ରବିବାର ଦିନ ମହାକୁମ୍ଭରେ ବିରାଟ ଜନସମାଗମ, ବୁଡ଼ ପକାଇଲେ ୧ କୋଟିରୁ ଉର୍ଦ୍ଧ୍ଵ ଶ୍ରଦ୍ଧାଳୁ

Published: Feb 24, 2025, 1:50 pm IST
mahakumbha

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପ୍ରୟାଗରାଜ ଠାରେ ଆୟୋଜିତ ମହାକୁମ୍ଭରେ ଦେଶର ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁମାନେଆସି ବୁଡ଼ ପକାଉଛନ୍ତି। ଏକ ଆକଳନ ଅନୁଯାୟୀ, ଅଦ୍ୟାବଧି ୬୦ କୋଟିରୁ ଅଧିକ ଶ୍ରଦ୍ଧାଳୁ ତ୍ରିବେଣୀ ସଙ୍ଗମରେ ପବିତ୍ର ବୁଡ଼ ପକାଇଛନ୍ତି। ରବିବାର ଛୁଟିଦିନ ହୋଇଥିବାରୁ ବହୁ ସଂଖ୍ୟାରେ ଭକ୍ତ ମହାକୁମ୍ଭରେ ସ୍ନାନ କରିବାକୁ ଆସିଥିଲେ।

Related posts