Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସର୍ବାଧିକ ଭୋଟରେ ଆସ୍କା ଲୋକସଭା ଆସନରୁ ବିଜୟ ହେଲେ ପ୍ରମିଳା ବିଶୋୟୀ
ଆଜିର ଖବର

ସର୍ବାଧିକ ଭୋଟରେ ଆସ୍କା ଲୋକସଭା ଆସନରୁ ବିଜୟ ହେଲେ ପ୍ରମିଳା ବିଶୋୟୀ

May 23, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
Aska bjd candidate Pramila Bisoi win loksabha seat
Aska bjd candidate Pramila Bisoi win loksabha seat

ଓଡିଶାର ଲୋକସଭା ଆସନରେ ସର୍ବାଧିକ ଭୋଟରେ ବିଜୟଲାଭ କରିଛନ୍ତି ଆସ୍କା ବିଜେଡି ପ୍ରାର୍ଥୀ ପ୍ରମିଳା ବିଶୋଇ।ପ୍ରଥମ ଥର ସାଂସଦକୁ ନିର୍ବାଚିତ ହୋଇଥିବା ପ୍ରମିଳା ନିଜର ନିକଟତମ ବିଜେପି ପ୍ରତିଦ୍ବନ୍ଦୀ ଅନିତା ଶୁଭଦର୍ଶିନୀଙ୍କୁ ୨ଲକ୍ଷରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି । ପ୍ରମିଳାଙ୍କୁ ୫ ଲକ୍ଷ ୪୧ ହଜାର ୧୯୭ ଭୋଟ ମିଳିଥିଲା । ମିଶନ ଶକ୍ତି ମହିଳା ଭାବେ ପରିଚିତ ପ୍ରମିଳାଙ୍କୁ ନବୀନ ପ୍ରାର୍ଥୀ କରି ଏକ ନୂଆ ଇତିହାସ ସୃଷ୍ଟି କରିଥିଲେ। ଆସ୍କାରୁ ବହୁ ନେତା ବିଜେଡି ଟିକେଟ ପାଇବାକୁ ଆଶା ରଖିଥିଲେ। ହେଲେ ନବୀନ ସମସ୍ତଙ୍କୁ ଚକମା ଦେଖାଇ ପ୍ରମିଳାଙ୍କୁ ଲୋକସଭା ଟିକେଟ ଦେଇଥିଲେ। ସେତିକି ନୁହେଁ ନବୀନ ପ୍ରମିଳାଙ୍କୁ ସାଥିରେ ନେଇ ନିର୍ବାଚନ ପ୍ରଚାର ମଧ୍ୟ କରିଥିଲେ। ମୁଖ୍ୟତଃ ମିଶନ ଶକ୍ତି ମହିଳାଙ୍କୁ ଏକ ବାର୍ତ୍ତା ଦେବା ପାଇଁ ନବୀନ ଏପରି ଷ୍ଟାଟ୍ରେଜି କରି ବେଶ ସଫଳତା ହାସଲ କରିପାରିଛନ୍ତି। ପାଠଶାଠ ପଢି ନ ଥିବା ପ୍ରମିଳା ଓଡିଶା ରାଜନୀତିରେ ଏକ ଉଦାହରଣ ପାଲଟିଯାଇଛନ୍ତି।

BJP Ads
Share. Facebook Twitter LinkedIn Email WhatsApp Copy Link

Related Posts

Jatra Actor’s Death: ବର୍ଷିୟାନ ଯାତ୍ରା କଳାକାର ଦେବୀ ରଥଙ୍କ ପରଲୋକ

November 5, 2025

କିଏ ସେ ବ୍ରାଜିଲିୟ ମଡେଲ, ଯାହାଙ୍କର ଫଟୋ ଦେଖାଇ ନିର୍ବାଚନ କମିଶନଙ୍କୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ?

November 5, 2025

ବଦାୟୁଁରେ କକୋଡା ମେଳା ଉଦଘାଟନ କଲେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ବିଏଲ ବର୍ମା

November 5, 2025

ଜାତି ଏବଂ ଧର୍ମ ଆଧାରରେ ସେନାକୁ ବିଭାଜିତ କରିବା ଗଣତନ୍ତ୍ର ପାଇଁ ଏକ ଦୁଃଖଦ ଘଟଣା: ଚିରାଗ ପାସୱାନ

November 5, 2025
BJP Ads
Latest News

Jatra Actor’s Death: ବର୍ଷିୟାନ ଯାତ୍ରା କଳାକାର ଦେବୀ ରଥଙ୍କ ପରଲୋକ

November 5, 2025

କିଏ ସେ ବ୍ରାଜିଲିୟ ମଡେଲ, ଯାହାଙ୍କର ଫଟୋ ଦେଖାଇ ନିର୍ବାଚନ କମିଶନଙ୍କୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ?

November 5, 2025

ବଦାୟୁଁରେ କକୋଡା ମେଳା ଉଦଘାଟନ କଲେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ବିଏଲ ବର୍ମା

November 5, 2025

ଜାତି ଏବଂ ଧର୍ମ ଆଧାରରେ ସେନାକୁ ବିଭାଜିତ କରିବା ଗଣତନ୍ତ୍ର ପାଇଁ ଏକ ଦୁଃଖଦ ଘଟଣା: ଚିରାଗ ପାସୱାନ

November 5, 2025

ଇସି ବିରୋଧରେ ‘ହାଇଡ୍ରୋଜେନ୍ ବୋମା’ ଫୁଟାଇଲେ ରାହୁଲ ଗାନ୍ଧୀ?: ଉତ୍ତର ଦେଲେ ନିର୍ବାଚନ କମିଶନ

November 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.