Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗିରଫ ହେଲେ ଭୁବନେଶ୍ବର ବିଜେଡି କରର୍ପୋରେଟର ଅମରେଶ ଜେନା, ତାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ
ଆଜିର ଖବର

ଗିରଫ ହେଲେ ଭୁବନେଶ୍ବର ବିଜେଡି କରର୍ପୋରେଟର ଅମରେଶ ଜେନା, ତାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ

July 27, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ଗିରଫ ହେଲେ
ଗିରଫ ହେଲେ ଭୁବନେଶ୍ବର ବିଜେଡି କରର୍ପୋରେଟର ଅମରେଶ ଜେନା, ତାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ

ଭୁବନେଶ୍ବର: ଶେଷରେ ଭୁବନେଶ୍ବର କରର୍ପୋରେଟର ଅମେରଶ ଜେନାଙ୍କୁ ଲକ୍ଷ୍ମୀ ସାଗର ପୋଲିସ ଗିରଫ କରିଛି। ସେ ବାଲେଶ୍ବରରେ ଲୁଚିଥିବାରୁ ଜାଣିବା ପରେ ଲକ୍ଷ୍ମୀ ସାଗର ପୋଲିସ ଗତକାଲି ରାତିରୁ ସେଠାରେ ଡେରା ପକାଇଥିଲା ଆଜି ତାଙ୍କୁ ଗିରଫ କରିଛି। ଅମେରଶଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ରହିଛି। ସେ ଜଣେ ନାବାଳିକାକୁ ଦୁଷ୍କର୍ମ କରିବା ସହିତ ଗର୍ଭପାତ ମଧ୍ୟ କରାଇଛନ୍ତି।

କିଛିଦିନ ତଳେ ପିଡିତା ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିବା ପରେ ପୋଲସି ତତ୍ପରତା ପ୍ରକାଶ କରିଛି। ଗତକାଲି ପୋଲିସ ଅମରେଶଙ୍କ ପାଞ୍ଚ ଜଣ ସହଯୋଗୀଙ୍କୁ ଗିରଫ କରିସାରିଛି। ଏହାପରେ ଅମରେଶଙ୍କୁ ଗିରଫ କରାଯିବ ବୋଲି ସ୍ପଷ୍ଟ ହୋଇଥିଲା। ତେବେ ତା ପୂର୍ବରୁ ସେ ଭୁବନେଶ୍ବର ଛାଡି ବାଲେଶ୍ବର ପଳାଇୟାଇଥିଲେ।

ଅମରେଶ ଜେନା ଗିରଫ କରର୍ପୋରେଟର ଅମରେଶ ଜେନା ଦୁଷ୍କର୍ମ
Share. Facebook Twitter LinkedIn Email WhatsApp Copy Link

Related Posts

ପିଏମ ବିକଶିତ ଭାରତ ରୋଜଗାର ଯୋଜନାର ଶୁଭାରମ୍ଭ ପୂର୍ବରୁ ଭୁବନେଶ୍ୱରରେ ଏକ କର୍ମଶାଳା ଅନୁଷ୍ଠିତ

July 29, 2025

ସାବଧାନ….ଏଣିକି ବିନା କାଗଜପତ୍ରରେ ଗାଡି ଚଳେଇଲେ, ଗାଡି ରେଜିଷ୍ଟ୍ରେସନ ହେବ ବାତିଲ

July 29, 2025

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି: ୫୧ ଜଣଙ୍କୁ ମିଳିଲା ୫୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା

July 29, 2025

ଜରୁରୀ କାଳୀନ ସହାୟତା କେନ୍ଦ୍ର ଗସ୍ତ କରି କାର୍ଯ୍ୟକାରିତା ସମ୍ପର୍କରେ ବିସ୍ତୃତ ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

July 29, 2025
Latest News

ପିଏମ ବିକଶିତ ଭାରତ ରୋଜଗାର ଯୋଜନାର ଶୁଭାରମ୍ଭ ପୂର୍ବରୁ ଭୁବନେଶ୍ୱରରେ ଏକ କର୍ମଶାଳା ଅନୁଷ୍ଠିତ

July 29, 2025

ସାବଧାନ….ଏଣିକି ବିନା କାଗଜପତ୍ରରେ ଗାଡି ଚଳେଇଲେ, ଗାଡି ରେଜିଷ୍ଟ୍ରେସନ ହେବ ବାତିଲ

July 29, 2025

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି: ୫୧ ଜଣଙ୍କୁ ମିଳିଲା ୫୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା

July 29, 2025

ଜରୁରୀ କାଳୀନ ସହାୟତା କେନ୍ଦ୍ର ଗସ୍ତ କରି କାର୍ଯ୍ୟକାରିତା ସମ୍ପର୍କରେ ବିସ୍ତୃତ ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

July 29, 2025

ଆଜି ଜୁଲାଇ ୨୯ ତାରିଖ ମଙ୍ଗଳବାର ଦିନ ପାଞ୍ଚୋଟି ରାଶି ପାଇଁ ରହିଛି ଶୁଭବେଳା

July 29, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.