Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଦାରିଦ୍ର୍ୟ ଜନିତ ସମସ୍ୟା: ନବଜାତ ଶିଶୁପୁତ୍ରକୁ ପ୍ରାୟ ୨ ଲକ୍ଷରେ ବିକ୍ରି କରିଦେଲା ମା’
ଅପରାଧ

ଦାରିଦ୍ର୍ୟ ଜନିତ ସମସ୍ୟା: ନବଜାତ ଶିଶୁପୁତ୍ରକୁ ପ୍ରାୟ ୨ ଲକ୍ଷରେ ବିକ୍ରି କରିଦେଲା ମା’

November 10, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ଦୃଢ଼ ଭବିଷ୍ୟତର ଭିତ୍ତି ହେଉଛି ସୁସ୍ଥ ଜନସଂଖ୍ୟା: ଅର୍ଥନୈତିକ ସର୍ଭେ
ଦୃଢ଼ ଭବିଷ୍ୟତର ଭିତ୍ତି ହେଉଛି ସୁସ୍ଥ ଜନସଂଖ୍ୟା: ଅର୍ଥନୈତିକ ସର୍ଭେ

ଥାନେ: ମହାରାଷ୍ଟ୍ରର ଅହମ୍ମଦନଗର ଜିଲ୍ଲାର ଶିରିଡି ସହରରେ ଦାରିଦ୍ର୍ୟତା ହେତୁ ଜଣେ ମହିଳା ନିଜର ତିନି ଦିନର ଶିଶୁକୁ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି। ମହିଳାଜଣଙ୍କ ମୁମ୍ବାଇର ଜଣେ ବ୍ୟକ୍ତିଙ୍କୁ ୧.୭୮ ଲକ୍ଷ ଟଙ୍କାରେ ବିକ୍ରି କରିଥିବା ଅଭିଯୋଗ ହୋଇଛି। ବୁଧବାର ପୋଲିସ ଏହି ସୂଚନା ଦେଇଛି। ନଭେମ୍ବର ୭ ତାରିଖରେ ଥାନାର ଡୋମ୍ବିଭଲି ସହରର ମନପଡା ପୋଲିସ ଷ୍ଟେସନରେ ଏ ସମ୍ପର୍କରେ ଏଫଆଇଆର ଦାଖଲ କରାଯାଇଛି। ଏହି ମାମଲାରେ ପୋଲିସ ମହିଳାଙ୍କୁ, ପିଲା କିଣିଥିବା ବ୍ୟକ୍ତିଙ୍କୁ ଏବଂ ଅନ୍ୟ ଚାରି ଜଣଙ୍କୁ ଅଟକ ରଖିଛି।

ମନପଡା ପୋଲିସ ଷ୍ଟେସନର ଜଣେ ଅଧିକାରୀ କହିଛନ୍ତି ଯେ, ପରିବାରର ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ମହିଳା ପ୍ରସବ ପରେ ଶିଶୁର ଯତ୍ନ ନେବା ସ୍ଥିତିରେ ନଥିଲେ। ଏହା ପରେ ସେ ପିଲାଟିକୁ ବିକ୍ରୟ କରିବା ପାଇଁ ଗ୍ରାହକ ଖୋଜିବା ଆରମ୍ଭ କରିଥିଲେ। ସମ୍ପୃକ୍ତ ମହିଳାଙ୍କୁ ଏହି କାର୍ଯ୍ୟରେ ତିନିଜଣ ମହିଳା ସାହାଯ୍ୟ କରିଥିଲେ। ତା’ପରେ ସେମାନେ ଶିଶୁଟିକୁ ମୁଲୁଣ୍ଡରେ ରହୁଥିବା ବ୍ୟକ୍ତିଙ୍କ ନିକଟରେ ବିକ୍ରୟ କରିବାକୁ ଚୁକ୍ତି କରିଥିଲେ। ଅନ୍ୟ ଅଭିଯୁକ୍ତଙ୍କ ସହାୟତାରେ ଶିଶୁର ମା’ କୌଣସି ଆଇନଗତ ଔପଚାରିକତା ବିନା ପିଲାଟିକୁ ୧.୭୮ ଲକ୍ଷ ଟଙ୍କାରେ ବିକ୍ରି କରିଦେଇଥିଲେ।

ଅହମ୍ମଦନଗର ଦାରିଦ୍ର୍ୟତା ନବଜାତ ଶିଶୁପୁତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ଦଶମ ଥର ପାଇଁ ଫାଇନାଲରେ ପହଞ୍ଚିଲା ଟିମ୍ ଇଣ୍ଡିଆ: ସେମିଫାଇନାଲରେ ବାଂଲାଦେଶ ପରାସ୍ତ

September 11, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କଲେ ପ୍ରିନ୍ସ ରହିମ୍ ଆଗା ଖାନ୍ ପଞ୍ଚମ

September 11, 2026

ସେପ୍ଟେମ୍ବର ୧୧ ରାଶିଫଳ: ଆଜି ତିନୋଟି ରାଶି ପାଇଁ ଆର୍ଥିକ ଲାଭ ସମ୍ଭାବନା

September 11, 2026

କୀଟନାଶକ ପିଇ ପ୍ରେମିକା ମୃତ

September 11, 2026
Latest News

ଦଶମ ଥର ପାଇଁ ଫାଇନାଲରେ ପହଞ୍ଚିଲା ଟିମ୍ ଇଣ୍ଡିଆ: ସେମିଫାଇନାଲରେ ବାଂଲାଦେଶ ପରାସ୍ତ

September 11, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କଲେ ପ୍ରିନ୍ସ ରହିମ୍ ଆଗା ଖାନ୍ ପଞ୍ଚମ

September 11, 2026

ସେପ୍ଟେମ୍ବର ୧୧ ରାଶିଫଳ: ଆଜି ତିନୋଟି ରାଶି ପାଇଁ ଆର୍ଥିକ ଲାଭ ସମ୍ଭାବନା

September 11, 2026

କୀଟନାଶକ ପିଇ ପ୍ରେମିକା ମୃତ

September 11, 2026

ଓଡ଼ିଶାରେ ସ୍ଥାପନ ହେବ ଆଧୁନିକ ଚାଉଳ ଓ ମାଣ୍ଡିଆ ପ୍ରକ୍ରିୟାକରଣ କାରଖାନା

September 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.