Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କଂଗ୍ରେସର ତେଲେଙ୍ଗାନା ୟୁନିଟରେ ବିବାଦ, ପଦରୁ ଇସ୍ତଫା ଦେଲେ ୧୩ ନେତା
ଆଜିର ଖବର

କଂଗ୍ରେସର ତେଲେଙ୍ଗାନା ୟୁନିଟରେ ବିବାଦ, ପଦରୁ ଇସ୍ତଫା ଦେଲେ ୧୩ ନେତା

December 19, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କଂଗ୍ରେସର ତେଲେଙ୍ଗାନା ୟୁନିଟରେ ଆଭ୍ୟନ୍ତରୀଣ ମତଭେଦ ତୀବ୍ର ହେବାରେ ଲାଗିଛି। ରାଜ୍ୟ କଂଗ୍ରେସ କମିଟି (ପିସିସି) ର ୧୩ ଜଣ ସଦସ୍ୟ ରବିବାର ଦିନ ଇସ୍ତଫା ଦେଇଛନ୍ତି।

ଏହି ୧୩ ଜଣ ସଦସ୍ୟଙ୍କ ମଧ୍ୟରେ କଂଗ୍ରେସ ବିଧାୟକ ଡି ଅନାସୁୟା ଏବଂ ପୂର୍ବତନ ବିଧାୟକ ଭି ନରେନ୍ଦ୍ର ରେଡ୍ଡୀ ମଧ୍ୟ ଅଛନ୍ତି। ତେଲୁଗୁ ଦେଶମ ପାର୍ଟି (ଟିଡିପି) ର କିଛି ପୂର୍ବତନ ନେତା କଂଗ୍ରେସରେ ଯୋଗ ଦେବା ସମ୍ବନ୍ଧରେ ଅବିଭାଜିତ ଆନ୍ଧ୍ରପ୍ରଦେଶର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଦାମୋଦର ରାଜନରସିଂହ ଶନିବାର କହିଛନ୍ତି ଯେ, ଯଦି ଅନ୍ୟ ଦଳରୁ ଆସୁଥିବା ନେତାଙ୍କୁ ଅଧିକ ଗୁରୁତ୍ଵ ଦିଆଯାଏ, ତେବେ କଂଗ୍ରେସ କର୍ମୀଙ୍କ ମଧ୍ୟରେ କେଉଁ ବାର୍ତ୍ତା ଯିବ?

କଂଗ୍ରେସ
Share. Facebook Twitter LinkedIn Email WhatsApp Copy Link

Related Posts

ପୋଲିସ ଗାଡି ଧକ୍କାରେ ୩ ଗୁରୁତର

August 8, 2026

ରେଢ଼ାଖୋଲ କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସ ଭୂମିପୂଜନ ଓ ଅସ୍ଥାୟୀ ଭବନ ଉଦ୍‌ଘାଟିତ

August 8, 2026

୨୦୨୬–୨୭ରେ ପଣ୍ୟ ପରିବହନ କ୍ଷେତ୍ରରେ ପୂର୍ବତଟ ରେଳପଥର ଉଲ୍ଲେଖନୀୟ ପ୍ରଦର୍ଶନ

August 8, 2026

ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ଶରଦ ପାୱାରଙ୍କ ସମସ୍ତ ସାଂସଦ: ଜାଣନ୍ତୁ କାରଣ

August 8, 2026
Latest News

ପୋଲିସ ଗାଡି ଧକ୍କାରେ ୩ ଗୁରୁତର

August 8, 2026

ରେଢ଼ାଖୋଲ କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସ ଭୂମିପୂଜନ ଓ ଅସ୍ଥାୟୀ ଭବନ ଉଦ୍‌ଘାଟିତ

August 8, 2026

୨୦୨୬–୨୭ରେ ପଣ୍ୟ ପରିବହନ କ୍ଷେତ୍ରରେ ପୂର୍ବତଟ ରେଳପଥର ଉଲ୍ଲେଖନୀୟ ପ୍ରଦର୍ଶନ

August 8, 2026

ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ଶରଦ ପାୱାରଙ୍କ ସମସ୍ତ ସାଂସଦ: ଜାଣନ୍ତୁ କାରଣ

August 8, 2026

ଆଜି ଦେଶରେ ଆମ ଯୁବବର୍ଗଙ୍କ ପାଇଁ ନୂଆ ନୂଆ କ୍ଷେତ୍ରର ବିକାଶ ଘଟୁଛି: ପ୍ରଧାନମନ୍ତ୍ରୀ

August 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.