Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»Breaking News: ଏନଡିଏରେ ଯୋଗଦେଲେ ଜୟନ୍ତ ଚୌଧୁରୀ, ଇଣ୍ଡି ମେଣ୍ଟକୁ ବଡ ଝଟକା
ଆଜିର ଖବର

Breaking News: ଏନଡିଏରେ ଯୋଗଦେଲେ ଜୟନ୍ତ ଚୌଧୁରୀ, ଇଣ୍ଡି ମେଣ୍ଟକୁ ବଡ ଝଟକା

February 12, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ଜୟନ୍ତ ଚୌଧୁରୀ?
ସନ୍ତୁଷ୍ଟ ନା ଅସନ୍ତୁଷ୍ଟ?: ବଜେଟ୍ ଉପରେ ଜାଣନ୍ତୁ କ'ଣ କହିଲେ ଜୟନ୍ତ ଚୌଧୁରୀ?

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଲୋକ ଦଳ (ଆରଏଲଡି) ମୁଖ୍ୟ ଜୟନ୍ତ ଚୌଧୁରୀ ଶେଷରେ ଏନଡିଏରେ ଯୋଗ ଦେଇଛନ୍ତି। ବିଜେପିରେ ଯୋଗଦେବା ନେଇ ଗତ କିଛି ଦିନ ହେବ ଚର୍ଚ୍ଚା ଚାଲିଥିଲା। କେନ୍ଦ୍ର ସରକାର ଚୌଧୁରୀ ଚରଣ ସିଂଙ୍କୁ ଭାରତ ରତ୍ନ ଘୋଷଣା କରିବା ପରେ ଜୟନ୍ତ ଚୌଧୁରୀ ଇଣ୍ଡି ମେଣ୍ଟ ଛାଡି ବିଜେପି ନେତୃତ୍ୱାଧୀନ ଏନଡିଏ ରେ ଯୋଗ ଦେବେ ବୋଲି ଜଣାପଡିଥିଲା। ଶେଷରେ ସେହି ଚର୍ଚ୍ଚା ସତରେ ପରିଣତ ହୋଇଛି।

ଏ ସମ୍ପର୍କରେ ଜୟନ୍ତ ଚୌଧୁରୀ କହିଛନ୍ତି ଯେ ମୁଁ ମୋର ସମସ୍ତ ବିଧାୟକଙ୍କ ସହ କଥା ହୋଇଛି। ପରିସ୍ଥିତି ଏପରି ଥିବାରୁ ଆମକୁ ଅଳ୍ପ ସମୟ ମଧ୍ୟରେ ଏହି ନିଷ୍ପତ୍ତି ନେବାକୁ ପଡିଲା। ସେ କହିଛନ୍ତି ଯେ ଏହି ନିଷ୍ପତ୍ତିରେ ଆମର ସମସ୍ତ ବିଧାୟକ ଏବଂ କର୍ମୀଙ୍କର ସମର୍ଥନ ରହିଛି।

jayant choudhury ଇଣ୍ଡି ମେଣ୍ଟ ଏନଡିଏ ଜୟନ୍ତ ଚୌଧୁରୀ
Share. Facebook Twitter LinkedIn Email WhatsApp Copy Link

Related Posts

ସୁବର୍ଣ୍ଣପୁରରେ ଗୁଳିକାଣ୍ଡ: ରାସ୍ତା ଉପରେ ଯୁବକଙ୍କୁ ୪ ରାଉଣ୍ଡ ଫାୟାରିଂ, ଘଟଣାସ୍ଥଳରେ ମୃତ୍ୟୁ

November 17, 2026

ସପ୍ତାହକୁ ୬ରୁ ୧୧% ରିଟର୍ଣ୍ଣର ଲୋଭ, ହଜାର ହଜାର ନିବେଶକଙ୍କୁ ଚୂନ: ରୋମାନିଆରୁ ଭାରତ ଫେରିଲା ଠକ!

November 17, 2026

ରୁଷିଆରେ ଭୟଙ୍କର ବିମାନ ଦୁର୍ଘଟଣା: ୧୭ ମୃତ

November 17, 2026

କଳିଙ୍ଗ ଷ୍ଟାଡିଅମରେ ଯୁବ ମହୋତ୍ସବ- ଉମଙ୍ଗ

November 17, 2026
Latest News

ସୁବର୍ଣ୍ଣପୁରରେ ଗୁଳିକାଣ୍ଡ: ରାସ୍ତା ଉପରେ ଯୁବକଙ୍କୁ ୪ ରାଉଣ୍ଡ ଫାୟାରିଂ, ଘଟଣାସ୍ଥଳରେ ମୃତ୍ୟୁ

November 17, 2026

ସପ୍ତାହକୁ ୬ରୁ ୧୧% ରିଟର୍ଣ୍ଣର ଲୋଭ, ହଜାର ହଜାର ନିବେଶକଙ୍କୁ ଚୂନ: ରୋମାନିଆରୁ ଭାରତ ଫେରିଲା ଠକ!

November 17, 2026

ରୁଷିଆରେ ଭୟଙ୍କର ବିମାନ ଦୁର୍ଘଟଣା: ୧୭ ମୃତ

November 17, 2026

କଳିଙ୍ଗ ଷ୍ଟାଡିଅମରେ ଯୁବ ମହୋତ୍ସବ- ଉମଙ୍ଗ

November 17, 2026

ମେକେଡାଟୁ ଡ୍ୟାମ୍‌କୁ ନେଇ ତାମିଲନାଡୁ ରାଜନୀତି ଉଷ୍ମ, ବିଜୟଙ୍କୁ ଘେରିଲା ଡିଏମକେ; କହିଲା- ‘ଏହା ଫିଲ୍ମି ମାମଲା ନୁହେଁ’

November 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.