Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୋଟରଙ୍କୁ ମାନେକା ଓ ସାକ୍ଷୀ ମହାରାଜଙ୍କ ଧମକ
ଆଜିର ଖବର

ଭୋଟରଙ୍କୁ ମାନେକା ଓ ସାକ୍ଷୀ ମହାରାଜଙ୍କ ଧମକ

April 12, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଉତ୍ତରପ୍ରଦେଶରୁ ଦୁଇ ସାଂସଦ ପ୍ରାର୍ଥୀ ମାନେକା ଗାନ୍ଧୀ ଏବଂ ସାକ୍ଷୀ ମହାରାଜ ଭୋଟରଙ୍କୁ ଧମକପୂର୍ଣ୍ଣ ନିବେଦନ କରିଛନ୍ତି । ମାନେକା ସୁଲତାନପୁର ଲୋକସଭା ଆସନରୁ ନିର୍ବାଚନ ଲଢୁଥିବା ବେଳେ ସାକ୍ଷୀ ମହାରାଜ ଉନ୍ନାଓରୁ ନିର୍ବାଚନ ଲଢୁଛନ୍ତି ।  ସୁଲତାନପୁରଠାରେ ଆୟୋଜିତ ଏକ ର୍ନିବାଚନୀ ସଭାରେ ମେନକା କହିଛନ୍ତି ଯେ ମୁଁ ମୁସଲମାନଙ୍କ ସମର୍ଥନରେ ନିର୍ବାଚନ ଜିତିବାକୁ ଚାହୁଁଛି। ମୋତେ ଭୋଟ ନଦେଲେ ମୁଁ ସେମାନଙ୍କ ସହାୟତା କରିପାରିବି ନାହିଁ। ସୂଚନା ଅନୁସାରେ ବିଜେପି ସଂଖ୍ୟା ଲଘୁ ସେଲ୍‍ ଅଧ୍ୟକ୍ଷ ଅଜହର ହୁସେନଙ୍କ ଗ୍ରାମରେ ଏହି ସଭା ଆୟୋଜିତ ହୋଇଥିଲା। ନିର୍ବାଚନ ତ ମୁଁ ଜିତିଯାଇଛି ମାତ୍ର ଆପଣଙ୍କମ ସହାୟତା ନମିଳିଲେ ଭବିଷ୍ୟତରେ ଆପଣ ମାନଙ୍କ କାମ କରିବା ପାଇଁ ମୋତେ ମଧ୍ୟ କଷ୍ଟ ଲାଗିବ । ସେହିପରି ଅନ୍ୟତମ ବିଜେପି ନେତା ତଥା ଉନ୍ନାଓର ସାଂସଦ ଥିବା ସାକ୍ଷୀ ମହାରାଜ । ସେ କହିଛନ୍ତି ସନ୍ନ୍ୟାସୀ ଆପଣଙ୍କ ଦ୍ବାରକୁ ଆସିଲେ ଆପଣ ଯଦି ଭିକ୍ଷା ନ ଦିଅନ୍ତି ତେବେ ଆପଣଙ୍କର ପୁଣ୍ୟ ସେ ନେଇଯାଏ ଏବଂ ତା ପାପ ଆପଣଙ୍କୁ ଭୋଗିବାକୁ ପଡିଥାଏ । ତେଣୁ ମୁଁ ଆପଣଙ୍କୁ ଆପଣଙ୍କ ଭୋଟ ମାଗିବାକୁ ଚାହୁଁଛି ଯଦ୍ବାରା ଦେଶର ଲୋକମାନଙ୍କ ଉନ୍ନତି ହୋଇପାରିବ ।

BJP Ads
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶାରେ ଜିଓ ୨୪ ଗୁଣ ଅଧିକ ନୂଆ ମୋବାଇଲ୍ ଗ୍ରାହକ ସେପ୍ଟେମ୍ବରରେ ଯୋଡିଛି

November 3, 2025

ବିଜେପିରେ ମିଶିଲେ ବିଜେଡିର ବରିଷ୍ଠ ନେତା ଅମର ପଟ୍ଟନାୟକ, ଥିଲେ ନବୀନଙ୍କ ପାଖ ଲୋକ

November 3, 2025

“ଯେତେ ମାଛ ଧରିଛନ୍ତି, ତା’ଠାରୁ ଆମେ କମ୍ ଭୋଟ ପାଇବେ”: ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କଲେ ବିଜେପି ସାଂସଦ

November 3, 2025

ବ୍ରହ୍ମପୁର ସହରରେ ରକ୍ତଚାପ ସଚେତନ ଓ ସ୍ଵାସ୍ଥ୍ୟ ଶିବିର 

November 3, 2025
BJP Ads
Latest News

ଆଗାମୀ ସିରିଜ କେବେ ଏବଂ କାହା ସହିତ ଖେଳିବ ଟିମ୍ ଇଣ୍ଡିଆ?: ଜାଣନ୍ତୁ ୨୦୨୬ ପର୍ଯ୍ୟନ୍ତ କାର୍ଯ୍ୟସୂଚୀ

November 3, 2025

ଓଡ଼ିଶାରେ ଜିଓ ୨୪ ଗୁଣ ଅଧିକ ନୂଆ ମୋବାଇଲ୍ ଗ୍ରାହକ ସେପ୍ଟେମ୍ବରରେ ଯୋଡିଛି

November 3, 2025

ବିଜେପିରେ ମିଶିଲେ ବିଜେଡିର ବରିଷ୍ଠ ନେତା ଅମର ପଟ୍ଟନାୟକ, ଥିଲେ ନବୀନଙ୍କ ପାଖ ଲୋକ

November 3, 2025

“ଯେତେ ମାଛ ଧରିଛନ୍ତି, ତା’ଠାରୁ ଆମେ କମ୍ ଭୋଟ ପାଇବେ”: ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କଲେ ବିଜେପି ସାଂସଦ

November 3, 2025

ବ୍ରହ୍ମପୁର ସହରରେ ରକ୍ତଚାପ ସଚେତନ ଓ ସ୍ଵାସ୍ଥ୍ୟ ଶିବିର 

November 3, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.