Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାଇଭ୍ରେଟର୍ ମେସିନ ସଜାଡୁ ଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ
ଆଜିର ଖବର

ଭାଇଭ୍ରେଟର୍ ମେସିନ ସଜାଡୁ ଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ

September 4, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ଯୁବକଙ୍କ ମୃତ୍ୟୁ
ଭାଇଭ୍ରେଟର୍ ମେସିନ ସଜାଡୁ ଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବିଦ୍ୟୁତ୍ ଆଘାତରେ ଇଂଜିନିୟର ବି ଜ୍ୟୋତି ସ୍ୱରୂପ ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଗୋଷାଣୀ ନୁଆଁଗାଁ ଥାନା ଅନ୍ତର୍ଗତ ଓମ୍ ବିହାର ଠାରେ ଏକ ଆପାର୍ଟମେଣ୍ଟରେ କାର୍ଯ୍ୟରତ ଜ୍ୟୋତି ସ୍ୱରୂପ ଏକ ଭାଇଭ୍ରେଟର୍ ମେସିନ ସଜାଡୁ ଥିବା ବେଳେ ହଠାତ୍ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇ ଅଚେତ ହୋଇ ଯାଇଥିଲା। ଏହି ଭଳି ପରିସ୍ଥିତିରେ ଅନ୍ୟ କାର୍ଯ୍ୟରତ କର୍ମଚାରୀ ମାନେ ତାକୁ ବଡଡାକ୍ତରଖାନାକୁ ଚିକିତ୍ସା ପାଇଁ ନେବା ସହ ପରିବାର ଲୋକଙ୍କୁ ଖବର ଜଣାଇଥିଲେ। ମୃତ ଯୁବକଙ୍କ ପିତା ତଥା ପୂର୍ବତନ କର୍ପୋରେଟର ବି ଶ୍ରୀନିବାସ ଓ ଅନ୍ୟାନ୍ୟ ବ୍ୟକ୍ତିବିଶେଷ ଡାକ୍ତରଖାନାରେ ପହଞ୍ଚି ଥିଲେ। କିନ୍ତୁ ଡ଼ାକ୍ତର ତାକୁ ଚିକିତ୍ସାଧୀନ ଅବସ୍ଥାରେ ମୃତ ଘୋଷଣା କରିଥିଲେ।

ଖବର ପାଇ ଗୋଷାଣୀ ନୁଆଁଗାଁ ଥାନା ପୋଲିସ୍ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ ଓ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି। ମୃତ ଯୁବକଙ୍କ ଜେଜେ ମା ବର୍ତ୍ତମାନ କର୍ପୋରେଟର ଅଛନ୍ତି। ଏହି ଭଳି ଦୁଃଖଦ ଖବର ପ୍ରଚାରିତ ହେବା ପରେ ବ୍ରହ୍ମପୁର ବିଧାୟକ କେ ଅନୀଲ କୁମାର, ପୁର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ସମେତ ବହୁ ବୁଦ୍ଧିଜୀବୀ ପହଞ୍ଚି ମୃତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

ବିଦ୍ୟୁତ ସଂସ୍ପର୍ଶ ଯୁବକଙ୍କ ମୃତ୍ୟୁ
Share. Facebook Twitter LinkedIn Email WhatsApp Copy Link

Related Posts

ଟିମ ଇଣ୍ଡିଆ ଘୋଷଣା କଲା ବିସିସିଆଇ: ଶ୍ରେୟସ ଆୟରଙ୍କୁ ଅଧିନାୟକ ଦାୟିତ୍ୱ ହସ୍ତାନ୍ତର

September 6, 2025

ପ୍ରାଣୀସମ୍ପଦ ଉତ୍ପାଦନ ବୃଦ୍ଧି ପାଇଁ ଗୋଖାଦ୍ୟକୁ ପ୍ରୋତ୍ସାହନ ଉପରେ ତାଲିମ ଶିବିର 

September 6, 2025

ଥିଲେ ଥିଲେ ହଠାତ ବାଣ ଫୁଟାଇଦେଲେ ବିଧାୟକ ଅରୁଣ ସାହୁ, କହିଲେ..

September 6, 2025

ଆସନ୍ତାକାଲି ଚନ୍ଦ୍ର ଗ୍ରହଣ, ଶ୍ରୀମନ୍ଦିର ନୀତିରେ ପରିବର୍ତ୍ତନ, ଏହି ସମୟରୁ ହେବ ହାଣ୍ଡିଛାଡ

September 6, 2025
Latest News

ଟିମ ଇଣ୍ଡିଆ ଘୋଷଣା କଲା ବିସିସିଆଇ: ଶ୍ରେୟସ ଆୟରଙ୍କୁ ଅଧିନାୟକ ଦାୟିତ୍ୱ ହସ୍ତାନ୍ତର

September 6, 2025

ପ୍ରାଣୀସମ୍ପଦ ଉତ୍ପାଦନ ବୃଦ୍ଧି ପାଇଁ ଗୋଖାଦ୍ୟକୁ ପ୍ରୋତ୍ସାହନ ଉପରେ ତାଲିମ ଶିବିର 

September 6, 2025

ଥିଲେ ଥିଲେ ହଠାତ ବାଣ ଫୁଟାଇଦେଲେ ବିଧାୟକ ଅରୁଣ ସାହୁ, କହିଲେ..

September 6, 2025

ଆସନ୍ତାକାଲି ଚନ୍ଦ୍ର ଗ୍ରହଣ, ଶ୍ରୀମନ୍ଦିର ନୀତିରେ ପରିବର୍ତ୍ତନ, ଏହି ସମୟରୁ ହେବ ହାଣ୍ଡିଛାଡ

September 6, 2025

ବିସିସିଆଇ ସଭାପତି ପଦ ପାଇଁ ସବୁଠୁ ଆଗରେ ଏହି ୩ ନାମ, କିଏ ନେବେ ରୋଜର ବିନ୍ନିଙ୍କ ସ୍ଥାନ?

September 6, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.