଗ ଓ ରାଘବ ମଲ୍ଲିକଙ୍କୁ ଦାୟୀତ୍ୱ ଦିଆଯାଇଥିବାବେଳେ ରାଜ୍ୟ ସଂପାଦକ ଭାବେ କୀର୍ତନ ଦାସ, ବିକାଶ କୁମାର ବେହେରା, ଗିରିଧାରୀ ଦାସ, ଶାନ୍ତିଲତା ସେଠୀ, ଇଶ୍ୱର ବାଗ, ଜି. ସଂଜୀବ କୁମାର, କୋଷାଧ୍ୟକ୍ଷ ଭାବେ ଜଗନ୍ନାଥ ବେହେରା ଏବଂ କାର୍ଯ୍ୟାଳୟ ସଂପାଦକ ଭାବେ ସତ୍ୟ ନାରାୟଣ ସେଠୀଙ୍କୁ ଦାୟୀତ୍ୱ ପ୍ରଦାନ କରାଯାଇଛି ।

ରାଜ୍ୟ ଅନୁସୂଚୀତ ଜାତି ମୋର୍ଚ୍ଚାକୁ ଶକ୍ତିଶାଳୀ କରିବା ପାଇଁ ବିଭିନ୍ନ ବିଭାଗର ରାଜ୍ୟ ସଂଯୋଜକ ଭାବେ ଡଃ. ରବିନ୍ଦ୍ର ନାରାୟଣ ବେହେରା, ଡଃ. କାଳୁଚରଣ ସେଠୀ, ରାଧାକାନ୍ତ ମଲ୍ଲିକ୍‌, ସତ୍ୟଜିତ୍ ମଲ୍ଲିକ୍‌, ସ୍ମିତା ପ୍ରଧାନ, ଗୁରୁଚରଣ ସେଠୀ, ଦିବାକର ଭୋଇ, ସୁନୀଲ ସେଠୀ, ସୁଶ୍ରୀ ପ୍ରିୟଦର୍ଶନୀ, ମୀନା ନାୟକ, ବିଜୟଲକ୍ଷ୍ମୀ ବାଲା, ସୁମତି ଜେନା, ସୁକାନ୍ତ କୁମାର ଦାସ, ରତ୍ନାକର ତରାଇ, ରତନ ଦିଗଲ, ପ୍ରସନ୍ନ କୁମାର ବେହେରା, ଭ୍ରମରବର ବେହେରା, ପରିକ୍ଷୀତ୍ ଛତର,ବିଜୟ ମଲ୍ଲିକ୍‌, ଉମେଶ ଖୋସଲା, ସୁବଳ ବେହେରା ପ୍ରମୁଖଙ୍କୁ ଦାୟୀତ୍ୱ ଦିଆଯାଇଛି ।

ଏହା ସହ ଅନୁସୂଚୀତ ଜାତି ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ଆଶୁତୋଷ ମଣ୍ଡଳ, ଲଳିତ ମଗର, ଚୌତୁରା ଦିପ୍‌, ଜନାର୍ଦ୍ଦନ ବେହେରା, ମାଧବ ମଲ୍ଲିକ, ସୁରୁ ପାତ୍ର, ଅଶୋକ ବିଶ୍ୱାସ, ଜଳନ୍ଧର ଖିଲୋ, ଜେ.ବାବୁରାଓ, ଲୋକନାଥ ଦୁର୍ଗା, ସୁଶ୍ରୀ ପ୍ରିୟଦର୍ଶିନୀ, ମୁରଳୀଧର ସୁନା, ଭ୍ରମରବର ବେହେରା, ଯଶୋବନ୍ତ ବେହେରା, ଅନୀଲ ସୁନା, ହେମନ୍ତ ପ୍ରଧାନ, ହରିହର ମଲ୍ଲିକ, ଭେଙ୍କଟ ରାଓ, ନବ ନାଏକ, ରାଜା କାକ, ଧୀରେନ କୁମାର ସେଠୀ, ସର୍ବେଶ୍ୱର ମଲ୍ଲିକ, ଅଶୋକ କୁମାର ସେଠୀ, ପରିକ୍ଷିତ ଛତର, ହରିହର ବେହେରା, ନରେନ୍ଦ୍ର ବେହେରା, କୁଶ କୁମ୍ଭାର, ହରିହର ମହାନନ୍ଦଙ୍କୁ ଦାୟୀତ୍ୱ ଦିଆଯାଇଛି ।

ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ଭାବେ ବିରୋଧୀଦଳ ନେତା ପ୍ରଦୀପ୍ତ କୁମାର ନାୟକ, ଉପନେତା ବିଷ୍ଣୁ ସେଠୀ, ବିଧାୟକ ନାଉରୀ ନାୟକଙ୍କ ସମେତ ପୂର୍ବତନ ବିଧାୟକ ବାଇଧର ମଲ୍ଲିକ୍‌, ଗୋବିନ୍ଦ ଦାସ, ରବି ମଲ୍ଲିକ୍‌, ପୂର୍ଣ୍ଣଚନ୍ଦ୍ର ନାୟକ, କାଶୀନାଥ ମଲ୍ଲିକ୍ ପୂର୍ବତନ ଡେପୁଟି ମେୟର ଉର୍ମିଳା ମହାପାତ୍ର, ଏବଂ ମୋର୍ଚ୍ଚାର ପୂର୍ବତନ ରାଜ୍ୟ ସଭାପତି ମନୋଜ ବେହେରା, ସୁଶାନ୍ତ କୁମାର ମଲ୍ଲିକ୍‌, ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ବସନ୍ତ କୁମାର ନାୟକ, ବିଶ୍ୱଜିତ୍ ତନ୍ତ୍ରୀଙ୍କ ସମେତ ପ୍ରଭାରୀ ଦିଲୀପ୍ ମଲ୍ଲିକ୍‌, ଅଭିମନ୍ୟୁ ସେଠୀ, ଅମିୟ ମଲ୍ଲିକ୍‌,ପୂର୍ଣର୍ଚନ୍ଦ୍ର ମଲ୍ଲିକ୍‌, କୁଂଜମୋହନ ସେଠୀ, ଜଗବନ୍ଧୁ ବେହେରା, ପ୍ରମୁଖ ୧୯ ଜଣଙ୍କୁ ସ୍ଥାନ ଦିଆଯାଇଛି।

ଅନୁସୂଚୀତ ଜାତି ପାଇଁ ସଂରକ୍ଷିତ ଆସନରୁ ନିର୍ବାଚନ ଲଢିଥିବା ମିଲନ୍ ସେଠ, ଅଗସ୍ତୀ ବେହେରା, ଆଲୋକ ସେଠୀ, ରାକେଶ ମଲ୍ଲିକ୍‌, ଆଶୋକ କୁମାର ନାୟକ, ରଘୁନାଥ ଜଗଦଲ, ସୁନାକର ବେହେରା, ନରେନ୍ଦ୍ର ନାୟକ, ଛବି ମଲ୍ଲିକ୍ , ବବିତା ମଲ୍ଲିକ୍‌, ରାଜକିଶୋର ବେହେରା, ଭାରତୀ ବେହେରା, ତ୍ରିପୁରା ଗରଡ, ପ୍ରମୁଖଙ୍କୁ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ ସ୍ଥାନୀତ କରାଯାଇଛି ବୋଲି ଅନୁସୂଚୀତ ଜାତି ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ବିଭୁପ୍ରସାଦ ତରାଇ ପ୍ରେସ ବାର୍ତାରେ ଜଣାଇଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ଦଶହରାରେ ଏହି ଚାରିଟି ଜିନିଷ ଦେଖିଲେ ବର୍ଷ ସାରା ହୋଇଥାଏ ମଙ୍ଗଳ

October 17, 2026

ଶତ୍ରୁରୁ ମୁକ୍ତି ପାଇବା ପାଇଁ ସପ୍ତମ ଦିନରେ ମା’ କାଳରାତ୍ରୀଙ୍କୁ କରନ୍ତୁ ପୂଜା ଜାଣନ୍ତୁ ପୂଜା ବିଧି

October 17, 2026

ଇଂରାଜୀ ସ୍ନାତକତ୍ତୋର ଶିକ୍ଷକଙ୍କ ନିମନ୍ତେ ଆୟୋଜିତ ତାଲିମ୍ କାର୍ଯ୍ୟକ୍ରମ ଉଦଯାପିତ

October 17, 2026

ମହାପ୍ରଭୁ ଲିଙ୍ଗରାଜଙ୍କ ସତ୍ତ୍ୱଲିପି କମିଟି ପକ୍ଷରୁ ଆଇନ୍ ମନ୍ତ୍ରୀଙ୍କୁ ତୃତୀୟ ଅନ୍ତରୀଣ ରିପୋର୍ଟ ପ୍ରଦାନ

October 17, 2026
Latest News

ଦଶହରାରେ ଏହି ଚାରିଟି ଜିନିଷ ଦେଖିଲେ ବର୍ଷ ସାରା ହୋଇଥାଏ ମଙ୍ଗଳ

October 17, 2026

ଏଫ୍‌ଆଇଏଚ୍ ପ୍ରୋ ଲିଗ୍ ୨୦୨୬-୨୭ କାର୍ଯ୍ୟସୂଚୀ ଘୋଷିତ: ଫେବୃଆରୀରେ ଭାରତର ଘରୋଇ ମ୍ୟାଚ୍‌

October 17, 2026

ଶତ୍ରୁରୁ ମୁକ୍ତି ପାଇବା ପାଇଁ ସପ୍ତମ ଦିନରେ ମା’ କାଳରାତ୍ରୀଙ୍କୁ କରନ୍ତୁ ପୂଜା ଜାଣନ୍ତୁ ପୂଜା ବିଧି

October 17, 2026

୭୦ ବର୍ଷ ପରେ ଆଇଏମ୍‌ଏଫ୍ ଓ ବିଶ୍ୱବ୍ୟାଙ୍କ ବୋର୍ଡର ଅଧ୍ୟକ୍ଷତା କରିବ ପାକିସ୍ତାନ

October 17, 2026

ବାଂଲାଦେଶରେ ଉତ୍ତେଜନା : ଜଗନ୍ନାଥ ମନ୍ଦିର ସାମ୍ନାରେ ଗୋମାଂସ ରାନ୍ଧିଲେ ମୁସଲିମ୍ ଛାତ୍ର

October 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.