Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଅନାସ୍ତା ପ୍ରସ୍ତାବ ଖାରଜ ହେବା ପରେ ଇମ୍ରାନ ଖାନଙ୍କ ପ୍ରତିକ୍ରିୟା, କହିଲେ ଦେଶଦ୍ରୋହୀଙ୍କ ଷଡଯନ୍ତ୍ର ହେଲା ବିଫଳ
ଅନ୍ତରାଷ୍ଟ୍ରୀୟ

ଅନାସ୍ତା ପ୍ରସ୍ତାବ ଖାରଜ ହେବା ପରେ ଇମ୍ରାନ ଖାନଙ୍କ ପ୍ରତିକ୍ରିୟା, କହିଲେ ଦେଶଦ୍ରୋହୀଙ୍କ ଷଡଯନ୍ତ୍ର ହେଲା ବିଫଳ

April 3, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆଜି ପାକିସ୍ତାନ ସଂସଦରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସମସ୍ତଙ୍କୁ ଚକିତ କରିଛନ୍ତ। ଅନାସ୍ଥା ପ୍ରସ୍ତାବକୁ ପାକିସ୍ତାନ ସଂସଦର ବାଚସ୍ପତି ଖାରଜ କରିଦେଇଛନ୍ତି। ଏହିପରି ଭାବରେ ଇମ୍ରାନ ଖାନ ତାଙ୍କ ଆସନକୁ ବଞ୍ଚାଇବାରେ ସଫଳ ହୋଇଛନ୍ତି। ତେଣୁ ବର୍ତ୍ତମାନ ବିରୋଧୀ ସୁପ୍ରିମକୋର୍ଟ ଯିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ସେପର୍ଯ୍ୟନ୍ତ ଇମ୍ରାନ ଖାନ ପ୍ରଧାନମନ୍ତ୍ରୀ ରହିବେ।

ଅନାସ୍ଥା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବା ପରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଦେଶକୁ ସମ୍ବୋଧିତ କରିବାବେଳେ କହିଛନ୍ତି ଯେ, ‘ବିଶ୍ୱାସଘାତକତା କରିବାକୁ ଚେଷ୍ଟା କରାଯାଇଥିଲା। ସରକାରଙ୍କଠାରୁ ପ୍ରତିଶୋଧ ନେବା ପାଇଁ ବିଦେଶରୁ ଷଡ଼ଯନ୍ତ୍ର କରାଯାଉଥିଲା। ଏଭଳି ଷଡଯନ୍ତ୍ରକୁ ସଫଳ ହେବାକୁ ଆମେ ସୁଯୋଗ ଦେବୁ ନାହିଁ। ଏହା ସହ ଇମ୍ରାନ କହିଛନ୍ତି ଯେ, ‘ମୁଁ ବିଧାନସଭାଗୁଡ଼ିକୁ ଭଙ୍ଗ କରିବାକୁ ରାଷ୍ଟ୍ରପତିଙ୍କୁ ପରାମର୍ଶ ଦେଇଛି। ନିର୍ବାଚନ ହେଉ ଏବଂ ଲୋକମାନେ ସ୍ଥିର କରନ୍ତୁ ଯେ, ସେମାନେ କାହାକୁ ଚାହାଁନ୍ତି। ବାହାରୁ କୌଣସି ଷଡଯନ୍ତ୍ର ଏବଂ ଏହିପରି ଦୁର୍ନୀତିଗ୍ରସ୍ତ ଲୋକ ଏହି ଦେଶର ଭାଗ୍ୟ ସ୍ଥିର କରିପାରିବେ ନାହିଁ।

ଅବିଶ୍ୱାସ ପ୍ରସ୍ତାବ ପାକିସ୍ତାନ ସଂସଦ
Share. Facebook Twitter LinkedIn Email WhatsApp Copy Link

Related Posts

ଜିଓ ସାୱନ ପକ୍ଷରୁ ‘ମ୍ୟୁଜିକ୍ ପ୍ରୋଫାଇଲ୍‌’ ଶୁଭାରମ୍ଭ

June 25, 2026

୩ଟି ଫର୍ମାଟରେ ନମ୍ବର-୧ ଅଲରାଉଣ୍ଡର କିଏ?: ଦେଖନ୍ତୁ ICC ରାଙ୍କିଙ୍ଗ

June 25, 2026

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଉଠାଇଲେ ସମସ୍ତ ଏଲପିଜି କଟକଣା

June 25, 2026

ନେତ୍ର AEW&C କୁ ମିଳିଲା FOC: ଆହୁରି ସୁଦୃଢ ହେବ ଭାରତୀୟ ବାୟୁସେନା

June 25, 2026
Latest News

ଜିଓ ସାୱନ ପକ୍ଷରୁ ‘ମ୍ୟୁଜିକ୍ ପ୍ରୋଫାଇଲ୍‌’ ଶୁଭାରମ୍ଭ

June 25, 2026

୩ଟି ଫର୍ମାଟରେ ନମ୍ବର-୧ ଅଲରାଉଣ୍ଡର କିଏ?: ଦେଖନ୍ତୁ ICC ରାଙ୍କିଙ୍ଗ

June 25, 2026

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଉଠାଇଲେ ସମସ୍ତ ଏଲପିଜି କଟକଣା

June 25, 2026

ନେତ୍ର AEW&C କୁ ମିଳିଲା FOC: ଆହୁରି ସୁଦୃଢ ହେବ ଭାରତୀୟ ବାୟୁସେନା

June 25, 2026

ଭାରତ ପାଇଁ ଖୁସି ଖବର: ହରମୁଜ୍ ପ୍ରଣାଳୀ ପାର ହେଲା ୩୦ଟି ଜାହାଜ

June 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.