Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶ୍ରୀମନ୍ଦିରରୁ ଆସିଲା ଆଜ୍ଞା, ତିନି ରଥକୁ ଟଣାଯାଇ ସିଂହଦ୍ବାରରେ କରାଗଲା ଅବସ୍ଥାନ, ଅପେକ୍ଷା….
ଆଜିର ଖବର

ଶ୍ରୀମନ୍ଦିରରୁ ଆସିଲା ଆଜ୍ଞା, ତିନି ରଥକୁ ଟଣାଯାଇ ସିଂହଦ୍ବାରରେ କରାଗଲା ଅବସ୍ଥାନ, ଅପେକ୍ଷା….

June 26, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
RathYatra
ଶ୍ରୀମନ୍ଦିରରୁ ଆସିଲା ଆଜ୍ଞା, ତିନି ରଥକୁ ଟଣାଯାଇ ସିଂହଦ୍ବାରରେ ହେଲା ଅବସ୍ଥାନ, ଅପେକ୍ଷା....

ପୁରୀ: ଆଜି ପ୍ରଭୃ ଶ୍ରୀ ଜଗନ୍ନାଥ ଆଜ୍ଞା ଦେଲେ। ତିନି ରଥକୁ ଟଣାଯାଇ ସିଂହଦ୍ବାରା ସମ୍ମୁଖରେ ଗୁଣ୍ଡିଚା ମନ୍ଦିର ମୁହାଁ ରଖାଗଲା। ଅପରାହ୍ନରେ ଶ୍ରୀମନ୍ଦିରରୁ ସେବକମାନେ ପ୍ରଭୃଙ୍କ ଆଜ୍ଞାମାଳ ଧରି ରଥ ଅଭିମୁଖେ ଆସିଥିଲେ। ଅଳ୍ପ ଦୂରରେ ନିର୍ମାଣ ହେଉଥିଲା ତିନି ରଥ। ସେଠାରେ ପୂଜା କରାଯାଇ ଆଜ୍ଞାମାଳ ସ୍ଥାପନ କରାଗଲା। ଏହାପରେ ସୁରକ୍ଷା କର୍ମି ତଥା ଭକ୍ତମାନେ ଟାଣିଟାଣି ତିନି ରଥକୁ ସିଂହଦ୍ବାର ସମ୍ମୁଖକୁ ଆଣିଥିଲେ।

ବର୍ତ୍ତମାନ ତିନିଠାକୁରଙ୍କୁ ଅପେକ୍ଷାରେ ରହିଲେ ତିନି ରଥ। ପୂର୍ବ ନିର୍ଦ୍ଧାରିତ ଅନୁସାରେ ଆସନ୍ତାକାଲି ସକାଳ 9 ଟା 30ରେ ଆରମ୍ଭ ପହଣ୍ଡି ବିଜେ। ତିନିଠାକୁର ଗୋଟି ପହଣ୍ଡିରେ ରଥାଋଢ ହେବେ। ଏହାପରେ 2ଟା 30 ରୁ 3ଟା 30 ମିନିଟ ମଧ୍ୟରେ ଗଜପତି ମହାରାଜା ଛେରା ପହଁରା କରିବେ।  ଅପରାହ୍ନ 4ଟା ରୁ ଆରମ୍ଭ ହେବ ରଥ ଟଣା।

Rath Yatra rathyatra ରଥଯାତ୍ରା
Share. Facebook Twitter LinkedIn Email WhatsApp Copy Link

Related Posts

‘ଜଳ ମହୋତ୍ସବ ୨୦୨୬’କୁ ସମ୍ବୋଧିତ କଲେ ରାଷ୍ଟ୍ରପତି

March 12, 2026

ଆଜି ମାର୍ଚ୍ଚ ୧୨ ରେ ଚାରୋଟି ରାଶି ପାଇଁ ରହିଛି ଅନୁକୂଳ ବାତାବରଣ, ଜାଣନ୍ତୁ ଗୁରୁବାର ରାଶିଫଳ

March 12, 2026

ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆମାନଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

March 12, 2026

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026
Latest News

‘ଜଳ ମହୋତ୍ସବ ୨୦୨୬’କୁ ସମ୍ବୋଧିତ କଲେ ରାଷ୍ଟ୍ରପତି

March 12, 2026

ଆଜି ମାର୍ଚ୍ଚ ୧୨ ରେ ଚାରୋଟି ରାଶି ପାଇଁ ରହିଛି ଅନୁକୂଳ ବାତାବରଣ, ଜାଣନ୍ତୁ ଗୁରୁବାର ରାଶିଫଳ

March 12, 2026

ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆମାନଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

March 12, 2026

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026

ସୋଆ ଆଇବିସିଏସ୍ ପକ୍ଷରୁ ବିଜିନେସ୍ ମେଳା ‘ମାର୍କ-ଆଇଟି’ ଅନୁଷ୍ଠିତ

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.