Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»WCL 2024: ଫାଇନାଲରେ ପାକିସ୍ତାନକୁ ଧୂଳି ଚଟାଇଲା ଭାରତ, ୫ ୱିକେଟରେ ଜିତିଲା ଟିମ ଇଣ୍ଡିଆ
ଜାତୀୟ ଖବର

WCL 2024: ଫାଇନାଲରେ ପାକିସ୍ତାନକୁ ଧୂଳି ଚଟାଇଲା ଭାରତ, ୫ ୱିକେଟରେ ଜିତିଲା ଟିମ ଇଣ୍ଡିଆ

July 14, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ୱାର୍ଲ୍ଡ ଚାମ୍ପିୟାନସ ଅଫ ଲିଜେଣ୍ଡ୍ସ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଫାଇନାଲରେ ଆଜି ଭାରତ ସହ ପାକିସ୍ଥାନର ଲଢେଇ ହୋଇଛି। ଏଥିରେ ଯୁବରାଜ ସିଂହଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ ଚମ୍ପିୟାନ ହୋଇଛି। ପାକିସ୍ଥାନ ଦଳକୁ ଯୁବରାଜ ବାହିନୀ ୫ ୱିକେଟରେ ପରାସ୍ତ କରି ଟାଇଟଲ ବିଜେତା ହୋଇଛି।

ପାକିସ୍ତାନ ଲିଜେଣ୍ଡ୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୫୬ ରନ ସଂଗ୍ରହ କରିଥିଲା। ପାକିସ୍ତାନ ପକ୍ଷରୁ ସୋଏବ ମଲ୍ଲିକ ସର୍ବାଧିକ ୪୧ ରନ କରିଥିବା ବେଳେ କାମ୍ରନ ଆକମଲ ୨୪ ରନ କରିଥିଲେ। ତେବେ ଭାରତୀୟ ଦଳ ପକ୍ଷରୁ ଅନୁରୀତ ସିଂହ ସର୍ବାଧିକ ୩ ଟି ୱିକେଟ ଅକ୍ତିଆର କରିଥିବା ବେଳେ ବିନୟ କୁମାର, ପବନ ନେଗୀ ଏବଂ ଇର୍ଫାନ ପଠାନ ୧ ଟି ଲେଖାଏଁ ୱିକେଟ ନେଇଥିଲେ।

୧୫୭ ରନ ଟାର୍ଗେଟକୁ ପିଛା କରି ଭାରତୀୟ ଦଳ ଆକ୍ରମଣାତ୍ମକ ବ୍ୟାଟିଂ ଆରମ୍ଭ କରିଥିଲା। ଅମ୍ବାତି ରାୟୁଡୁ ୩୦ ଟି ବଲରେ ୫୦ ରନର ଏକ ଧୂଆଁଧାର ପାଳି ଖେଳିଥିବା ବେଳେ ଗୁରକିରତ ସିଂହ ମାନ ୩୪ ରନ କରିଥିଲେ। କିନ୍ତୁ ୟୁସୁଫ ପଠାନ (୧୬ ବଲରେ ୩୦ ରନ) ଙ୍କ ପାଳି ଟାଇଟଲ ଜିତିବାରେ ସହାୟକ ହୋଇଥିଲା। ଶେଷ ୧୦ ବଲରେ ୭ ରନ ଥିବା ବେଳେ ଭାଇ ୟୁସୁଫଙ୍କ ସ୍ଥାନ ପୂରଣ କରିବା ପାଇଁ ଇର୍ଫାନ ପଠନ ଆସିଥିଲେ। ଶେଷ ଓଭରରେ ଇର୍ଫାନ ଚୌକା ମାରି ଦଳକୁ ଚମ୍ପିୟାନ କରିଥିଲେ। ଅଧିନାୟକ ଯୁବରାଜ ସିଂ ଶେଷ ପର୍ଯ୍ୟନ୍ତ ୧୫ ରନ କରି ଅପରାଜିତ ରହିଥିଲେ।

india pakistan Yusuf Pathan
Share. Facebook Twitter LinkedIn Email WhatsApp Copy Link

Related Posts

ସଡ଼କ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରିବାକୁ ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ

May 5, 2026

ପ୍ରେମିକ ବାରଣ୍ଡାରେ ଧାରଣାରେ ବସିଥିବା ପ୍ରେମିକାକୁ ହତ୍ୟା

May 5, 2026

ନୂଆଦିଲ୍ଲୀରେ ଆଇଆଇଟି ମାଡ୍ରାସର ‘ଟେକ୍ନୋଲୋଜି ସମିଟ୍ -୨୦୨୬’ରେ କେନ୍ଦ୍ରମନ୍ତ୍ରୀ

May 5, 2026

ପଶ୍ଚିମବଂଗର କିଏ ହେବ ମୁଖ୍ୟମନ୍ତ୍ରୀ ? ବାଛିବେ ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ

May 5, 2026
Latest News

ସଡ଼କ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରିବାକୁ ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ

May 5, 2026

ବାଲୁଗାଁ ମହାବିଦ୍ୟାଳୟର ବାର୍ଷିକ ସାୟନାରା କାର୍ଯ୍ୟକ୍ରମରେ ଅଧ୍ୟାପିକାଙ୍କୁ ସମ୍ବର୍ଦ୍ଧନା

May 5, 2026

ପ୍ରେମିକ ବାରଣ୍ଡାରେ ଧାରଣାରେ ବସିଥିବା ପ୍ରେମିକାକୁ ହତ୍ୟା

May 5, 2026

ନୂଆଦିଲ୍ଲୀରେ ଆଇଆଇଟି ମାଡ୍ରାସର ‘ଟେକ୍ନୋଲୋଜି ସମିଟ୍ -୨୦୨୬’ରେ କେନ୍ଦ୍ରମନ୍ତ୍ରୀ

May 5, 2026

ଗୋଦାବରୀଶ ମହାବିଦ୍ୟାଳୟରେ ୬ ଦିନିଆ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ

May 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.