Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଶ୍ୱକପ ମଧ୍ୟରେ ଏକାଠି ଦେଖିବାକୁ ମିଳିଲେ ସାରା ତେନ୍ଦୁଲକର ଏବଂ ଶୁବମାନ ଗିଲ, ଦେଖନ୍ତୁ ଭିଡ଼ିଓ
ଆଜିର ଖବର

ବିଶ୍ୱକପ ମଧ୍ୟରେ ଏକାଠି ଦେଖିବାକୁ ମିଳିଲେ ସାରା ତେନ୍ଦୁଲକର ଏବଂ ଶୁବମାନ ଗିଲ, ଦେଖନ୍ତୁ ଭିଡ଼ିଓ

November 1, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ତାରକା କ୍ରିକେଟର ଶୁବମାନ ଗିଲ ତାଙ୍କ ବୃତ୍ତିଗତ ତଥା ବ୍ୟକ୍ତିଗତ ଜୀବନ ପାଇଁ ଆଜିକାଲି ହେଡଲାଇନରେ ଅଛନ୍ତି। ତାଙ୍କ ନାମ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକରଙ୍କ ସହ ଯୋଡି ହୋଇଛି। ଯଦିଓ ଉଭୟ ଆନୁଷ୍ଠାନିକ ଭାବରେ ଏହି ସମ୍ପର୍କକୁ ଗ୍ରହଣ କରିନାହାଁନ୍ତି। ବର୍ତ୍ତମାନ ଏହି ଦୁହିଁଙ୍କର ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ଉଭୟ ଏକାଠି ନଜର ଆସିଛନ୍ତି। ପ୍ରଶଂସକମାନେ ବର୍ତ୍ତମାନ ନିଶ୍ଚିତ ଯେ, ଉଭୟ ପରସ୍ପରକୁ ଡେଟ୍ କରୁଛନ୍ତି। ଏହାପୂର୍ବରୁ ସାରା ମଧ୍ୟ ଶୁଭମନଙ୍କୁ ଉତ୍ସାହିତ କରିବା ପାଇଁ ଷ୍ଟାଡିୟମକୁ ଆସିଥିଲେ।

https://www.instagram.com/reel/CzFjW8JobSW/?utm_source=ig_embed&ig_rid=3e9610f8-42c0-4f18-8d40-0227dd205b8b

ବାସ୍ତବରେ ମଙ୍ଗଳବାର ରାତିରେ ମୁମ୍ବାଇରେ ବିଳାସପୂର୍ଣ୍ଣ ମଲ୍ ‘ଜିଓ ୱାର୍ଲ୍ଡ ପ୍ଲାଜା’ ଲଞ୍ଚ କରାଯାଇଥିଲା। ଏହି ଅବସରରେ ବହୁ ବଡ ବ୍ୟକ୍ତିତ୍ୱ ସେଠାରେ ପହଞ୍ଚିଥିଲେ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ସାରା ଏବଂ ଶୁଭମାନ ଏକାଠି ନଜର ଆସିଛନ୍ତି। ଭିଡିଓରେ ସାରା ଏବଂ ଶୁବମାନ ‘ଜିଓ ୱାର୍ଲ୍ଡ ପ୍ଲାଜା’ରେ ଇଭେଣ୍ଟରୁ ବାହାରକୁ ଆସୁଥିବା ନଜର ଆସିଛନ୍ତି। କିନ୍ତୁ କ୍ୟାମେରାମ୍ୟାନଙ୍କ ଆଖି ପଡ଼ିବା ମାତ୍ରେ ଶୁଭମାନ ସେଠାରେ ଅଟକି ଯାଆନ୍ତି। ଏହା ପରେ ଉଭୟ ଅଲଗା ଭାବରେ ବାହାରକୁ ଯାଆନ୍ତି। ଏହାପୂର୍ବରୁ ସାରା ଏବଂ ଶୁଭମାନଙ୍କ ନାମ ଅନେକ ଥର ପରସ୍ପର ସହ ଯୋଡି ହୋଇ ରହିଥିଲା। ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି। ପ୍ରଶଂସକମାନେ ମଧ୍ୟ ଏହି ଭିଡିଓକୁ ବହୁତ ପସନ୍ଦ କରୁଛନ୍ତି।

worldcup ଟିମ୍ ଇଣ୍ଡିଆ ବିଶ୍ୱକପ ଶୁବମାନ ଗିଲ ସଚିନ ତେନ୍ଦୁଲକର
Share. Facebook Twitter LinkedIn Email WhatsApp Copy Link

Related Posts

ଏମ୍ସ ଭୁବନେଶ୍ବର ଷଷ୍ଠ ସମାବର୍ତ୍ତନ ଉତ୍ସବ: ୩୨ ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯିବ ୬୧ ସ୍ୱର୍ଣ୍ଣ ପଦକ

July 18, 2026

ରଥଯାତ୍ରାରେ ଆହତ ହୋଇଥିବା ଶ୍ରଦ୍ଧାଳୁଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଲେ ଉପମୁଖ୍ୟମନ୍ତ୍ରୀ

July 18, 2026

ବିକଶିତ ଓଡ଼ିଶା ଗଠନ ପାଇଁ NEP ଅପରିହାର୍ଯ୍ୟ: ନିତ୍ୟାନନ୍ଦ ଗଣ୍ଡ

July 18, 2026

ମିଶନ ଶକ୍ତି ଓ ଇକ୍ରିସାଟ୍ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

July 18, 2026
Latest News

ଟ୍ରମ୍ପ-ନେତାନାହୁଙ୍କ ମଧ୍ୟରେ ଫାଟ?: ୱାଶିଂଟନ ଗସ୍ତ ବାତିଲ କଲେ ଇସ୍ରାଏଲୀ ପ୍ରଧାନମନ୍ତ୍ରୀଙ୍କ

July 18, 2026

ଏମ୍ସ ଭୁବନେଶ୍ବର ଷଷ୍ଠ ସମାବର୍ତ୍ତନ ଉତ୍ସବ: ୩୨ ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯିବ ୬୧ ସ୍ୱର୍ଣ୍ଣ ପଦକ

July 18, 2026

ରଥଯାତ୍ରାରେ ଆହତ ହୋଇଥିବା ଶ୍ରଦ୍ଧାଳୁଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଲେ ଉପମୁଖ୍ୟମନ୍ତ୍ରୀ

July 18, 2026

ବିକଶିତ ଓଡ଼ିଶା ଗଠନ ପାଇଁ NEP ଅପରିହାର୍ଯ୍ୟ: ନିତ୍ୟାନନ୍ଦ ଗଣ୍ଡ

July 18, 2026

ମିଶନ ଶକ୍ତି ଓ ଇକ୍ରିସାଟ୍ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

July 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.