୨୦୦୧ ସଂସଦ ଆକ୍ରମଣର ସହିଦମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

Published: Dec 13, 2024, 3:50 pm IST

ନୂଆଦିଲ୍ଲୀ: ୨୦୦୧ ସଂସଦ ଆକ୍ରମଣର ସହିଦମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ଏକ୍ସର ଏକ ପୋଷ୍ଟରେ ସେ ଲେଖିଛନ୍ତି:

“୨୦୦୧ ସଂସଦ ଆକ୍ରମଣର ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲି। ସେମାନଙ୍କ ବଳିଦାନ ସବୁଦିନ ପାଇଁ ଦେଶକୁ ପ୍ରେରଣା ଯୋଗାଉଥିବ। ସେମାନଙ୍କ ବୀରତ୍ୱ ଓ ସମର୍ପଣ ପାଇଁ ଆମେ ସେମାନଙ୍କ ନିକଟରେ ସବୁଦିନ କୃତଜ୍ଞ।”

Related posts