Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ରେଳପଥ ବିଦ୍ୟୁତ୍ ଖୁଂଟରୁ ଖସି ତାର ଚୋର ମୃତ
ଅପରାଧ

ରେଳପଥ ବିଦ୍ୟୁତ୍ ଖୁଂଟରୁ ଖସି ତାର ଚୋର ମୃତ

March 7, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ନିଖୋଜ ଛାତ୍ରର ମୃତଦେହ ଉଦ୍ଧାର
ନିଖୋଜ ଛାତ୍ରର ମୃତଦେହ ଉଦ୍ଧାର

ବାରିପଦା: ବାଙ୍ଗିରିପୋଷି-ରୁପ୍ସା ରେଳପଥର ବୈଦ୍ୟୁତିକରଣ କାର୍ଯ୍ୟ ପ୍ରାୟ ଶେଷ ହେବା ଉପରେ ପହଁଚି ଯାଇଥିଲା। ଏହି ସମୟରେ ମାର୍ଚ୍ଚ ୬ ଶନିବାର ପ୍ରାତଃ ସମୟରେ ବାରିପଦା ଭଞ୍ଜପୁର ରେଳ ଷ୍ଟେସନ ମଧ୍ୟ ସ୍ଥଳ ବାଘଡ଼ାରୋଡ଼ ଶନି ମନ୍ଦିର ନିକଟରେ ଥିବା ରେଳପଥର ବିଦ୍ୟୁତ୍ ଖୁଂଟରୁ ମୂଲ୍ୟବାନ ତାର ଚୋରୀ କରିବା ନିମନ୍ତେ କେତେକ ଦୁର୍ବୃତ୍ତ ଆସିଥିଲେ।

ଏମାନଙ୍କ ମଧ୍ୟରୁ ଜଣେ ଦୁର୍ବୃତ୍ତ ଖୁଂଟ ଉପରକୁ ଚଢ଼ି ତାରକୁ କାଟି ଦେଇଥିବା ବେଳେ ସେ ଖୁଂଟ ଉପରେ ନିଜର ଭାରସାମ୍ୟ ହରାଇ ତଳକୁ ଖସି ପଡ଼ିଥିଲା ଓ ଖୁଂଟ ମୁଳ କଂକ୍ରିଟ ଢ଼ଳେଇରେ ମୁଣ୍ଡ ବାଡ଼େଇ ହେବାରୁ ଘଟଣାସ୍ଥଳରେ ତାର ମୃତ୍ୟୁ ହୋଇଥିଲା। ଏହା ଦେଖି ଅନ୍ୟ ଦୁର୍ବୁତମାନେ ଭୟଭିତ ହୋଇ ଦୌଡ଼ି ପାଳାଇ ଯାଇଥିଲେ। ଏହି ସମୟରେ ବାଙ୍ଗିରିପୋଷି-ଭୂବନେଶ୍ୱର ସୁପରଫାଷ୍ଟ ଟ୍ରେନ ଆସି ସେଠାରେ ଅଟକି ରହିଥିଲା।

ଖବର ପାଇ ରେଳ ସୁରକ୍ଷା ବଳ ଘଟଣାସ୍ଥଳରେ ପହଁଚି ଶବକୁ ଚିହ୍ନଟ କରିବା ସହିତ ପଂଚନାମା ନିମନ୍ତେ ପଠାଇବା ପରେ ଟ୍ରେନ ତାର ଗନ୍ତବ୍ୟ ପଥରେ ଆଗେଇ ଯାଇଥିଲା। ମୃତ ଯୁବକ ଜଣକ ବାରିପଦା ପୌରପରିଷଦର ମଙ୍ଗଳା ମନ୍ଦିରସାହି ଅଂଚଳର ଚନ୍ଦନ ସରକାର ବୋଲି ଜଣାପଡ଼ିଛି।

Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତନ ଆମେରିକୀୟ ଜିମ୍ନାଷ୍ଟିକ୍ସ କୋଚ୍‌ ସିନ୍ ଗାର୍ଡନରଙ୍କୁ ୯୦ ବର୍ଷ ଜେଲ୍‌

October 16, 2026

ଆଇଆଇଟି ବିଏଚୟୁ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତାରେ ସୋଆ ଛାତ୍ରଛାତ୍ରୀଙ୍କ ବାଜିମାତ୍‌

October 16, 2026

ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରଠାରେ ରାଜ୍ୟସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା ୨୦୨୬ ଆୟୋଜିତ

October 16, 2026

ଏସୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିଥିବା ଭାରତୀୟ ଖେଳାଳିଙ୍କ ସହ ମତବିନିମୟ କଲେ ପ୍ରଧାନମନ୍ତ୍ରୀ

October 16, 2026
Latest News

ପୂର୍ବତନ ଆମେରିକୀୟ ଜିମ୍ନାଷ୍ଟିକ୍ସ କୋଚ୍‌ ସିନ୍ ଗାର୍ଡନରଙ୍କୁ ୯୦ ବର୍ଷ ଜେଲ୍‌

October 16, 2026

ଆଇଆଇଟି ବିଏଚୟୁ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତାରେ ସୋଆ ଛାତ୍ରଛାତ୍ରୀଙ୍କ ବାଜିମାତ୍‌

October 16, 2026

ଭାରତ-ଆମେରିକା ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି: ପ୍ରଥମ ପର୍ଯ୍ୟାୟ ଆଲୋଚନା ଶେଷ

October 16, 2026

ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରଠାରେ ରାଜ୍ୟସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା ୨୦୨୬ ଆୟୋଜିତ

October 16, 2026

ଚଳିତ ବର୍ଷ ରାବଣ ସାଙ୍ଗକୁ ଜଳିବ ୩୦ ଫୁଟର ‘କକ୍ରୋଚ୍’

October 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.