Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ରେଳପଥ ବିଦ୍ୟୁତ୍ ଖୁଂଟରୁ ଖସି ତାର ଚୋର ମୃତ
ଅପରାଧ

ରେଳପଥ ବିଦ୍ୟୁତ୍ ଖୁଂଟରୁ ଖସି ତାର ଚୋର ମୃତ

March 7, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାରିପଦା: ବାଙ୍ଗିରିପୋଷି-ରୁପ୍ସା ରେଳପଥର ବୈଦ୍ୟୁତିକରଣ କାର୍ଯ୍ୟ ପ୍ରାୟ ଶେଷ ହେବା ଉପରେ ପହଁଚି ଯାଇଥିଲା। ଏହି ସମୟରେ ମାର୍ଚ୍ଚ ୬ ଶନିବାର ପ୍ରାତଃ ସମୟରେ ବାରିପଦା ଭଞ୍ଜପୁର ରେଳ ଷ୍ଟେସନ ମଧ୍ୟ ସ୍ଥଳ ବାଘଡ଼ାରୋଡ଼ ଶନି ମନ୍ଦିର ନିକଟରେ ଥିବା ରେଳପଥର ବିଦ୍ୟୁତ୍ ଖୁଂଟରୁ ମୂଲ୍ୟବାନ ତାର ଚୋରୀ କରିବା ନିମନ୍ତେ କେତେକ ଦୁର୍ବୃତ୍ତ ଆସିଥିଲେ।

ଏମାନଙ୍କ ମଧ୍ୟରୁ ଜଣେ ଦୁର୍ବୃତ୍ତ ଖୁଂଟ ଉପରକୁ ଚଢ଼ି ତାରକୁ କାଟି ଦେଇଥିବା ବେଳେ ସେ ଖୁଂଟ ଉପରେ ନିଜର ଭାରସାମ୍ୟ ହରାଇ ତଳକୁ ଖସି ପଡ଼ିଥିଲା ଓ ଖୁଂଟ ମୁଳ କଂକ୍ରିଟ ଢ଼ଳେଇରେ ମୁଣ୍ଡ ବାଡ଼େଇ ହେବାରୁ ଘଟଣାସ୍ଥଳରେ ତାର ମୃତ୍ୟୁ ହୋଇଥିଲା। ଏହା ଦେଖି ଅନ୍ୟ ଦୁର୍ବୁତମାନେ ଭୟଭିତ ହୋଇ ଦୌଡ଼ି ପାଳାଇ ଯାଇଥିଲେ। ଏହି ସମୟରେ ବାଙ୍ଗିରିପୋଷି-ଭୂବନେଶ୍ୱର ସୁପରଫାଷ୍ଟ ଟ୍ରେନ ଆସି ସେଠାରେ ଅଟକି ରହିଥିଲା।

ଖବର ପାଇ ରେଳ ସୁରକ୍ଷା ବଳ ଘଟଣାସ୍ଥଳରେ ପହଁଚି ଶବକୁ ଚିହ୍ନଟ କରିବା ସହିତ ପଂଚନାମା ନିମନ୍ତେ ପଠାଇବା ପରେ ଟ୍ରେନ ତାର ଗନ୍ତବ୍ୟ ପଥରେ ଆଗେଇ ଯାଇଥିଲା। ମୃତ ଯୁବକ ଜଣକ ବାରିପଦା ପୌରପରିଷଦର ମଙ୍ଗଳା ମନ୍ଦିରସାହି ଅଂଚଳର ଚନ୍ଦନ ସରକାର ବୋଲି ଜଣାପଡ଼ିଛି।

BJP Ads
Share. Facebook Twitter LinkedIn Email WhatsApp Copy Link

Related Posts

ରାଇଜିଂ ଷ୍ଟାର ଏସିଆ କପ୍: ଘୋଷଣା ହେଲା ଟିମ୍ ଇଣ୍ଡିଆ ଏ, ଜାଣନ୍ତୁ ଭାରତ-ପାକିସ୍ତାନ ମ୍ୟାଚ୍ ର ତାରିଖ

November 5, 2025

Kartik Purnima: କାର୍ତ୍ତିକ ପୂର୍ଣ୍ଣିମା ଓ ଦେବ ଦୀପାବଳି ପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଜଣାଇଲେ ଶୁଭେଚ୍ଛା

November 5, 2025

ପ୍ରଶାନ୍ତ କିଶୋରଙ୍କୁ ଝଟକା: ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗଦେଲେ ଜନ ସୂରାଜ ପ୍ରାର୍ଥୀ ସଞ୍ଜୟ ସିଂହ

November 5, 2025

ପାରାଦୀପ ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ, ମେଗା ପୋର୍ଟ ଘୋଷଣା

November 5, 2025
BJP Ads
Latest News

ଇସି ବିରୋଧରେ ‘ହାଇଡ୍ରୋଜେନ୍ ବୋମା’ ଫୁଟାଇଲେ ରାହୁଲ ଗାନ୍ଧୀ?: ଉତ୍ତର ଦେଲେ ନିର୍ବାଚନ କମିଶନ

November 5, 2025

ରାଇଜିଂ ଷ୍ଟାର ଏସିଆ କପ୍: ଘୋଷଣା ହେଲା ଟିମ୍ ଇଣ୍ଡିଆ ଏ, ଜାଣନ୍ତୁ ଭାରତ-ପାକିସ୍ତାନ ମ୍ୟାଚ୍ ର ତାରିଖ

November 5, 2025

Kartik Purnima: କାର୍ତ୍ତିକ ପୂର୍ଣ୍ଣିମା ଓ ଦେବ ଦୀପାବଳି ପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଜଣାଇଲେ ଶୁଭେଚ୍ଛା

November 5, 2025

ପ୍ରଶାନ୍ତ କିଶୋରଙ୍କୁ ଝଟକା: ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗଦେଲେ ଜନ ସୂରାଜ ପ୍ରାର୍ଥୀ ସଞ୍ଜୟ ସିଂହ

November 5, 2025

ସୁପ୍ରିମକୋର୍ଟ ପରେ ଆନ୍ତର୍ଜାତୀୟ ବନ୍ୟପ୍ରାଣୀ ବ୍ୟାପାର ସନ୍ଧି ପକ୍ଷରୁ ବନତାରାକୁ ମିଳିଲା କ୍ଲିନ୍ ଚିଟ୍

November 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.