ନୂଆଦିଲ୍ଲୀ: ଭାରତୀୟ ବିମାନ କମ୍ପାନୀ ଏୟାର ଇଣ୍ଡିଆର ବିମାନଗୁଡ଼ିକରେ ଲଗାତାର ସମସ୍ୟାର ସମ୍ମୁଖୀନ ହେଉଛି। ଏହି ସମୟରେ ଏୟାର ଇଣ୍ଡିଆ ଆଜି ଦିଲ୍ଲୀରୁ ପ୍ୟାରିସକୁ ଆଉ ଏକ ବିମାନ ବାତିଲ କରିଛି। କମ୍ପାନୀ କହିଛି ଯେ, ବିମାନରେ କିଛି ସମସ୍ୟା ଦେଖାଦେଇଛି, ଯାହା ଯୋଗୁଁ ବିମାନ ବାତିଲ କରାଯାଇଛି। airindia Breaking News delhi
ଭୁବନେଶ୍ବର କଳ୍ପନା ଟକିଜ୍ ମାଲିକ ତଥା ବାୟୁସେନାର ପ୍ରାକ୍ତନ ବୈମାନିକ ସୂର୍ଯ୍ୟ କୁମାର ନନ୍ଦଙ୍କ ଦେହାନ୍ତOctober 6, 2025