Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ମାନସ ହତ୍ୟା ଘଟଣାରେ ପୂର୍ବତନ ସୂଚନା ଓ ଲୋକସଂପର୍କ ନିର୍ଦ୍ଦେଶକ ନିରଂଜନ ସେଠୀ ଗିରଫ
ଅପରାଧ

ମାନସ ହତ୍ୟା ଘଟଣାରେ ପୂର୍ବତନ ସୂଚନା ଓ ଲୋକସଂପର୍କ ନିର୍ଦ୍ଦେଶକ ନିରଂଜନ ସେଠୀ ଗିରଫ

March 21, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ମାନସ ହତ୍ୟା ଘଟଣାରେ ଆଇ ଆଣ୍ଡ ପିଆର ପୂର୍ବତନ ନିର୍ଦ୍ଦେଶକ ନିରଂଜନ ସେଠୀ ଗିରଫ

ଭୁବନେଶ୍ବର: କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟାକାଣ୍ଡର ଗୁମର ଧିରେଧିରେ ଖୋଲିବାରେ ଲାଗିଛି। ଆଜି ଭଦ୍ରକ ପୋଲିସ ରାଜ୍ୟ ସରକାରଙ୍କ ପୂର୍ବତନ ସୂଚନା ଓ ଲୋକ ସଂପର୍କ ନିର୍ଦ୍ଦେଶକ ନିରଂଜନ ସେଠୀ ଗିରଫ ହୋଇଛନ୍ତି। ଏଥିସହିତ ରାଜ କମ୍ୟୁନିକେସନର ମାଲିକ ରଂଜନ ନାୟକ ମଧ୍ୟ ଗିରଫ ହୋଇଛନ୍ତି। ଏ ନେଇ ଭଦ୍ରକ ଅତିରିକ୍ତ ଏସପି ଯତୀନ ପଣ୍ଡା ସ୍ପଷ୍ଟ କରିଛନ୍ତି।

ପୋଲିସ ଅନୁସାରେ ନିରଂଜନ ସେଠୀ, ମାନସଙ୍କୁ ବାରମ୍ବାର ସେହି ଚିପ୍ ଫେରା ବୋଲି ଫୋନ କରିଥିଲେ। ଏପରକି ସେ ଧମକ ଚମକ ମଧ୍ୟ ଦେଇଥିଲେ। ଶେଷ ମାନସର ହତ୍ୟାକାଣ୍ଡରେ ସେ ସଂପୃକ୍ତ ବୋଲି ପୋଲିସ କହିଛି। ହେଲେ ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ତଥା ଏକ ୱେବ ପୋର୍ଟାଲ ମାଲିକାଣୀ ଶର୍ମିଷ୍ଠା ରାଉତ ଫେରାର ଅଛନ୍ତି।

ନିରଂଜନ ସେଠୀ ନିରଞ୍ଜନ ସେଠୀ ମାନସ ସ୍ବାଇଁ ଶର୍ମିଷ୍ଠା ରାଉତ
Share. Facebook Twitter LinkedIn Email WhatsApp Copy Link

Related Posts

ଆସନ୍ତାକାଲି ରାଉରକେଲା–ଭୁବନେଶ୍ୱର–ରାଉରକେଲା ଇଣ୍ଟରସିଟି ଏକ୍ସପ୍ରେସ ବାତିଲ

August 17, 2026

ଗୋଦାବରୀଶ ମହାବିଦ୍ୟାଳୟରେ ଭୋଟର ସଚେତନତା କାର୍ଯ୍ୟକ୍ରମ

August 17, 2026

ଋଷ ସହିତ ଉତ୍ତେଜନା ମଧ୍ୟରେ ଭାରତ ଗସ୍ତରେ ଆସିବେ ଜାପାନ ପ୍ରତିରକ୍ଷା ମନ୍ତ୍ରୀ: ଜାଣନ୍ତୁ କାରଣ

August 17, 2026

ବର୍ଷା ରୁତୁ ରୋଗ ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

August 17, 2026
Latest News

ଆସନ୍ତାକାଲି ରାଉରକେଲା–ଭୁବନେଶ୍ୱର–ରାଉରକେଲା ଇଣ୍ଟରସିଟି ଏକ୍ସପ୍ରେସ ବାତିଲ

August 17, 2026

ଗୋଦାବରୀଶ ମହାବିଦ୍ୟାଳୟରେ ଭୋଟର ସଚେତନତା କାର୍ଯ୍ୟକ୍ରମ

August 17, 2026

ଋଷ ସହିତ ଉତ୍ତେଜନା ମଧ୍ୟରେ ଭାରତ ଗସ୍ତରେ ଆସିବେ ଜାପାନ ପ୍ରତିରକ୍ଷା ମନ୍ତ୍ରୀ: ଜାଣନ୍ତୁ କାରଣ

August 17, 2026

କେନ୍ଦ୍ରୀୟ ରାଜନୀତିକୁ ଆସିବେ ଫଡନାଭିସ୍?: ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ପରେ ସ୍ପଷ୍ଟ ହେଲା ଚିତ୍ର

August 17, 2026

ଭୁବନେଶ୍ୱରରେ ଅନୁଷ୍ଠିତ ହେବ ଐତିହାସିକ ‘ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର ସିଲଭର୍’ ମିଟ୍

August 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.