Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ବାତିଲ୍ ହେବ ଏହି ସବୁ ଟ୍ରେନ
ଆଜିର ଖବର

ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ବାତିଲ୍ ହେବ ଏହି ସବୁ ଟ୍ରେନ

September 6, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link
ପୂର୍ବତଟ ରେଳପଥର ବଡ ଘୋଷଣା: ନିୟମିତ ଟ୍ରେନ୍‌ରେ ଅତିରିକ୍ତ କୋଚ୍ ସଂଯୋଗ ଏବଂ ସ୍ୱତନ୍ତ୍ର ଟ୍ରେନ୍ ବ୍ୟବସ୍ଥା
ପୂର୍ବତଟ ରେଳପଥର ବଡ ଘୋଷଣା: ନିୟମିତ ଟ୍ରେନ୍‌ରେ ଅତିରିକ୍ତ କୋଚ୍ ସଂଯୋଗ ଏବଂ ସ୍ୱତନ୍ତ୍ର ଟ୍ରେନ୍ ବ୍ୟବସ୍ଥା

ଭୁବନେଶ୍ବର: ଲାଖୋଲି-ରାୟପୁର ଆର.ଭି ବ୍ଲକ ହଟ ମଧ୍ୟରେ ଦୋହରୀକରଣ କାର୍ଯ୍ୟକ୍ଷମ, ନୂତନ ରାୟପୁର ଷ୍ଟେସନର କାର୍ଯ୍ୟକ୍ଷମ ଏବଂ ମନ୍ଦିର ହସାଉଦ-ରାୟପୁର ଆର.ଭି ବ୍ଲକ ହଟର ପୁନଃନିର୍ମାଣ କାର୍ଯ୍ୟ ପାଇଁ ଟ୍ରେନ ସେବା ସାମୟିକ ପ୍ରଭାବିତ ହେବ।

ଟ୍ରେନର ବାତିଲ୍:

22973/22974 ଗାନ୍ଧୀଧାମ-ପୁରୀ-ଗାନ୍ଧୀଧାମ ଏକ୍ସପ୍ରେସ ଗାନ୍ଧୀଧାମରୁ 07.09.2022 ରେ ଏବଂ ପୁରୀରୁ 10.09.2022।

18518/18517 ବିଶାଖାପାଟନମ-କୋରବା -ବିଶାଖାପାଟନମ ଏକ୍ସପ୍ରେସ ବିଶାଖାପାଟନମରୁ 11.09.2022 ରେ ଏବଂ କୋରବା ଠାରୁ 12.09.2022।

08275/08276 ରାୟପୁର-ଜୁନାଗଡ ରୋଡ୍-ରାୟପୁର ପାସେଞ୍ଜର ସ୍ପେଶାଲ ରାୟପୁରରୁ 06.09.22 ରୁ 16.09.2022 ପର୍ଯ୍ୟନ୍ତ ଏବଂ ଜୁନାଗଡ ରୋଡରୁ 07.09.2022 ରୁ 17.09.2022 ପର୍ଯ୍ୟନ୍ତ।

18530/18529 ବିଶାଖାପାଟନମ୍- ଦୁର୍ଗ-ବିଶାଖାପାଟନମ୍ ଏକ୍ସପ୍ରେସ ବିଶାଖାପାଟନମ୍ରୁ 06.09.22 ଠାରୁ 12.09.2022 ପର୍ଯ୍ୟନ୍ତ ଏବଂ ଦୁର୍ଗରୁ 07.09.2022 ଠାରୁ 13.09.2022 ପର୍ଯ୍ୟନ୍ତ।

08277/08278 ଟିଟିଲାଗଡ-ରାୟପୁର-ଟିଟିଲାଗଡ ପାସେଞ୍ଜର ସ୍ପେଶାଲ ଟିଟିଲାଗଡରୁ 06.09.22 ଠାରୁ 12.09.2022 ପର୍ଯ୍ୟନ୍ତ ଏବଂ ରାୟପୁରରୁ 07.09.2022 ଠାରୁ 13.09.2022 ପର୍ଯ୍ୟନ୍ତ।

ଟ୍ରେନର ଆଂଶିକ ବାତିଲ୍:

18425/18426 ପୁରୀ-ଦୁର୍ଗ-ପୁରୀ ଏକ୍ସପ୍ରେସ ପୁରୀରୁ 06.09.2022 ଠାରୁ 15.09.2022 ପର୍ଯ୍ୟନ୍ତ ଏବଂ ଦୁର୍ଗରୁ 07.09.2022 ଠାରୁ 16.09.2022 ପର୍ଯ୍ୟନ୍ତ ପୁରୀ ଏବଂ ମହାସମୁନ୍ଦ ମଧ୍ୟରେ ଚଳାଚଳ କରିବ ଓ ଏହି ଟ୍ରେନ ମହାସମୁନ୍ଦ ଏବଂ ଦୁର୍ଗ ମଧ୍ୟରେ ପର୍ଯ୍ୟନ୍ତ ଉଭୟ ଦିଗରୁ ବାତିଲ ରହିବ।

08528/08527 ବିଶାଖାପାଟନମ୍-ରାୟପୁର-ବିଶାଖାପାଟନମ୍ ପାସେଞ୍ଜର ସ୍ପେଶାଲ ବିଶାଖାପାଟନମ୍ରୁ 06.09.2022 ଠାରୁ 12.09.2022 ପର୍ଯ୍ୟନ୍ତ ଏବଂ ରାୟପୁରରୁ 07.09.2022 ଠାରୁ 13.09.2022 ପର୍ଯ୍ୟନ୍ତ ବିଶାଖାପାଟନମ୍ ଏବଂ ମହାସମୁନ୍ଦ ମଧ୍ୟରେ ଚଳାଚଳ କରିବ ଓ ଏହି ଟ୍ରେନ ମହାସମୁନ୍ଦ ଏବଂ ରାୟପୁର ମଧ୍ୟରେ ଉଭୟ ଦିଗରୁ ବାତିଲ ରହିବ।

ପରିବର୍ତ୍ତିତ ମାର୍ଗରେ ଟ୍ରେନର ଚଳାଚଳ:

17482/17481 ତିରୁପତି-ବିଳାସପୁର-ତିରୁପତି ଏକ୍ସପ୍ରେସ ତିରୁପତିରୁ 08.09.2022 ଓ 11.09.2022 ରେ ଏବଂ ବିଳାସପୁରରୁ 10.09.2022 ଓ 13.09.2022 ରେ ଉଭୟ ଦିଗରୁ ଟିଟିଲାଗଡ-ରାୟପୁର-ବିଳାସପୁର ପରିବର୍ତ୍ତେ ଟିଟିଲାଗଡ-ସମ୍ବଲପୁର-ଝାରସୁଗୁଡା ରୋଡ ମାର୍ଗରେ ଚଳାଚଳ କରିବ।

12843/12844 ପୁରୀ-ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସ ପୁରୀରୁ 06.09.2022, 08.09.2022, 09.09.2022, 10.09.2022, 13.09.2022 ଓ 15.09.2022 ଏବଂ ଅହମ୍ମଦାବାଦରୁ 08.09.2022, 10.09.2022, 11.09 .2022, 12.09.2022 ଓ 15.09.2022 ଉଭୟ ଦିଗରୁ ଟିଟିଲାଗଡ-ରାୟପୁର ପରିବର୍ତ୍ତେ ରାୟପୁର-ବିଳାସପୁର-ଝାରସୁଗୁଡା ରୋଡ-ସମ୍ବଲପୁର-ଟିଟିଲାଗଡ ମାର୍ଗରେ ଚଳାଚଳ କରିବ।

20861/20862 ପୁରୀ-ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସ ପୁରୀରୁ 07.09.2022 ଓ 14.09.2022 ରେ ଏବଂ ଅହମ୍ମଦାବାଦରୁ 09.09.2022 ରେ ଉଭୟ ଦିଗରୁ ଟିଟିଲାଗଡ-ରାୟପୁର ପରିବର୍ତ୍ତେ ରାୟପୁର-ବିଳାସପୁର-ଝାରସୁଗୁଡା ରୋଡ-ସମ୍ବଲପୁର ମାର୍ଗରେ ଚଳାଚଳ କରିବ।

22827 ପୁରୀ-ସୁରଟ ଏକ୍ସପ୍ରେସ ପୁରୀରୁ 11.09.2022 ରେ ସମ୍ବଲପୁର-ଟିଟିଲାଗଡ-ରାୟପୁର ପରିବର୍ତ୍ତେ ସମ୍ବଲପୁର-ଝାରସୁଗୁଡା ରୋଡ-ବିଳାସପୁର-ରାୟପୁର ମାର୍ଗରେ ଚଳାଚଳ କରିବ।

ଟ୍ରେନର ସମୟ ପରିବର୍ତ୍ତନ:

18518 ବିଶାଖାପାଟନମ୍-କୋରବା ଏକ୍ସପ୍ରେସ୍ ବିଶାଖାପାଟନମ୍ ରୁ 12.09.2022 ରେ ରାତ୍ରି 9 ଘ 5 ମି ପରିବର୍ତ୍ତେ ମଧ୍ୟରାତ୍ରି 2 ଘ 5 ମି ରେ ଛାଡିବ।

12807 ବିଶାଖାପାଟନମ୍-ନିଜାମୁଦ୍ଦିନ ସମତା ଏକ୍ସପ୍ରେସ ବିଶାଖାପାଟନମ୍ ଠାରୁ 08.09.2022 ଏବଂ 15.09.2022 ରେ ସକାଳ 9 ଘ 20 ମି ପରିବର୍ତ୍ତେ ଅପରାହ୍ନ 12 ଘ 20 ମି ରେ ଛାଡିବ।

12808 ନିଜାମୁଦ୍ଦିନ-ବିଶାଖାପାଟନମ୍ ସମତା ଏକ୍ସପ୍ରେସ ନିଜାମୁଦ୍ଦିନରୁ 12.09.2022 ରେ ସକାଳ 7 ଘଟିକା ପରିବର୍ତ୍ତେ ଅପରାହ୍ନ 12 ଘଟିକାରେ ଛାଡିବ।

20857 ପୁରୀ-ସାଇନଗର ଶିରଡି ଏକ୍ସପ୍ରେସ ପୁରୀରୁ 09.09.2022 ରେ ରାତ୍ରି 11 ଘ 5 ମି ପରିବର୍ତ୍ତେ 10.09.2022 ରେ ଭୋର 04 ଘ 5ମି ଛାଡିବ।

17482 ତିରୁପତି-ବିଳାସପୁର ଏକ୍ସପ୍ରେସ ତିରୁପତିରୁ 15.09.2022ରେ ସକାଳ 10 ଘ 50 ମି ପରିବର୍ତ୍ତେ ଅପରାହ୍ନ ୨ଘ ୫୦ମି ରେ ଛାଡିବ।

12146 ପୁରୀ- ଲୋକମଣ୍ୟତିଲକ ଏକ୍ସପ୍ରେସ ପୁରୀରୁ 06.09.2022 ଏବଂ 13.09.2022 ରେ ରାତ୍ରି 9 ଘ 45 ମି ପରିବର୍ତ୍ତେ ମଧ୍ୟରାତ୍ରି 2 ଘ 45 ମି ରେ ଛାଡିବ।

20823 ପୁରୀ-ଅଜମେର ଏକ୍ସପ୍ରେସ୍ ପୁରୀରୁ 08.09.2022 , 12.09.2022 ଓ 15.09.2022 ରେ ରାତ୍ରି 11 ଘ 5 ମି ପରିବର୍ତ୍ତେ ତାପରଦିନ ଅର୍ଥାତ 09.09.2022, 13.09.2022 ଓ 16.09.2022 ରେ ଭୋର 4 ଘ 05 ମି ରେ ଛାଡିବ।

18573 ବିଶାଖାପାଟନମ୍-ଭଗତ-କି-କୋଠି ଏକ୍ସପ୍ରେସ ବିଶାଖାପାଟନମରୁ 08.09.2022 ଏବଂ 15.09.2022 ସକାଳ 5 ଘ 25 ମି ପରିବର୍ତ୍ତେ 10 ଘ 25 ମି ରେ ଛାଡିବ।

12994 ପୁରୀ-ଗାନ୍ଧୀଦମ୍ ଏକ୍ସପ୍ରେସ୍ ପୁରୀରୁ 12.09.2022 ରେ ରାତ୍ରି 8 ଘଟିକା ପରିବର୍ତ୍ତେ ମଧ୍ୟରାତ୍ରି 01 ଘଟିକାରେ ଛାଡିବ।

ମହାସମୁନ୍ଦ ଏବଂ ରାୟପୁର ମଧ୍ୟରେ ଅସ୍ଥାୟୀ ଭାବରେ ଦୁଇ ଯୋଡ଼ା ଏକ୍ସପ୍ରେସ ଟ୍ରେନ ପାସେଞ୍ଜର ଭାବରେ ଚଳାଚଳ କରିବ :

18518/18517 ବିଶାଖାପାଟନମ୍-କୋରବା-ବିଶାଖାପାଟନମ୍ ଏକ୍ସପ୍ରେସ ବିଶାଖାପାଟନମ୍ରୁ 06.09.2022 ଠାରୁ 12.09.2022 (11.09.2022 ବ୍ୟତୀତ) ପର୍ଯ୍ୟନ୍ତ ଏବଂ କୋରବା ଠାରୁ 07.09.2022 ରୁ 13.09.2022 (12.09.2022 ବ୍ୟତୀତ) ପର୍ଯ୍ୟନ୍ତ।

12808/12807 ନିଜାମୁଦ୍ଦିନ-ବିଶାଖାପାଟନମ୍-ନିଜାମୁଦ୍ଦିନ ସମତା ଏକ୍ସପ୍ରେସ ନିଜାମୁଦ୍ଦିନରୁ 06.09.2022 ଠାରୁ 12.09.2022 (07.09.2022 ଓ 11.09.2022 ବ୍ୟତୀତ) ପର୍ଯ୍ୟନ୍ତ ଏବଂ ବିଶାଖାପାଟନମ୍ରୁ 07.09.2022 ଠାରୁ 13.09.2022 (09.09.2022 ଓ 12.09.2022 ବ୍ୟତୀତ) ପର୍ଯ୍ୟନ୍ତ।

ଟ୍ରେନ ବାତିଲ୍
Share. Facebook Twitter LinkedIn Email WhatsApp Copy Link

Related Posts

“ହୁମାୟୁନ୍ କବୀରଙ୍କ ସହିତ ବିଜେପି ର ୧ ହଜାର କୋଟିର ଡିଲ୍”: ଗମ୍ଭୀର ଅଭିଯୋଗ ଆଣିଲା ଟିଏମସି

April 9, 2026

୧୫,୦୦୦ ଟନ୍ ଏଲପିଜି ନେଇ ମୁମ୍ବାଇରେ ପହଞ୍ଚିଲା ଭାରତୀୟ ଜାହାଜ “ଗ୍ରୀନ୍ ଆଶା”

April 9, 2026

IPL 2026: କାହା ପାଖରେ ଅରେଞ୍ଜ ଏବଂ ପର୍ପଲ କ୍ୟାପ୍?

April 9, 2026

ହରମୁଜ୍ ପ୍ରଣାଳୀ ଖୋଲା ଅଛି, କିନ୍ତୁ ଏବେ ବି ଟଳିନି ବିପଦ: ଜାହାଜ ପଥ ପରିବର୍ତ୍ତନ କଲା ଇରାନ୍

April 9, 2026
Latest News

“ହୁମାୟୁନ୍ କବୀରଙ୍କ ସହିତ ବିଜେପି ର ୧ ହଜାର କୋଟିର ଡିଲ୍”: ଗମ୍ଭୀର ଅଭିଯୋଗ ଆଣିଲା ଟିଏମସି

April 9, 2026

୧୫,୦୦୦ ଟନ୍ ଏଲପିଜି ନେଇ ମୁମ୍ବାଇରେ ପହଞ୍ଚିଲା ଭାରତୀୟ ଜାହାଜ “ଗ୍ରୀନ୍ ଆଶା”

April 9, 2026

IPL 2026: କାହା ପାଖରେ ଅରେଞ୍ଜ ଏବଂ ପର୍ପଲ କ୍ୟାପ୍?

April 9, 2026

ହରମୁଜ୍ ପ୍ରଣାଳୀ ଖୋଲା ଅଛି, କିନ୍ତୁ ଏବେ ବି ଟଳିନି ବିପଦ: ଜାହାଜ ପଥ ପରିବର୍ତ୍ତନ କଲା ଇରାନ୍

April 9, 2026

ମଧ୍ୟପ୍ରାଚ୍ୟରେ ପୁଣି ଉତ୍ତେଜନା: ଲେବାନନ ଉପରେ ଭୟଙ୍କର ଆକ୍ରମଣ

April 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.