Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପଞ୍ଚାୟତ ନିର୍ବାଚନ ଲାଗି ନୂଆ କରୋନା ଗାଇଡଲାଇନ ଜାରି କଲେ ଏସଆରସି
ବିଶେଷ ଖବର

ପଞ୍ଚାୟତ ନିର୍ବାଚନ ଲାଗି ନୂଆ କରୋନା ଗାଇଡଲାଇନ ଜାରି କଲେ ଏସଆରସି

January 12, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ଲାଗି କରୋନା ଗାଇଡଲାଇନ ଜାରି କରାଯାଇଛି। ସ୍ଵତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଏହାକୁ ନେଇ ସ୍ଵତନ୍ତ୍ର ଗାଇଡଲାଇନ ଜାରି କରିଛନ୍ତି।

ଗାଇଡଲାଇନ ଅନୁଯାୟୀ, ପ୍ରଚାରରେ ସାମାଜିକ ଗଣମାଧ୍ୟମ ଉପରେ ଅଧିକ ଗୁରୁତ୍ଵ ଦେବା ପାଇଁ ପରାମର୍ଶ ଦିଆଯାଇଛି। ଘରକୁ ଘର ପ୍ରଚାର ପାଇଁ ସର୍ବାଧିକ ୫ ଜଣଙ୍କୁ ଅନୁମତି ମିଳିଛି। କୋଭିଡ ପଜିଟିଭ ହୋଇଥିଲେ ପ୍ରଚାର ପାଇଁ ଅନୁମତି ନାହିଁ। ସାମାଜିକ ଗଣମାଧ୍ୟମରେ ଆକ୍ରାନ୍ତ ହୋଇଥିବା ପ୍ରାର୍ଥୀ ପ୍ରଚାର କରିପାରିବେ। ଶୋଭାଯାତ୍ରା, ବାଇକ ରାଲି, ସାଇକେଲ ରାଲି ଆଦିକୁ ସଂପୂର୍ଣ୍ଣ ବାରଣ କରାଯାଇଛି।

କୌଣସି ବଡ ସମାବେଶକୁ ବାରଣ କରାଯାଇଛି। କରୋନା କଟକଣା ଭିତରେ ପ୍ରଚାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ଏସବୁ ପାଇଁ ସ୍ଥାନୀୟ ପ୍ରଶାସନର ଅନୁମତି ମିଳିବା ଆବଶ୍ୟକ। ସେହିଭଳି ନାମାଙ୍କନ ସମୟରେ ପ୍ରାର୍ଥୀ ଏବଂ ଜଣେ ପ୍ରସ୍ତାବକଙ୍କୁ ଅନୁମତି ମିଳିବ। ଭୋଟ ଗଣତି ସମୟରେ କେନ୍ଦ୍ର ସମ୍ମୁଖରେ ଗହଳି କରାଯାଇପାରିବ ନାହିଁ। କୌଣସି ବିଜୟ ଶୋଭାଯାତ୍ରା ମଧ୍ୟ ହୋଇପାରିବ ନାହିଁ।

ଏସଆରସି କରୋନା ଗାଇଡଲାଇନ ପଞ୍ଚାୟତ ନିର୍ବାଚନ ପ୍ରଦୀପ ଜେନା
Share. Facebook Twitter LinkedIn Email WhatsApp Copy Link

Related Posts

“ମୁଁ ସମସ୍ତ ପ୍ରଶ୍ନର ଉତ୍ତର ଦେବି”: ବିରୋଧୀଙ୍କ ହଟ୍ଟଗୋଳ ଉପରେ ଅମିତ ଶାହଙ୍କ ପ୍ରଥମ ପ୍ରତିକ୍ରିୟା

August 12, 2026

ଛଅ ବର୍ଷ ପରେ ପୁଣି ଥରେ LAC ରେ ଉତ୍ତେଜନା: ମୁହାଁମୁହିଁ ହେଲେ ଭାରତ ଏବଂ ଚୀନ୍ ସୈନିକ 

August 12, 2026

ଅର୍ଥ ବିଭାଗର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ: ପୁଞ୍ଜିବ୍ୟୟ ଆହୁରି ବୃଦ୍ଧି କରିବାକୁ ଦେଲେ ପରାମର୍ଶ

August 11, 2026

ଆସନ୍ତାକାଲି ଲୋକସଭାରେ ଛାତ୍ରଙ୍କ ସମ୍ପର୍କରେ ଉତ୍ତର ରଖିବେ ଅମିତ ଶାହ!

August 11, 2026
Latest News

“ମୁଁ ସମସ୍ତ ପ୍ରଶ୍ନର ଉତ୍ତର ଦେବି”: ବିରୋଧୀଙ୍କ ହଟ୍ଟଗୋଳ ଉପରେ ଅମିତ ଶାହଙ୍କ ପ୍ରଥମ ପ୍ରତିକ୍ରିୟା

August 12, 2026

ତାମିଲନାଡୁରେ ସୀମା ନିର୍ଦ୍ଧାରଣ ବିରୋଧରେ ପ୍ରସ୍ତାବ?: ମୁଖ୍ୟମନ୍ତ୍ରୀ ବିଜୟ କହିଲେ…

August 12, 2026

ମହଙ୍ଗା ହେଲା ସୁନା ଏବଂ ରୂପା: ଜାଣନ୍ତୁ ଆଜିର ମୂଲ୍ୟ

August 12, 2026

ଟାଟା ସନ୍ସର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଏନ୍ ଚନ୍ଦ୍ରଶେଖରନ୍

August 12, 2026

ରାଞ୍ଚି ଛାତ୍ର ଆନ୍ଦୋଳନ: ବନ୍ଦ ହେଲା ବିଦ୍ୟୁତ୍ ଯୋଗାଣ, ପ୍ରତିବାଦକାରୀଙ୍କୁ ହଟାଇବା ପାଇଁ ପ୍ରୟାସ

August 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.