Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ନବୀନଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ ହେଲେ ନୂଆପୁରୁଣା ମୁହଁ, ଫୋନ କରି ଅଭିନନ୍ଦନ ଜଣାଇଲେ ନବୀନ, କିଏ କିଏ ହେବେ ମନ୍ତ୍ରୀ ଆସନ୍ତୁ ଜାଣିବା
ବିଶେଷ ଖବର

ନବୀନଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ ହେଲେ ନୂଆପୁରୁଣା ମୁହଁ, ଫୋନ କରି ଅଭିନନ୍ଦନ ଜଣାଇଲେ ନବୀନ, କିଏ କିଏ ହେବେ ମନ୍ତ୍ରୀ ଆସନ୍ତୁ ଜାଣିବା

May 28, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
New minister of Naveen Team
New minister of Naveen Team

ସମୀକ୍ଷା ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ମନ୍ତ୍ରୀ ମଣ୍ଡଳରେ ଯେଉଁମାନେ ସାମିଲ ହେଉଛନ୍ତି ସେମାନଙ୍କ ନାମ ପ୍ରକାଶ ପାଇଛି। ବ୍ୟକ୍ତିଗତ ଭାବେ ନବୀନ ଏହି ବିଧାୟକଙ୍କୁ ଫୋନ କରି ମନ୍ତ୍ରୀ ରୂପେ ଶପଥ ନେବାକୁ କହିଛନ୍ତି। ଯେଉଁମାନେ ମନ୍ତ୍ରୀ ମଣ୍ଡଳରେ ସାମିଲ ହେଉଛନ୍ତି ସେମାନେ ହେଲେ

1-ସୁଶାନ୍ତ ସିଂ- ଭଟ୍ଟଲି

2-ଦିବ୍ୟଶଙ୍କର ମିଶ୍ର-ଜୁନାଗଡ

3-ବିକ୍ରମ କେଶରୀ ଆରୁଖ-ଭଂଜନଗର

4-ସମୀର ଦାସ-ନିମାପଡା

5-ପଦ୍ମନାଭ ବେହେରା-ବୀରମହାରାଜାପୁର

6-ନବ କିଶୋର ଦାସ-ଝାରସୁଗୁଡା

7-ପ୍ରତାପ ଜେନା-ମାହାଙ୍ଗା

8-ଟୁକୁନି ସାହୁ-ଟିଟିଲାଗଡ

9-ଅଶୋକ ପଣ୍ଡା- ଏକାମ୍ର ଭୁବନେଶ୍ବର

10-ଜ୍ୟୋତି ପ୍ରକାଶ ପାଣିଗ୍ରାହୀ-ସିମୁଳିଆ

11-ନିଂରଜନ ପୂଜାରୀ-ସୋନପୁର

12-ପଦ୍ମନୀ ଦିଆନ-କୋଟପାଟ

13-ଜଗନ୍ନାଥ ସାକରା-ବିଷମ କଟକ

14-ପ୍ରଫୁଲ ମଲ୍ଲିକ-କାମାକ୍ଷ ନଗର

15-ରଘୁନନ୍ଦନ ଦାସ-ବାଲିକୁଦା ଏରସମା

16-ତୁଷାରକାନ୍ତି ବେହେରା-କାକଟପୁର

ଏମାନଙ୍କ ବ୍ୟତିତ ସୂର୍ଯ୍ୟନାରାୟଣ ପାଚ୍ର ବାଚସ୍ପତି ହେବେ ବୋଲି ତାଙ୍କୁ କୁହାଯାଇଛି। ସେହିପରି ପ୍ରମିଳା ମଲ୍ଲିକଙ୍କୁ ମୁଖ୍ୟ ସଚେତକ କରାଯିବ। ମୁଖ୍ୟମନ୍ତ୍ରୀ ଅପରାହ୍ନରେ ପୁରୀ ଯାଇ ସେଠାରେ ଜଗନ୍ନାଥଙ୍କ ଦର୍ଶନ କରିଥିଲେ। ଏହାପରେ ନବୀନ ନିବାସ ଆସିବା ପରେ ଜଣଜଣ କରି ମନ୍ତ୍ରୀ ମଣ୍ଡଳୀରେ ସାମିଲି ହେବାକୁ ଥିବା ବିଧାୟକଙ୍କୁ ଫୋନ କରି ଅଭିନନ୍ଦନ ଜଣାଇଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

FIFA World Cup 2026: ପ୍ରତିଦ୍ୱନ୍ଦ୍ୱିତା କରିବେ 48 ଦଳ, ପଢ଼ନ୍ତୁ ସମ୍ପୂର୍ଣ୍ଣ ଫିଫା ବିଶ୍ୱକପ୍ କାର୍ଯ୍ୟସୂଚୀ

December 8, 2025

ରୋହିଙ୍ଗ୍ୟା ଏବଂ ଅନୁପ୍ରବେଶକାରୀଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ?: ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ସ୍ପଷ୍ଟ ବୟାନ

December 8, 2025

ଆଶ୍ଚର୍ଯ୍ୟ…ଋଷ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ବେଳେ ସେ କରିଥିବା ମଳତ୍ୟାଗ ମଧ୍ୟ ତାଙ୍କ ସୁରକ୍ଷା କର୍ମି ନେଇଗଲେ

December 8, 2025

Odisha Cabinet Reshuffle Buzz: ନୂଆବର୍ଷରେ ନୂଆ ମନ୍ତ୍ରୀମଣ୍ଡଳ, ଲାଗୁ ହେବ ଗୁଜୁରାଟ ମଡେଲ

December 8, 2025
Latest News

ବାଣପୁର: ପୂର୍ବତନ ସରପଞ୍ଚ ସ୍ବର୍ଗତ ସଦାନନ୍ଦ ପାଟ୍ଟଶାଣୀଙ୍କ ଶ୍ରଦ୍ଧାଞ୍ଜଳୀ ସଭାରେ ଯୋଗଦେଲେ ଆଇନ ମନ୍ତ୍ରୀ

December 8, 2025

ବ୍ରହ୍ମପୁରରେ ମାଗଣା ସ୍ଵାସ୍ଥ୍ୟ ଶିବିର: ଶୀତଦିନେ ଅଦାର ଆବଶ୍ୟକତା ଉପରେ ସଚେତନ କଲେ ଡାକ୍ତର

December 8, 2025

FIFA World Cup 2026: ପ୍ରତିଦ୍ୱନ୍ଦ୍ୱିତା କରିବେ 48 ଦଳ, ପଢ଼ନ୍ତୁ ସମ୍ପୂର୍ଣ୍ଣ ଫିଫା ବିଶ୍ୱକପ୍ କାର୍ଯ୍ୟସୂଚୀ

December 8, 2025

ନକ୍ସଲ ମୁକ୍ତ ହେଲା ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ ଜୋନ୍!, ଆତ୍ମସମର୍ପଣ କଲେ ୧୨ ନକ୍ସଲ

December 8, 2025

“ଚାକିରୀ ବଦଳରେ ଜମି” ମାମଲା: ଆଜି ରାୟ ଶୁଣାଇବେ କୋର୍ଟ!

December 8, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.