Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ନବୀନଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ ହେଲେ ନୂଆପୁରୁଣା ମୁହଁ, ଫୋନ କରି ଅଭିନନ୍ଦନ ଜଣାଇଲେ ନବୀନ, କିଏ କିଏ ହେବେ ମନ୍ତ୍ରୀ ଆସନ୍ତୁ ଜାଣିବା
ବିଶେଷ ଖବର

ନବୀନଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ ହେଲେ ନୂଆପୁରୁଣା ମୁହଁ, ଫୋନ କରି ଅଭିନନ୍ଦନ ଜଣାଇଲେ ନବୀନ, କିଏ କିଏ ହେବେ ମନ୍ତ୍ରୀ ଆସନ୍ତୁ ଜାଣିବା

May 28, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
New minister of Naveen Team
New minister of Naveen Team

ସମୀକ୍ଷା ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ମନ୍ତ୍ରୀ ମଣ୍ଡଳରେ ଯେଉଁମାନେ ସାମିଲ ହେଉଛନ୍ତି ସେମାନଙ୍କ ନାମ ପ୍ରକାଶ ପାଇଛି। ବ୍ୟକ୍ତିଗତ ଭାବେ ନବୀନ ଏହି ବିଧାୟକଙ୍କୁ ଫୋନ କରି ମନ୍ତ୍ରୀ ରୂପେ ଶପଥ ନେବାକୁ କହିଛନ୍ତି। ଯେଉଁମାନେ ମନ୍ତ୍ରୀ ମଣ୍ଡଳରେ ସାମିଲ ହେଉଛନ୍ତି ସେମାନେ ହେଲେ

1-ସୁଶାନ୍ତ ସିଂ- ଭଟ୍ଟଲି

2-ଦିବ୍ୟଶଙ୍କର ମିଶ୍ର-ଜୁନାଗଡ

3-ବିକ୍ରମ କେଶରୀ ଆରୁଖ-ଭଂଜନଗର

4-ସମୀର ଦାସ-ନିମାପଡା

5-ପଦ୍ମନାଭ ବେହେରା-ବୀରମହାରାଜାପୁର

6-ନବ କିଶୋର ଦାସ-ଝାରସୁଗୁଡା

7-ପ୍ରତାପ ଜେନା-ମାହାଙ୍ଗା

8-ଟୁକୁନି ସାହୁ-ଟିଟିଲାଗଡ

9-ଅଶୋକ ପଣ୍ଡା- ଏକାମ୍ର ଭୁବନେଶ୍ବର

10-ଜ୍ୟୋତି ପ୍ରକାଶ ପାଣିଗ୍ରାହୀ-ସିମୁଳିଆ

11-ନିଂରଜନ ପୂଜାରୀ-ସୋନପୁର

12-ପଦ୍ମନୀ ଦିଆନ-କୋଟପାଟ

13-ଜଗନ୍ନାଥ ସାକରା-ବିଷମ କଟକ

14-ପ୍ରଫୁଲ ମଲ୍ଲିକ-କାମାକ୍ଷ ନଗର

15-ରଘୁନନ୍ଦନ ଦାସ-ବାଲିକୁଦା ଏରସମା

16-ତୁଷାରକାନ୍ତି ବେହେରା-କାକଟପୁର

ଏମାନଙ୍କ ବ୍ୟତିତ ସୂର୍ଯ୍ୟନାରାୟଣ ପାଚ୍ର ବାଚସ୍ପତି ହେବେ ବୋଲି ତାଙ୍କୁ କୁହାଯାଇଛି। ସେହିପରି ପ୍ରମିଳା ମଲ୍ଲିକଙ୍କୁ ମୁଖ୍ୟ ସଚେତକ କରାଯିବ। ମୁଖ୍ୟମନ୍ତ୍ରୀ ଅପରାହ୍ନରେ ପୁରୀ ଯାଇ ସେଠାରେ ଜଗନ୍ନାଥଙ୍କ ଦର୍ଶନ କରିଥିଲେ। ଏହାପରେ ନବୀନ ନିବାସ ଆସିବା ପରେ ଜଣଜଣ କରି ମନ୍ତ୍ରୀ ମଣ୍ଡଳୀରେ ସାମିଲି ହେବାକୁ ଥିବା ବିଧାୟକଙ୍କୁ ଫୋନ କରି ଅଭିନନ୍ଦନ ଜଣାଇଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ବ୍ରିକ୍ସ ପ୍ଲାଟଫର୍ମରୁ ମହିନ୍ଦ୍ରାଙ୍କୁ ପ୍ରଶଂସା କଲେ ପୁଟିନ୍: ଜାଣନ୍ତୁ କାହିଁକି?

September 12, 2026

୭ ବର୍ଷ ପରେ ଭାରତ ଆସୁଛନ୍ତି ସି ଜିନପିଙ୍ଗ: ମୋଦିଙ୍କ ସହ ହେବ ବଡ଼ ବୈଠକ

September 12, 2026

ହରିଶ ରାୱତଙ୍କ ଇସ୍ତଫା ପଛରେ ବଡ଼ ରାଜନୈତିକ ଟ୍ୱିଷ୍ଟ! ୨୦୨୭ ପୂର୍ବରୁ ଉଷ୍ମ ଉତ୍ତରାଖଣ୍ଡ ରାଜନୀତି

September 12, 2026

ୟୁଏଇରେ ନିବେଶ ଅଭିଯାନ ଶେଷ: ୨,୪୩,୧୬୨ କୋଟିର ପ୍ରସ୍ତାବ ଏବଂ ୬,୧୮,୭୨୫ଟି ନିଯୁକ୍ତି ସମ୍ଭାବନା

September 11, 2026
Latest News

ବ୍ରିକ୍ସ ପ୍ଲାଟଫର୍ମରୁ ମହିନ୍ଦ୍ରାଙ୍କୁ ପ୍ରଶଂସା କଲେ ପୁଟିନ୍: ଜାଣନ୍ତୁ କାହିଁକି?

September 12, 2026

କ୍ଷତିକାରକ ନୁହେଁ ଉପବାସ, ଜାଣନ୍ତୁ କ’ଣ ମିଳିଥାଏ ଲାଭ

September 12, 2026

୭ ବର୍ଷ ପରେ ଭାରତ ଆସୁଛନ୍ତି ସି ଜିନପିଙ୍ଗ: ମୋଦିଙ୍କ ସହ ହେବ ବଡ଼ ବୈଠକ

September 12, 2026

ମହମ୍ମଦ ସିରାଜ ଅଧିନାୟକ ନିଯୁକ୍ତ: ଘୋଷଣା କଲା HCA 

September 12, 2026

୨୧ରୁ ଆରମ୍ଭ ହେବ ନୂଆଦିଲ୍ଲୀ-ଗୁଆଙ୍ଗଜୋ ବିମାନ ସେବା

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.