ଭୁବନେଶ୍ବର: ପୁରୀ ଲୋକସଭାରେ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ଆଗୁଆ ଅଛନ୍ତି। ସେ ବିଜେଡି ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କଠାରୁ ୭୭ ହଜାର ୨୨୭ ଭୋଟ ଆଗରେ ଅଛନ୍ତି। ଏପର୍ଯ୍ୟନ୍ତ ଉଭୟ ପ୍ରାର୍ଥୀ ପାଇଥିବା ଭୋଟ… ୧- ସମ୍ବିତ ପାତ୍ର, ବିଜେପି- ୪, ୫୦,୦୯୨ ୨- ଅରୂପ ପଟ୍ଟନାୟକ, ବିଜେଡି- ୩, ୭୨,୮୬୫ BJD BJP chilika Puri
ଆସନ୍ତାକାଲି ଜୀ ସାର୍ଥକରେ “ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ – ସେଲିବ୍ରିଟି ୱିଥ୍ ଲିଟିଲ ମାଷ୍ଟର୍” ଗ୍ରାଣ୍ଡ ପ୍ରିମିୟର November 28, 2025
ଆଜି ପ୍ରଧାନମନ୍ତ୍ରୀଙ୍କ କର୍ଣ୍ଣାଟକ ଓ ଗୋଆ ଗସ୍ତ: ଉନ୍ମୋଚନ କରିବେ ପ୍ରଭୁ ଶ୍ରୀରାମଙ୍କ ୭୭ ଫୁଟ ଉଚ୍ଚ ବ୍ରୋଞ୍ଜ ପ୍ରତିମୂର୍ତ୍ତିNovember 28, 2025