Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ମାରୁତି ପ୍ରାତଃ ଭ୍ରମଣ ସଂଗଠନ ପକ୍ଷରୁ ଯୋଗ ଓ ପ୍ରାଣାୟାମ ସଚେତନତା ଶିବିର ଅନୁଷ୍ଠିତ
ଆଞ୍ଚଳିକ

ମାରୁତି ପ୍ରାତଃ ଭ୍ରମଣ ସଂଗଠନ ପକ୍ଷରୁ ଯୋଗ ଓ ପ୍ରାଣାୟାମ ସଚେତନତା ଶିବିର ଅନୁଷ୍ଠିତ

May 13, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ସ୍ବାସ୍ଥ୍ୟ ହିଁ ସମ୍ପଦ ଭଳି କାର୍ଯ୍ୟକ୍ରମକୁ ସୁଦୁର ପ୍ରସାରି କାର୍ଯ୍ୟକ୍ରମ ହାତକୁ ନେଇ ବ୍ରହ୍ମପୁର ସହରର ଅଗ୍ରଣୀ ସେବା ସଂଗଠନ ମାରୁତି ପ୍ରାତଃ ଭ୍ରମଣ ସଂଗଠନ ପକ୍ଷରୁ ଯୋଗ ଓ ପ୍ରାଣାୟାମ ର ଉପଯୋଗ ବିଷୟରେ ସଚେତନତା ଶିବିର ଅନୁଷ୍ଠିତ ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ ବିବେକାନନ୍ଦ ଯୋଗ ସଂଗଠନ ସଂଚାଳକ କିଶୋର ରାଉତ ମୁଖ୍ୟ ଅତିଥି ଓ ପ୍ରଫେସର ସଚ୍ଚିଦାନନ୍ଦ ପାତ୍ର ଓ ଗୋପାଳକୃଷ୍ଣ ପାଣିଗ୍ରାହୀ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଯୋଗ ଓ ପ୍ରାଣାୟାମ ର ଉପଯୋଗ ବିଷୟରେ ମତାମତ ପ୍ରଦାନ କରିଥିଲେ।

ମାରୁତି ପ୍ରାତଃ ଭ୍ରମଣ ସଂଗଠନ ର ଉପଦେଷ୍ଟା ଡଃ ଶଙ୍କର ମାଝୀ ଶିବିର ପରିଚାଳନା କରିଥିବାବେଳେ ସନ୍ୟାସୀନି ନୀଳନାକ୍ଷୀ ଦିଦି ଯୋଗ ଓ ୭ ପ୍ରାଣାୟାମ ର ପ୍ରଶିକ୍ଷଣ ଦେଇଥିଲେ। ସଦାନନ୍ଦ ସେନାପତି ଓ ଗୋବିନ୍ଦ ନାରାୟଣ ପାତ୍ର କାର୍ଯ୍ୟକ୍ରମ ର ବିବରଣୀ ପ୍ରଦାନ କରିଥିଲେ। ପରିଶେଷରେ ୬୦ ରୁ ଉର୍ଦ୍ଧ୍ବ ଶିବିରାର୍ଥୀ ଙ୍କୁ ନେଇ ଏକ ଶୋଭାଯାତ୍ରା ରାମଲିଙ୍ଗେଶ୍ଵର ପାର୍କ ରୁ ବାହାରି ସିଟି ହାଇସ୍କୁଲ୍ ରାସ୍ତା, ହନୁମାନ ବଜାର,ଗିରି ମାର୍କେଟ ଛକ ଓ ଗିରିଜା ଛକ ଇତ୍ୟାଦି ପରିକ୍ରମା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଉପଦେଷ୍ଟା ସଞ୍ଜୟ ସାହୁ ଉପସ୍ଥିତ ଅତିଥି ଗଣ ଓ ଶିବିରାର୍ଥୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ବ୍ରହ୍ମପୁର ସଚେତନତା ଶିବିର
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରବେଶ ଉତ୍ସବ

July 23, 2026

ବାଣପୁର: ଉତ୍ତରାୟଣୀ ପୀଠରେ ଭାଜପାର ବନ୍ଧୁ ମିଳନ କାର୍ଯ୍ୟକ୍ରମ

July 20, 2026

ବାଣପୁର-ବାଲୁଗାଁ ରୋଟାରୀ କ୍ଲବର ଗଠନମୂଳକ ସଭା

July 20, 2026

ବାଣପୁର ଗ୍ରାମୀଣ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ

July 18, 2026
Latest News

ବେଙ୍ଗାଲୁରୁରେ 2 ଲକ୍ଷ ଦରମା ସତ୍ତ୍ୱେ ଗରିବ ମନେ କରନ୍ତି ଯୁବକ: ଜାଣନ୍ତୁ କାରଣ

July 28, 2026

ଶ୍ରୀଲଙ୍କା ପାଇଁ ଭାରତର ଟେଷ୍ଟ ଦଳ ଘୋଷଣା: ଫେରିଲେ ଜାଡେଜା

July 28, 2026

ତୁଳସୀ ଗଛରେ ପାଣି ଦେଉଛନ୍ତି କି? ତେବେ ମାନନ୍ତୁ ଏହିସବୁ କଥା, ନଚେତ ହୋଇପାରେ ଅସୁବିଧା

July 28, 2026

ନବରଙ୍ଗପୁରରେ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଓ ‘କଳା ଉତ୍ସବ’

July 28, 2026

ହତ୍ୟା, ଦୁଷ୍କର୍ମ ଏବଂ ଡକାୟତି… : CJP ‘ପଦଯାତ୍ରା’ରେ ଅପରାଧିକ ପୃଷ୍ଠଭୂମି ଥିବା ୯୮୯ ଅଭିଯୁକ୍ତ

July 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.