Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଆରଡବ୍ଲୁଏସଏସ ର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନସ ଚଢାଉ
ଅପରାଧ

ଆରଡବ୍ଲୁଏସଏସ ର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନସ ଚଢାଉ

November 14, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ଆରଡବ୍ଲୁଏସଏସ ର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନସ ଚଢାଉ

କଟକ:  ଆଜି ଭିଜିଲାନସ ଆରଡବ୍ଲୁଏସଏସ ର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଘରେ ଚଢାଉ କରିଛି। ଆୟ ବର୍ହିଃଭୂତ ସଂପତ୍ତି ଠୁଳ ମାମଲାରେ ଏହା ଚଢାଉ କରାଯାଇଛି। ସେ ହେଉଛନ୍ତି ମୟୁରଭଂଜ ଜିଲ୍ଲା ଉଦଲା ସବଡିଭିଜନର ଆରଡବ୍ଲୁଏସଏସର ଆରଡବ୍ଲୁଏସଏସ ର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ। ତାଙ୍କ ନାମ ହେଉଛି ରବିନାରାୟଣ ପଣ୍ଡା।

ଏହି ଚଢାଉରେ ଜଣେ ଆଡସିନାଲ ଏସପି, ଆଠ ଜଣ ଡେପୁଟି ଏସପି, ପାଞ୍ଚ ଜଣ ଇନ୍ସପେକ୍ଟର, ଜଣେ ସବ୍-ଇନ୍ସପେକ୍ଟର, 11ଜଣ ASI ଏବଂ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି।ଏକକାଳିନ ତାଙ୍କର ଭୁବନେଶ୍ୱର, କେନ୍ଦ୍ରାପଡା ଏବଂ ଉଦଲାରେ ଚଢାଉ ଚାଲିଛି। ସେଗୁଡିକ ହେଲା

1) ଖାରବେଳ କମ୍ପ୍ଲେକ୍ସ, ଆଇଗିଣିଆ, ଖଣ୍ଡଗିରି, ଭୁବନେଶ୍ୱରେ ଥିବା ତିନି ମହଲା କୋଠା

2)ଭୁବନେଶ୍ବର ପାତ୍ରପଡାରେ ଥିବା ଟାୱାର ବ୍ଲୁ ହିଲ ଆପାର୍ଟମେଣ୍ଟର ଡି ବ୍ଲକର 4ର୍ଥ ମହଲାରେ ଥିବା 401 ଫ୍ଲାଟ।

3) ଭୁବନେଶ୍ବର ଖଣ୍ଡଗିରି ସପିଂ ପ୍ଲାଜାରେ ଅବସ୍ଥିତ SPS ନିର୍ମାଣଧିନ ଦୋକାନ ନଂ D-2 & D-3

4) ପ୍ଲଟ ନଂ -6-536, ନୟାପାଲ୍ଲୀ, ଭୁବନେଶ୍ୱରରେ ଅବସ୍ଥିତ ତ୍ରିବେଣୀ ଅଟୋଟେକ୍ ପିଭି ଲିମିଟେଡ୍ ର ପରିସର 

5) କେନ୍ଦ୍ରାପଡା ଠାରେ ଅବସ୍ଥିତ ଦାନାପୁର ଗ୍ରାମରେ ଥିବା ତାଙ୍କର ବାସଭବନ

6) କେନ୍ଦ୍ରାପଡା ଓସ୍ତପୁରରେ ଥିବା ତାଙ୍କର ସଂପର୍କିୟଙ୍କ ଘର

7) ମୟୁରଭଂଜ ଉଦଳାରେ ଥିବା ତାଙ୍କ କାର୍ଯ୍ୟାଳୟ

8) ଉଦଳାରେ ଥିବା ତାଙ୍କର ସରକାରୀ ବାସଭବନ

Vigilance Raid ଭିଜିଲାନ୍‌ସ ଚଢ଼ାଉ
Share. Facebook Twitter LinkedIn Email WhatsApp Copy Link

Related Posts

ଉତ୍ତର କୋରିଆର ଚତୁର୍ଥ ପିଢ଼ିର ନେତା ହେବେ କି କିମ୍ ଜୁ ଏ?: ଜାଣନ୍ତୁ ସେ କିଏ?

February 14, 2026

ଭାରତ-ପାକିସ୍ତାନ ମ୍ୟାଚ୍ ପୂର୍ବରୁ ବିଜ୍ଞାପନ ବଜାରରେ ବଡ଼ ପ୍ରତିଯୋଗୀତା: ଜାଣନ୍ତୁ ୧୦-ସେକେଣ୍ଡ ସ୍ଲଟର ମୂଲ୍ୟ

February 14, 2026

ଭାରତକୁ ପରାସ୍ତ କରିବ ପାକିସ୍ତାନ!: ଜିମ୍ବାୱେ ର ଉଦାହରଣ ଦେଇ ଉପହାସ କଲେ ମହମ୍ମଦ ୟୁସୁଫ

February 14, 2026

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ୱାଲଟେୟାର ମଣ୍ଡଳର ପ୍ରମୁଖ ସେକ୍ସନ ଗୁଡିକର ନୀରିକ୍ଷଣ

February 14, 2026
Latest News

ଉତ୍ତର କୋରିଆର ଚତୁର୍ଥ ପିଢ଼ିର ନେତା ହେବେ କି କିମ୍ ଜୁ ଏ?: ଜାଣନ୍ତୁ ସେ କିଏ?

February 14, 2026

ଭାରତ-ପାକିସ୍ତାନ ମ୍ୟାଚ୍ ପୂର୍ବରୁ ବିଜ୍ଞାପନ ବଜାରରେ ବଡ଼ ପ୍ରତିଯୋଗୀତା: ଜାଣନ୍ତୁ ୧୦-ସେକେଣ୍ଡ ସ୍ଲଟର ମୂଲ୍ୟ

February 14, 2026

ଭାରତ ନା ପାକିସ୍ତାନ, କାହାକୁ ଗ୍ରହଣ କରିବେ ତାରିକ ରହମାନ? ଏପର୍ଯ୍ୟନ୍ତ କ’ଣ ସଙ୍କେତ ମିଳୁଛି?

February 14, 2026

ଭାରତକୁ ପରାସ୍ତ କରିବ ପାକିସ୍ତାନ!: ଜିମ୍ବାୱେ ର ଉଦାହରଣ ଦେଇ ଉପହାସ କଲେ ମହମ୍ମଦ ୟୁସୁଫ

February 14, 2026

କୃଷି କ୍ଷେତ୍ରରେ ବିପ୍ଳବ ଆଣିବ କୃଷି ଭିତ୍ତିଭୂମି ପାଣ୍ଠି: ଶିବରାଜ ସିଂ ଚୌହାନ

February 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.