Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଜେଡି ନେତାଙ୍କୁ ନୂଆ ବର୍ଷରେ ନୂଆ ଦାୟିତ୍ବ, ୪ ଜଣ ଅଧ୍ୟକ୍ଷ, ୨୭ ଜଣ ଉପଦେଷ୍ଠା ନିଯୁକ୍ତ
ବିଶେଷ ଖବର

ବିଜେଡି ନେତାଙ୍କୁ ନୂଆ ବର୍ଷରେ ନୂଆ ଦାୟିତ୍ବ, ୪ ଜଣ ଅଧ୍ୟକ୍ଷ, ୨୭ ଜଣ ଉପଦେଷ୍ଠା ନିଯୁକ୍ତ

December 31, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ବିଜେଡି ନେତାଙ୍କୁ ନୂଆ ବର୍ଷରେ ନୂଆ ଦାୟିତ୍ବ, ୩ ଜଣ ଅଧ୍ୟକ୍ଷ, ୨୭ ଜଣ ଉପଦେଷ୍ଠା ନିଯୁକ୍ତ

ଭୁବନେଶ୍ବର: ନୂଆ ବର୍ଷରେ ବିଜୁ ଜନତା ଦଳ ତାହାର ନେତାଙ୍କୁ ନୂଆ ନିଯୁକ୍ତି ପ୍ରଦାନ କରିଛି। ପୂର୍ବରୁ ଉପଦେଷ୍ଠା ଘୋଷଣା କରାଯାଇଥିବା ବେଳେ ଏବେ ପୁଣି ନେତାଙ୍କୁ ମିଳିଛି ନୂଆ ଉପଦେଷ୍ଠା। ଏ ନେଇ ବିଜୁ ଜନତା ଦଳ ତରଫରୁ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତରେ ବିଜ୍ଞପ୍ତି ପ୍ରକାଶ ପାଇଛି।

ଯେଉଁମାନଙ୍କୁ ବିଭିନ୍ନ ବିଭାଗ ତଥା ସଂସ୍ଥାର ଉପଦେଷ୍ଠା ଘୋଷଣା କରାଯାଇଛି ସେମାନେ ହେଲେ

Advisor1

ଏହି ଉପଦେଷ୍ଠା ମଧ୍ୟରେ ପୁରୁଖା ନେତା ସଂଜୟ ବାବୁ ସହିତ ଏଲିନା ଦାସ ପ୍ରମୁଖ ରହିଛନ୍ତି।

Advisors2

ସେହିପରି ଦଳ ୪ ଜଣଙ୍କୁ ତିନୋଟି ସଂସ୍ଥାର ଅଧ୍ୟକ୍ଷ ଭାବେ ମନୋନିତ କରିଛି। ସେମାନଙ୍କ ମଧ୍ୟରେ ଅଛନ୍ତି ପଦ୍ମପୁର ଉପନିର୍ବାଚନ ବେଳେ ଦଳରେ ସାମିଲ ହୋଇଥିବା ପ୍ରଶାସକ ମହେନ୍ଦ୍ର ବଢେଇ।

chairman1

ସେହିପରି କଲ୍ୟାଣ ନାୟକଙ୍କୁ ରାଜ୍ୟ ସୋସିଆଲ ୱେଲଫାୟାର ବୋର୍ଡର ଅଧ୍ୟକ୍ଷ କରାଯାଇଛି।

ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଏହି ବିଜ୍ଞପ୍ତି ଦଳ ତରଫରୁ ପ୍ରକାଶ କରାଯାଇଛି। ଏହାପରେ ଦଳର ସାଂଗଠନିକ କ୍ଷେତ୍ରରେ ମଧ୍ୟ ପରିବର୍ତ୍ତନ କରାଯିବ ବୋଲି ଜଣାପଡିଛି।

ଉପଦେଷ୍ଠା ବିଜୁ ଜନତା ଦଳ ବିଜେଡି
Share. Facebook Twitter LinkedIn Email WhatsApp Copy Link

Related Posts

“ମୁଁ ସମସ୍ତ ପ୍ରଶ୍ନର ଉତ୍ତର ଦେବି”: ବିରୋଧୀଙ୍କ ହଟ୍ଟଗୋଳ ଉପରେ ଅମିତ ଶାହଙ୍କ ପ୍ରଥମ ପ୍ରତିକ୍ରିୟା

August 12, 2026

ଛଅ ବର୍ଷ ପରେ ପୁଣି ଥରେ LAC ରେ ଉତ୍ତେଜନା: ମୁହାଁମୁହିଁ ହେଲେ ଭାରତ ଏବଂ ଚୀନ୍ ସୈନିକ 

August 12, 2026

ଭୁବନେଶ୍ୱରରେ ଆୟୋଜିତ ହେଲା ଆଇସିଏମ୍‍ଆର-ଶାଇନ୍‍ ୨୦୨୬

August 12, 2026

ଓଡିଶା ବିଧାନସଭାର ବିଭାଗୀୟ ସ୍ଥାୟୀ କମିଟି – ୭ ର ସଦସ୍ୟମାନଙ୍କ ତାମିଲନାଡ଼ୁ ଗସ୍ତ

August 12, 2026
Latest News

“ମୁଁ ସମସ୍ତ ପ୍ରଶ୍ନର ଉତ୍ତର ଦେବି”: ବିରୋଧୀଙ୍କ ହଟ୍ଟଗୋଳ ଉପରେ ଅମିତ ଶାହଙ୍କ ପ୍ରଥମ ପ୍ରତିକ୍ରିୟା

August 12, 2026

ତାମିଲନାଡୁରେ ସୀମା ନିର୍ଦ୍ଧାରଣ ବିରୋଧରେ ପ୍ରସ୍ତାବ?: ମୁଖ୍ୟମନ୍ତ୍ରୀ ବିଜୟ କହିଲେ…

August 12, 2026

ମହଙ୍ଗା ହେଲା ସୁନା ଏବଂ ରୂପା: ଜାଣନ୍ତୁ ଆଜିର ମୂଲ୍ୟ

August 12, 2026

ଟାଟା ସନ୍ସର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଏନ୍ ଚନ୍ଦ୍ରଶେଖରନ୍

August 12, 2026

ରାଞ୍ଚି ଛାତ୍ର ଆନ୍ଦୋଳନ: ବନ୍ଦ ହେଲା ବିଦ୍ୟୁତ୍ ଯୋଗାଣ, ପ୍ରତିବାଦକାରୀଙ୍କୁ ହଟାଇବା ପାଇଁ ପ୍ରୟାସ

August 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.