Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଷ୍ଟୁଡେଣ୍ଟ ଅଫ୍‌ ଦି ଇଅର-୨’ର ଟ୍ରେଲର୍‌ ରିଲିଜ୍‌ ହେଲା
ଆଜିର ଖବର

ଷ୍ଟୁଡେଣ୍ଟ ଅଫ୍‌ ଦି ଇଅର-୨’ର ଟ୍ରେଲର୍‌ ରିଲିଜ୍‌ ହେଲା

April 12, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ନିର୍ମାତା ନିର୍ଦ୍ଦେଶକ କରନ୍‌ ଜୋହରଙ୍କ ସୁପରହିଟ୍‌ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍‌ ଦ ଇଅର୍‌’ର ସ୍ବିକେଲ୍‌ ‘ଷ୍ଟୁଡେଣ୍ଟ ଅଫ୍‌ ଦ ଇଅର୍‌-୨’ର ଆଜି ଟ୍ରେଲର୍‌ ରିଲିଜ୍‌ ହୋଇଛି । ଏହି ଫିଲ୍ମରେ ଦୁଇ ନବାଗତାଙ୍କ ବଲିଉଡ୍‌ ଏଣ୍ଟ୍ରି କରୁଛନ୍ତି । ଏହି ଫିଲ୍ମ ଜରିଆରେ ଅନନ୍ୟା ପାଣ୍ଡେ ଓ ତାରା ସୁତାରିଆ ବଲିଉଡ ଡେବ୍ୟୁ କରୁଛନ୍ତି । ଟ୍ରେଲର୍‌ରେ ଦୁହେଁ ବହୁତ ଗ୍ଲାମର୍ସ ଲୁକ୍‌ରେ ନଜର ଆସିଛନ୍ତି । ସେହିପରି ଏହି ଫିଲ୍ମର ଅଭିନେତା ଟାଇଗର ଶ୍ରଫ୍‌ ଏହି ଟ୍ରେଲର୍‌ରେ ଏକଦମ୍‌ ସେ ରଫ୍‌ ଟଫ୍‌ ଲୁକ୍‌ରେ ନଜର ଆସିଛନ୍ତି । ଟାଇଗର୍‌ଙ୍କ ଷ୍ଟଣ୍ଟ୍‌ ମଧ୍ୟ ଏହି ଫିଲ୍ମର ଟ୍ରେଲର୍‌ରେ ଦେଖିବାକୁ ମିଳିଥିବାବେଳେ ଦୁଇ ନବାଗତାଙ୍କ ସୌନ୍ଦର୍ଯ୍ୟର ଯାଦୁ ଦେଖାଇଛନ୍ତି । ଟ୍ରେଲର୍‌ରେ ପୂରାପରି କଲେଜ ମସ୍ତି, କମ୍ପିଟିସନ୍‌ ଓ ବନ୍ଧୁତା ପ୍ରେମ, ବୁଦ୍ଧିମତାର ପ୍ରଦର୍ଶନ କରାଯାଇଛି । ଟ୍ରେଲର୍‌ ଆସିବା ପୂର୍ବରୁ ଦୁଇ ଅଭିନେତ୍ରୀଙ୍କର ପୋଷ୍ଟର ରିଲିଜ୍‌ କରାଯାଇଥିଲା । ଏହି ଫିଲ୍ମରେ ତାରାଙ୍କ ନାମ ମିଆ ଓ ଅନ୍ୟନ୍ୟାଙ୍କ ନାମ ଶ୍ରିୟା ରହିଛି । ’ଷ୍ଟୁଡେଣ୍ଟ ଅଫ୍‌ ଦ ଇଅର୍‌‘ ଫିଲ୍ମରେ ବରୁଣ ଧାଓ୍ବନ, ସିଦ୍ଧାର୍ଥ ମାଲହୋତ୍ରା ଓ ଆଲିଆ ଭଟ୍ଟ ପ୍ରମୁଖ ଅଭିନୟ କରି ବଲିଉଡ୍‌ ଏଣ୍ଟ୍ରି କରିଥିଲେ । ତିନିହେଁ ଏବେ ବଲିଉଡ୍‌ରେ ଖୁବ୍‌ ସଫଳ ।

Share. Facebook Twitter LinkedIn Email WhatsApp Copy Link

Related Posts

ଏହି ଦୁଇ ଆଫ୍ରିକୀୟ ଦେଶ ଗସ୍ତରେ ଗଲେ ରାଷ୍ଟ୍ରପତି

November 8, 2025

ବିହାର ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ କେତେ ଆସନ ଜିତିବ ମହାଗଠବନ୍ଧନ?, ବଡ ଦାବି କଲା କଂଗ୍ରେସ

November 8, 2025

ଆଇନଗତ ସହାୟତାକୁ ସୁଦୃଢ଼ ​​କରିବା ପାଇଁ ନୂତନ ତାଲିମ ମଡ୍ୟୁଲ୍ ଆରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦୀ

November 8, 2025

ସାଇବର ଠକେଇର ଶିକାର ହେଲେ ଟିଏମସି ସାଂସଦ: ଏସବିଆଇ ଆକାଉଣ୍ଟରୁ ୫୬ ଲକ୍ଷ ଲୁଟ

November 8, 2025
Latest News

ଏହି ଦୁଇ ଆଫ୍ରିକୀୟ ଦେଶ ଗସ୍ତରେ ଗଲେ ରାଷ୍ଟ୍ରପତି

November 8, 2025

ବିହାର ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ କେତେ ଆସନ ଜିତିବ ମହାଗଠବନ୍ଧନ?, ବଡ ଦାବି କଲା କଂଗ୍ରେସ

November 8, 2025

ଆଇନଗତ ସହାୟତାକୁ ସୁଦୃଢ଼ ​​କରିବା ପାଇଁ ନୂତନ ତାଲିମ ମଡ୍ୟୁଲ୍ ଆରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦୀ

November 8, 2025

ଲାଲକୃଷ୍ଣ ଆଡଭାନୀଙ୍କୁ ୯୮ ବର୍ଷ ପୂରଣ: ୧୯୨୭ ପରଠାରୁ ତାଙ୍କ ଯାତ୍ରା ବିଷୟରେ ଜାଣନ୍ତୁ….

November 8, 2025

ସାଇବର ଠକେଇର ଶିକାର ହେଲେ ଟିଏମସି ସାଂସଦ: ଏସବିଆଇ ଆକାଉଣ୍ଟରୁ ୫୬ ଲକ୍ଷ ଲୁଟ

November 8, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.