Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ରେଳ ଟ୍ରାକ୍ ରେ ଗାଡି ଚଳାଇବା ମହଙ୍ଗା ପଡିଲା: ଦ୍ରୁତ ଗତିରେ ଆସୁଥିବା ଟ୍ରେନଟି ବାଇକକୁ ଦେଲା ଧକ୍କା
ଅପରାଧ

ରେଳ ଟ୍ରାକ୍ ରେ ଗାଡି ଚଳାଇବା ମହଙ୍ଗା ପଡିଲା: ଦ୍ରୁତ ଗତିରେ ଆସୁଥିବା ଟ୍ରେନଟି ବାଇକକୁ ଦେଲା ଧକ୍କା

September 15, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ବକ୍ସର: ଆଜିକାଲି ଯୁବକମାନେ ବାଇକ୍ ଷ୍ଟଣ୍ଟ୍ କରିବାକୁ ପସନ୍ଦ କରନ୍ତି। ବେଳେବେଳେ ଏଭଳି ଯୁବକମାନେ ସ୍ଥାନୀୟ ଅଞ୍ଚଳରେ କିମ୍ବା ରାଜପଥରେ ଷ୍ଟଣ୍ଟ କରୁଥିବା ଦେଖାଯାଆନ୍ତି। ସୋମବାର ଦିନ ବିହାରର ବକ୍ସରରେ ମଧ୍ୟ ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି। ଦୁଇ ଜଣ ଯୁବକ ଏତେ ତତ୍ପର ଥିଲେ ଯେ, ସେମାନେ ରାସ୍ତାରୁ ବାହାରି ବାଇକ୍ ଯୋଗେ ରେଳ ଟ୍ରାକରେ ଦୌଡିଥିଲେ। ଏହି ସମୟରେ ପଛରୁ ଏକ ଟ୍ରେନ୍ ଆସିଥିଥିଲା। ଯେତେବେଳେ ଉଭୟ ଯୁବକ ଏହା ବିଷୟରେ ଜାଣିଲେ, ସେତେବେଳେ ସେମାନଙ୍କର ହୋଶ୍ ଉଡ଼ିଗଲା। ସୌଭାଗ୍ୟ ବଶତଃ ଉଭୟ ଯୁବକଙ୍କ କିଛି କ୍ଷତି ହୋଇ ନଥିଲା, କିନ୍ତୁ ସେମାନଙ୍କ ବାଇକ୍ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା।

ସୂଚନା ଅନୁଯାୟୀ, ସୋମବାର ସକାଳ ପ୍ରାୟ ୧୦ ଟା ସମୟରେ ରେଳ ଫାଟକ ବନ୍ଦ ରହିଥିଲା। ଗେଟ୍ ବନ୍ଦ ଥିବା ଦେଖି ଦୁଇଜଣ ଯୁବକ ନିକଟରେ ଥିବା ସଂକୀର୍ଣ୍ଣ ରାସ୍ତା ଦେଇ ବାଇକ୍ ଅତିକ୍ରମ କରିବା ପରେ ବାଇକକୁ ଟ୍ରାକରେ ଚଲାଇଥିଲେ। ଟ୍ରାକ ଉପରେ ଷ୍ଟେସନ ଆଡକୁ ଉଭୟ ଯୁବକ ଯାଉଥିବା ବେଳେ ପଛରୁ ଏକ ଟ୍ରେନ ଦ୍ରୁତ ଗତିରେ ଆସିଥିଲା। ଟ୍ରେନ୍ ଦେଖି ଲୋକମାନେ ଚିକ୍ତାର କରିବା ଆରମ୍ଭ କଲେ। ଲୋକଙ୍କ ସ୍ୱର ଶୁଣି ଉଭୟ ଯୁବକ ବାଇକ ଛାଡି ଡେଇଁପଡିଥିଲେ। ଟ୍ରାକରେ ପଡ଼ିଥିବା ବାଇକଟି ଦ୍ରୁତ ଗତିରେ ଆସୁଥିବା ଟ୍ରେନ୍ ଦ୍ୱାରା ଧକ୍କା ହୋଇଥିଲା। ବହୁ ଦୂରପର୍ଯ୍ୟନ୍ତ ବାଇକଟି ଖଣ୍ଡ ବିଖଣ୍ଡିତ ହୋଇ ରେଳ ଟ୍ରାକ୍ ଚାରିପାଖରେ ବିଛାଡି ହୋଇପଡିଥିଲା।

ଏହି ଘଟଣା ପରେ ଘଟଣାସ୍ଥଳରେ ପହଞ୍ଚିଥିବା ରେଳ ପୋଲିସ ନମ୍ବର ପ୍ଲେଟ ଆଧାରରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ହୋଇଛି। ଗାଡି ନମ୍ବରରୁ ମାଲିକଙ୍କ ପରିଚୟ ମିଳିଥିବା ବେଳେ ଦୁଇ ଯୁବକଙ୍କୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇ ନାହିଁ।

ମହଙ୍ଗା ପଡିଲା ରେଳ ଟ୍ରାକ ରେଳ ଟ୍ରାକ୍
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ବାଙ୍ଗାଲୋର ବନାମ ଦିଲ୍ଲୀ: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

April 27, 2026

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା: ସାତ ବିଦ୍ରୋହୀ ଆପ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା

April 27, 2026

ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ CBSE ଦ୍ୱାଦଶ ପରୀକ୍ଷା ଫଳାଫଳ: ଜାଣନ୍ତୁ କିଭଳି କରିବେ ଯାଞ୍ଚ

April 27, 2026

ଦୁର୍ଘଟଣାରେ ମାମୁଁ – ଭଣଜା ମୃତ

April 27, 2026
Latest News

ବାଣପୁର ବାଲୁଗାଁ ରୋଟାରୀ କ୍ଳବ ପକ୍ଷରୁ ଅଟୋ ଆମ୍ବୁଲାନ୍ସ ପ୍ରଦାନ

April 27, 2026

ଆଜି ବାଙ୍ଗାଲୋର ବନାମ ଦିଲ୍ଲୀ: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

April 27, 2026

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା: ସାତ ବିଦ୍ରୋହୀ ଆପ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା

April 27, 2026

ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ CBSE ଦ୍ୱାଦଶ ପରୀକ୍ଷା ଫଳାଫଳ: ଜାଣନ୍ତୁ କିଭଳି କରିବେ ଯାଞ୍ଚ

April 27, 2026

ଦୁର୍ଘଟଣାରେ ମାମୁଁ – ଭଣଜା ମୃତ

April 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.