Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନିର୍ବାଚନ ଇସ୍ତାହାର କମିଟର ସଦସ୍ୟା କରି ଶ୍ରୀମୟୀଙ୍କୁ ସନ୍ତୁଷ୍ଠ କରାଇଲା ବିଜେଡି
ଆଜିର ଖବର

ନିର୍ବାଚନ ଇସ୍ତାହାର କମିଟର ସଦସ୍ୟା କରି ଶ୍ରୀମୟୀଙ୍କୁ ସନ୍ତୁଷ୍ଠ କରାଇଲା ବିଜେଡି

April 10, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ନିର୍ବାଚନ ଇସ୍ତାହାର କମିଟର ସଦସ୍ୟା କରି ଶ୍ରୀମୟୀଙ୍କୁ ସନ୍ତୁଷ୍ଠ କରାଇଲା ବିଜେଡି

ଭୁବନେଶ୍ବର: ଅସନ୍ତୁଷ୍ଠ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ଥଇଥାନ କରିଛି ବିଜୁ ଜନତା ଦଳ। ଆଜି ଘୋଷଣା ହୋଇଥିବା ବିଜେଡି ନିର୍ବାଚନ ଇସ୍ତାହାର କମିଟରେ ତାଙ୍କୁ ଜଣେ ସଦସ୍ୟା ଭାବେ ଦଳ ନିଯୁକ୍ତି କରିଛି। ଫଳରେ ଚଳିତ ନିର୍ବାଚନରେ ଦଳ କେଉଁ ଆଭିମୁଖ୍ୟ ନେଇ ଲୋକଙ୍କୁ ପାଖକୁ ଯିବ ତାହା ଏହି କମିଟ ନିଷ୍ପତି କରିବ। ଏହି କମିଟର ଅଧ୍ୟକ୍ଷ ଅଛନ୍ତି ବରିଷ୍ଠ ନେତା ଚନ୍ଦ୍ରଶେଖର ସାହୁ।

ଶ୍ରୀମୟୀ ମିଶ୍ର ଭୁବନେଶ୍ବର ଲୋକସଭା ଆସନରୁ ଲଢିବେ ବୋଲି ତାଙ୍କୁ ଦଳ ସବୁଜ ସଙ୍କେତ ପ୍ରଦାନ କରିଥିଲା। ଫଳରେ ସେ ଏହି ଲୋକସଭା ଅଧିନରେ ଥିବା ସବୁ ବିଧାନସଭା ନିର୍ବାଚନ ମଣ୍ଡଳିରେ ପ୍ରଚାର କରିସାରିଥିଲେ। ହେଲେ ଶେଷ ମୂହୁର୍ତ୍ତରେ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ନଥ ରାଉତରାୟ ବିଜେଡିରେ ମିଶି ଭୁବନେଶ୍ବର ଲୋକସଭା ଟିକେଟ ନେଇଗଲେ।

ଏହା ଘୋଷଣା ପରେ ଶ୍ରୀମୟୀ କିଛିଦିନ ପାଇଁ ମୋବାଇଲ ସୁଇଚ ଅପ କରି କୁଆଡେ ଉଭାନ ହୋଇଗଲେ। ଫଳରେ ତାଙ୍କର ଅସନ୍ତୁଷ୍ଠକୁ ଦେଖି ଦଳ ବର୍ତ୍ତମାନ ନିର୍ବାଚନ ଇସ୍ତାହାର କମିଟରେ ତାଙ୍କୁ ସଦସ୍ୟା ଭାବେ ନିଯୁକ୍ତି କରିଛି।

odishaelection2024 Shreemayee Mishra ଓଡିଶାନିର୍ବାଚନ2024 ନିର୍ବାଚନ2024 ଶ୍ରୀମୟୀ ମିଶ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: କଟକ, ସୁନ୍ଦରଗଡ଼ ଜିଲ୍ଲାରେ ସାମୂହିକ ବିବାହ ଆୟୋଜିତ

March 12, 2026

ସୁରକ୍ଷା ଓ ଚାଳନା ଦକ୍ଷତା ବୃଦ୍ଧି ପାଇଁ ରେଳବାଇରେ ଏଆଇ ଓ ମେସିନ୍ ଲର୍ଣ୍ଣିଂର ବ୍ୟବହାର

March 12, 2026

ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି କ’ଣ?: ସ୍ପଷ୍ଟ କଲେ ମନ୍ତ୍ରୀ ସୁରେଶ ପୂଜାରୀ

March 12, 2026

ପଶ୍ଚିମ ଓଡ଼ିଶାର ରେଳ ସଂଯୋଗକୁ ନୂଆ ଗତି: ପୋତନୁର-ଧନବାଦ ଅମୃତ ଭାରତ ଏକ୍ସପ୍ରେସର ପ୍ରଚଳନ

March 12, 2026
Latest News

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: କଟକ, ସୁନ୍ଦରଗଡ଼ ଜିଲ୍ଲାରେ ସାମୂହିକ ବିବାହ ଆୟୋଜିତ

March 12, 2026

ସୁରକ୍ଷା ଓ ଚାଳନା ଦକ୍ଷତା ବୃଦ୍ଧି ପାଇଁ ରେଳବାଇରେ ଏଆଇ ଓ ମେସିନ୍ ଲର୍ଣ୍ଣିଂର ବ୍ୟବହାର

March 12, 2026

ସଂସଦରେ ଅଭିବ୍ୟକ୍ତିର ସ୍ୱାଧୀନତା ଧାର୍ଯ୍ୟ ନିୟମାଧୀନ ଅଟେ: ଲୋକସଭା ବାଚସ୍ପତି

March 12, 2026

ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି କ’ଣ?: ସ୍ପଷ୍ଟ କଲେ ମନ୍ତ୍ରୀ ସୁରେଶ ପୂଜାରୀ

March 12, 2026

ଲୋକସଭାରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରୀଙ୍କ ବକ୍ତବ୍ୟ

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.