ରାଉରକେଲା: ବୁଲେଟ୍ ଲୁଟେରା ଗ୍ୟାଙ୍ଗର କିଙ୍ଗପିନ୍ କୁ ଗିରଫ କରିବାରେ ସଫଳ ହୋଇଛି ରାଉରକେଲା ସେକ୍ଟର-୭ ଥାନା ପୋଲିସ। ତା’ ନିକଟରୁ ୧୨ ଟି ମୋବାଇଲ୍ ଓ ଚୋରି ସୁନାଗହଣା ଜବତ ହୋଇଛି। ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଛି। arrest ଲୁଟେରା
ବିସିସିଆଇ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଲେ ମ୍ୟାଚ୍ ରେଫରି: ସୌରଭ ଗାଙ୍ଗୁଲି ଉପରେ ଉଠିଲା ବଡ ପ୍ରଶ୍ନOctober 28, 2025