Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପଶ୍ଚିମବଂଗ ଦୀଘାର ଜଗନ୍ନାଥ ମନ୍ଦିର ନାମକରଣ ନେଇ ବଢିଲା ବିବାଦ, ହଟିଲା ନାହିଁ ଜଗନ୍ନାଥ ଧାମ ନାମ
ଆଜିର ଖବର

ପଶ୍ଚିମବଂଗ ଦୀଘାର ଜଗନ୍ନାଥ ମନ୍ଦିର ନାମକରଣ ନେଇ ବଢିଲା ବିବାଦ, ହଟିଲା ନାହିଁ ଜଗନ୍ନାଥ ଧାମ ନାମ

May 6, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
JagnnathDham
ପଶ୍ଚିମବଂଗ ଦୀଘାର ଜଗନ୍ନାଥ ମନ୍ଦିର ନାମକରଣ ନେଇ ବଢିଲା ବିବାଦ, ହଟିଲା ନାହିଁ ଜଗନ୍ନାଥ ଧାମ ନାମ

ଭୁବନେଶ୍ବର: ଦିନକୁ ଦିନ ପଶ୍ଚିମ ବଂଗରେ ନିର୍ମିତ ଜଗନ୍ନାଥ ମନ୍ଦିର ସ୍ଥାନର ନାମକରଣକୁ ନେଇ ବିବାଦ ବଢିବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜଗନ୍ନାଥ ମନ୍ଦିର ସ୍ଥାନକୁ ଜଗନ୍ନାଥ ଧାମ ବୋଲି ଦେଇଥିବାରୁ ତାହାକୁ ନେଇ ଏହି ବିବାଦର ସୁତ୍ରପାତ ହୋଇଛି।ତେବେ ଗତକାଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସେଠାରେ ଏକ ସ୍ଥାୟୀ ହୋଡିଂ ଲଗାଇଛନ୍ତି। ଯେଉଁଥିରେ ଲେଖା ହୋଇଛି ଜଗନ୍ନାଥ ଧାମ।

ଏହାକୁ ନେଇ ପୁଣି ଥରେ ରାଜ୍ୟରେ ସ୍ବର ଉଠିଛି। ପୂର୍ବରୁ ମମତା କାହିଁକି ଏପରି ନାମ କରଣ କଲେ ବୋଲି ପ୍ରଶ୍ନ ଉଠିଥିଲା। ତାହା ଥମି ନ ଥିବା ବେଳେ ସେ ପୁଣି ଏକ ସ୍ଥାନୀୟ ହୋର୍ଡିଂ ଲଗାଇବା ନେଇ ବିବାଦ ତେଜିବାରେ ଲାଗିଛି। ଅନ୍ୟପଟେ ସେହି ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଶ୍ରୀମନ୍ଦିର ସେବାୟତ ରାମକୃଷ୍ଣ ଦାସମହାପାତ୍ର ଯୋଗଦେବା ନେଇ ମଧ୍ୟ ବିବାଦ ସୃଷ୍ଟି ହୋଇଛି। ଅନ୍ୟପଟେ ସେ ବଙ୍ଗଳା ଟିଭିକୁ ସାକ୍ଷାତକାର ଦେଇ ଜଗନ୍ନାଥଙ୍କ ନବକଳେବର ବେଳେ ଆସିଥିବା ବଳକା କାଠରେ ସେଠାକାର ତିନି ମୃର୍ତ୍ତି ନିର୍ମାଣ କରାଯାଇଛି।

ଏହାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଏକ ତଦନ୍ତ କମିଟ ତଦନ୍ତ କରି ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେଇଛନ୍ତି। ଏହାପରେ ତାଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ତାହାକୁ ଅପେକ୍ଷା କରାଯାଇଛି।

ଜଗନ୍ନାଥ ଧାମ ଜଗନ୍ନାଥ ମନ୍ଦିର ରାମକୃଷ୍ଣ ଦାସମହାପାତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026

ICC ଟି-୨୦ ରାଙ୍କିଙ୍ଗରେ କ’ଣ ପରିବର୍ତ୍ତନ ଆସିଛି?: ଦେଖନ୍ତୁ ଶ୍ରେଷ୍ଠ ୧୦ ଦଳ

July 12, 2026

ମାଗଣା ଶିକ୍ଷାଦାନ ବ୍ୟବସ୍ଥାର ସଫଳ ରୂପାୟନ ପାଇଁ ସବୁ ବିଦ୍ୟାଳୟକୁ ସରକାରୀକରଣ କରାଯାଉ: ଓଷ୍ଟା

July 12, 2026
Latest News

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026

ICC ଟି-୨୦ ରାଙ୍କିଙ୍ଗରେ କ’ଣ ପରିବର୍ତ୍ତନ ଆସିଛି?: ଦେଖନ୍ତୁ ଶ୍ରେଷ୍ଠ ୧୦ ଦଳ

July 12, 2026

ମାଗଣା ଶିକ୍ଷାଦାନ ବ୍ୟବସ୍ଥାର ସଫଳ ରୂପାୟନ ପାଇଁ ସବୁ ବିଦ୍ୟାଳୟକୁ ସରକାରୀକରଣ କରାଯାଉ: ଓଷ୍ଟା

July 12, 2026

ହର୍ମୁଜରେ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ କଲା ଇରାନ: ଭାରତର କଡ଼ା ପ୍ରତିକ୍ରିୟା

July 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.