ନୂଆଦିଲ୍ଲୀ: ଦଲାଇ ଲାମାଙ୍କ ୮୮ ତମ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫୋନ୍ ଯୋଗେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ଦଲାଇ ଲାମାଙ୍କ ୮୮ ତମ ଜନ୍ମଦିନରେ ତାଙ୍କ କଥା ହୋଇ ଶୁଭେଚ୍ଛା ଜଣାଇଛି। ତାଙ୍କ ଦୀର୍ଘ ତଥା ସୁସ୍ଥ ଜୀବନ କାମନା କରୁଛି।’ ଜନ୍ମଦିନ ଦଲାଇ ଲାମା ନରେନ୍ଦ୍ର ମୋଦୀ
IPL Auction 2026: ୩୦.୫୦ କୋଟିରେ କ୍ୟାମେରନ୍ ଗ୍ରୀନ୍ ଙ୍କୁ କିଣିଲା KKR, ହେବେ ମହଙ୍ଗା ଖେଳାଳି!December 15, 2025