Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଅମାନିଆ ଗାଡି ଚାଳକଙ୍କ ବିରୁଦ୍ଧରେ ମାମଲା ରୁଜୁ କଲା ବାଣପୁର ପୋଲିସ, ୯ ବାଇକ ଜବତ
ଅପରାଧ

ଅମାନିଆ ଗାଡି ଚାଳକଙ୍କ ବିରୁଦ୍ଧରେ ମାମଲା ରୁଜୁ କଲା ବାଣପୁର ପୋଲିସ, ୯ ବାଇକ ଜବତ

November 21, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ବାଣପୁର ବଜାରରେ ପ୍ରବଳ ଭିଡ଼ ହେଉଥିବା ବେଳେ ସକ୍ରିୟ ହୋଇଉଠୁଛନ୍ତି ଅମାନିଆ ବାଇକ ଚାଳକ। ଏମାନଙ୍କ ଯୋଗୁଁ ମା’ ଭଗବତୀ ମନ୍ଦିର ଦର୍ଶନ ପାଇଁ ଆସୁଥିବା ପର୍ଯ୍ୟଟକ ଓ ସ୍ଥାନୀୟ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଏହି ପରିପ୍ରେକ୍ଷୀରେ ବାଣପୁର ଆଇଆଇସି ଜୟପ୍ରକାଶ ପରିଡ଼ାଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ରବିବାର ଦିନ ଅମାନିଆ ବାଇକ ଚାଳକଙ୍କ ଉପରେ ନଜର ରଖିବା ସହ ସନ୍ଧ୍ୟା ସୁଦ୍ଧା ନଅ ଗୋଟି ବାଇକ ଜବତ କରିଥିଲା। ତତସହିତ ବାଇକ ଚାଳକଙ୍କ ବିରୁଦ୍ଧରେ ନଅ ଗୋଟି ମାମଲା ରୁଜୁ କରାଯାଇଥିବାର ଆଇଆଇସି ଶ୍ରୀ ପରିଡ଼ା କହିଛନ୍ତି।

ତେବେ ପୋଲିସର ଏପରି ପଦକ୍ଷେପ ଦ୍ୱାରା ଧିରେ ଧିରେ ଅମାନିଆ ଗାଡି ଚାଳକ ସାବଡ଼ ହେଉଥିବାର ପରିଲକ୍ଷିତ ହୋଇଛି।

ଜୟପ୍ରକାଶ ପରିଡ଼ା ବାଣପୁର ବଜାର ମା’ ଭଗବତୀ ମନ୍ଦିର
Share. Facebook Twitter LinkedIn Email WhatsApp Copy Link

Related Posts

‘‘ପଳାତକଙ୍କ ପ୍ରତ୍ୟର୍ପଣ: ଆହ୍ୱାନ ଏବଂ ରଣନୀତି” ଉପରେ ମତ ରଖିଲେ ଅମିତ ଶାହ

October 17, 2025

ଆଇଆଇଟି ଭୁବନେଶ୍ୱରରେ ଇୟୁ ପ୍ରତିନିଧି ଦଳ, ଗବେଷଣା ସହଭାଗୀତା ଉପରେ ଚର୍ଚ୍ଚା

October 17, 2025

ଆଜମ ଖାନଙ୍କ ହଠାତ ବିଗିଡିଲା ସ୍ୱାସ୍ଥ୍ୟ: ପୁଅ ଅବଦୁଲ୍ଲା ଦେଲେ ଅପଡେଟ

October 17, 2025

ଗୁଜରାଟ: ନୂତନ କ୍ୟାବିନେଟର ଶପଥ ଗ୍ରହଣ ସମାରୋହ, ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ହେଲେ ମନ୍ତ୍ରୀ

October 17, 2025
Latest News

‘‘ପଳାତକଙ୍କ ପ୍ରତ୍ୟର୍ପଣ: ଆହ୍ୱାନ ଏବଂ ରଣନୀତି” ଉପରେ ମତ ରଖିଲେ ଅମିତ ଶାହ

October 17, 2025

ଆଇଆଇଟି ଭୁବନେଶ୍ୱରରେ ଇୟୁ ପ୍ରତିନିଧି ଦଳ, ଗବେଷଣା ସହଭାଗୀତା ଉପରେ ଚର୍ଚ୍ଚା

October 17, 2025

ଆଜମ ଖାନଙ୍କ ହଠାତ ବିଗିଡିଲା ସ୍ୱାସ୍ଥ୍ୟ: ପୁଅ ଅବଦୁଲ୍ଲା ଦେଲେ ଅପଡେଟ

October 17, 2025

ଗୁଜରାଟ: ନୂତନ କ୍ୟାବିନେଟର ଶପଥ ଗ୍ରହଣ ସମାରୋହ, ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ହେଲେ ମନ୍ତ୍ରୀ

October 17, 2025

ପଛରେ ପଡ଼ିଲା ଚୀନ: ବିଶ୍ୱର ତୃତୀୟ ସବୁଠାରୁ ଶକ୍ତିଶାଳୀ ବାୟୁସେନା ହେଲା ଭାରତୀୟ ବାୟୁସେନା

October 17, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.