କୋରାପୁଟ: ଛତିଶଗଡ ଯାଉଥିବା ଏକ କାରରୁ ପାଖାପାଖି ୮ କୋଟି ଟଙ୍କାର ନକଲି ନୋଟ ଜବତ କରାଯାଇଛି। ସୁଙ୍କି ଆଉଟପୋଷ୍ଟ ନିକଟରୁ ୭ କୋଟି ୯୦ ଲକ୍ଷର ନକଲି ନୋଟ ପଟାଙ୍ଗୀ ପୋଲିସ ଜବତ କରିଛି। ନକଲି ନୋଟ ସହ ୩ ଜଣଙ୍କୁ ପୋଲିସ ଅଟକ ରଖିଛି। ଏନେଇ ସୁନାବେଡା ଏସଡିପିଓ ସୂଚନା ଦେଇଛନ୍ତି। ନକଲି ନୋଟ ଜବତ
ସୋଆ ପ୍ରତିଷ୍ଠାତା ସଭାପତିଙ୍କୁ ସାକ୍ଷାତ କଲେ ପୁରାତନ ଛାତ୍ର ତଥା ବିଶିଷ୍ଟ ଗାୟକ ଅନୁରାଗ କୀର୍ତ୍ତିSeptember 1, 2025