Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»କଂଗ୍ରେସ ପକ୍ଷରୁ ନିର୍ମାଣ ସୌଧରେ ଥିବା ଆରଆଣ୍ଡବି ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ
ରାଜ୍ୟ ଖବର

କଂଗ୍ରେସ ପକ୍ଷରୁ ନିର୍ମାଣ ସୌଧରେ ଥିବା ଆରଆଣ୍ଡବି ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ

October 20, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
R&B
କଂଗ୍ରେସ ପକ୍ଷରୁ ନିର୍ମାଣ ସୌଧରେ ଥିବା ଆରଆଣ୍ଡବି ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ

ଭୁବନେଶ୍ୱର: କଂଗ୍ରେସ ପକ୍ଷରୁ ଭୁବନେଶ୍ୱର ସ୍ଥିତ ନିର୍ମାଣ ସୌଧ ଠାରେ ଅବସ୍ଥିତ ଆର. ଆଣ୍ଡ. ବି. (ସିଭିଲ)ର ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପ୍ରଦେଶ କଂଗ୍ରେସର କାର୍ଯ୍ୟକାରୀ କମିଟି ସଦସ୍ୟ ଶ୍ରୀ ମାନସ ରଞ୍ଜନ ଚୌଧୁରୀଙ୍କ ନେତୃତ୍ୱରେ ଘେରାଉ କରାଯାଇଥିଲା।

ବରଗଡ଼ ଜିଲ୍ଲାର ଆର. ଆଣ୍ଡ.ବି. ବିଭାଗ ପକ୍ଷରୁ ନିର୍ଦ୍ଧାରିତ ମୂଲ୍ୟ ଠାରୁ ଅଧିକ ମୂଲ୍ୟରେ ଟେଣ୍ଡର କରାଯାଇ ରାଜ୍ୟ ରାଜକୋଷର ଅର୍ଥକୁ ବିଜୁ ଜନତା ଦଳ ସରକାର ଲୁଟ କରୁଛନ୍ତି ବୋଲି ଶ୍ରୀ ମାନସ ଚୌଧୁରୀ ଅଭିଯୋଗ କରିଛନ୍ତି। ବରଗଡ଼ ଜିଲ୍ଲାରେ ଅଧିକ ମୂଲ୍ୟର ଟେଣ୍ଡର କରାଯାଇ ସରକାରୀ ଅର୍ଥକୁ ହରିଲୁଟ କରାଯାଉଛି ବୋଲି ସେ କହିଛନ୍ତି।

ଏଥିରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶ, ପିସିସି ସାଧାରଣ ସଂପାଦକ ପ୍ରକାଶ ମିଶ୍ର, ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ, ମନୋଜ ବିଶ୍ୱାଳ, ରଣଜିତ ପାତ୍ର, ସୁବ୍ରତ ମହାପାତ୍ର, ଅଜୟ ସାହୁ, ପ୍ରଦୀପ ମହାପାତ୍ର, ସଂକୁନା କହଁର, ନିହାର ବେହେରା, ବଟକୃଷ୍ଣ ରାଉତରାୟ, ସୁନିଲ ମାଟିଆ, ରଣଜିତ୍ ସେନାପତି, କାର୍ତିକ କାଣ୍ଡି, ଉଦିତ ପ୍ରଧାନ ଓ ସ୍ପନ୍ଦନ ସ୍ୱାଇଁ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

R&B କଂଗ୍ରେସ ମାନସ ଚୌଧୁରୀ
Share. Facebook Twitter LinkedIn Email WhatsApp Copy Link

Related Posts

ଏବେ IPLରେ ପ୍ରବେଶ କରିବେ ଯୁବରାଜ ସିଂହ: ଏହି ଦଳର ହେବେ ‘କୋଚ୍’

June 19, 2026

Jio IPO: ଜିଓ ଆଇପିଓ ନେଇ ଘୋଷଣା କଲେ ମୁକେଶ ଆମ୍ବାନୀ, ଆସିବ ୨୭ କୋଟି ସେୟାରର ନୂଆ ଇସ୍ୟୁ

June 19, 2026

‘ଭିବି-ଜି ରାମ୍ ଜି’ କାର୍ଯ୍ୟକ୍ରମର ସଫଳ କାର୍ଯ୍ୟାନ୍ୱୟନ ପାଇଁ ୧୦୦ରୁ ଅଧିକ କ୍ଷେତ୍ର ଅଧିକାରୀଙ୍କ ନିଯୁକ୍ତି

June 19, 2026

ଓଡ଼ିଶାରେ ୭୩୨ କୋଟିରୁ ଅଧିକ ମୂଲ୍ୟର ରେଳ ପ୍ରକଳ୍ପଗୁଡ଼ିକୁ ଦେଶବାସୀଙ୍କୁ ସମର୍ପଣ କରିବେ ରାଷ୍ଟ୍ରପତି

June 19, 2026
Latest News

Jio AI Roadmap: ଆକାଶ ଅମ୍ବାନୀ କହିଲେ କଲ୍, ବ୍ୟବସାୟ ଏବଂ କୃଷି ପର୍ଯ୍ୟନ୍ତ ପହଞ୍ଚିବ ଏଆଇ

June 19, 2026

ଏବେ IPLରେ ପ୍ରବେଶ କରିବେ ଯୁବରାଜ ସିଂହ: ଏହି ଦଳର ହେବେ ‘କୋଚ୍’

June 19, 2026

Jio IPO: ଜିଓ ଆଇପିଓ ନେଇ ଘୋଷଣା କଲେ ମୁକେଶ ଆମ୍ବାନୀ, ଆସିବ ୨୭ କୋଟି ସେୟାରର ନୂଆ ଇସ୍ୟୁ

June 19, 2026

‘ଭିବି-ଜି ରାମ୍ ଜି’ କାର୍ଯ୍ୟକ୍ରମର ସଫଳ କାର୍ଯ୍ୟାନ୍ୱୟନ ପାଇଁ ୧୦୦ରୁ ଅଧିକ କ୍ଷେତ୍ର ଅଧିକାରୀଙ୍କ ନିଯୁକ୍ତି

June 19, 2026

ଓଡ଼ିଶାରେ ୭୩୨ କୋଟିରୁ ଅଧିକ ମୂଲ୍ୟର ରେଳ ପ୍ରକଳ୍ପଗୁଡ଼ିକୁ ଦେଶବାସୀଙ୍କୁ ସମର୍ପଣ କରିବେ ରାଷ୍ଟ୍ରପତି

June 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.