Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆମେରିକା-ଚୀନ୍‌ ବାଣିଜ୍ୟିକ ଯୁଦ୍ଧରୁ ଫାଇଦାରେ ମେକ୍ସିକୋ
ଆଜିର ଖବର

ଆମେରିକା-ଚୀନ୍‌ ବାଣିଜ୍ୟିକ ଯୁଦ୍ଧରୁ ଫାଇଦାରେ ମେକ୍ସିକୋ

August 3, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଆମେରିକା ଏବଂ ଚୀନ୍‌ ମଧ୍ୟରେ ଚାଲିଥିବା ବାଣିଜ୍ୟିକ ଯୁଦ୍ଧର ଫାଇଦା ନେଇଛି ମେକ୍ସିକୋ । ପୂର୍ବରୁ ରପ୍ତାନୀ ଏବଂ ଆମଦାନୀରେ ଚୀନ୍‌ ଆମେରିକାର ଏକ ନମ୍ବର ସହଯୋଗୀ ରହିଥିବା ବେଳେ ବର୍ତ୍ତମାନ ଏହା ତୃତୀୟ ସ୍ଥାନକୁ ଖସି ଆସିଛି । ଅନ୍ୟ ପକ୍ଷରେ ଦୁଇ ଛୋଟ ରାଷ୍ଟ୍ର ତଥା ଆମେରିକାର ପଡୋଶୀ ରାଷ୍ଟ୍ର କାନାଡା ଏବଂ ମେକ୍ସିକୋ ଏହି ତାଲିକାରେ ଉପରକୁ ଉଠିଛନ୍ତି । ଓ୍ବାଲ୍‌ ଷ୍ଟ୍ରିଟ୍‌ ଜର୍ଣ୍ଣାଲ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ଚୀନ୍‌ ସହିତ ମତଭେଦ ପରେ ଆମେରିକା ବର୍ତ୍ତମାନ ମେକ୍ସିକୋ ଏବଂ କାନାଡା ସହିତ ବ୍ୟବସାୟ ଅଭିବୃଦ୍ଧିର ଲକ୍ଷ୍ୟ ରଖିଛି । ଫଳସ୍ବରୂପ ମେକ୍ସିକୋ ସହିତ ଏହାର ବ୍ୟବସାୟ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ଆମେରିକାରୁ ଚୀନ୍‌କୁ ରପ୍ତାନୀ 19 ପ୍ରତିଶତ ହ୍ରାସ ପାଇଥିବା ବେଳେ ଚୀନ୍‌ର ରପ୍ତାନୀ 12 ପ୍ରତିଶତ ହ୍ରାସ ପାଇଛି । ଟ୍ରମ୍ପ ସରକାର ଆସିବା ପରଠାରୁ ବିଭିନ୍ନ ସାମଗ୍ରୀ ଉପରେ 25 ପ୍ରତିଶତ ଅତିରିକ୍ତ ଶୁଳ୍କ ଲଗାଯାଇଛି । ଏହା ଫଳରେ ଚୀନ୍‌ ସହିତ ବ୍ୟବସାୟରେ ଭଟ୍ଟା ପଡିଛି । 2015ରୁ 2018 ମଧ୍ୟରେ ଆମେରିକାର ଏକ ନମ୍ବର ବାଣିଜ୍ୟିକ ସହଯୋଗୀ ରହିଥିବା ଚୀନ୍‌ ବର୍ତ୍ତମାନ ମେକ୍ସିକୋ ଏବଂ କାନାଡା ଠାରୁ ପଛରେ ରହି 3 ନମ୍ବର ସ୍ଥାନରେ ରହିଛି । 2005 ପରଠାରୁ ଚୀନ୍‌ ପ୍ରଥମ ଥର ପାଇଁ ତିନି ନମ୍ବର ସ୍ଥାନକୁ ଆସିଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ବଡ ଆତଙ୍କବାଦୀ ମଡ୍ୟୁଲ୍‌ର ପର୍ଦ୍ଦାଫାସ୍: ୭ ଗିରଫ, ବିପୁଳ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ଜବତ

November 10, 2025

ସତରେ କେଡ଼େ ବିଚିତ୍ର!: ଏପଟେ ଜଳୁଛି ସ୍ଵାମୀ ଆଉ ଶାଶୁର ଜୁଇ, ସେପଟେ କନ୍ୟା ସନ୍ତାନ ଜନ୍ମ ଦେଲେ ମହିଳା

November 10, 2025

ଟି-୨୦ ବିଶ୍ୱକପ୍ ସମ୍ପର୍କରେ ଗମ୍ଭୀର ଦେଲେ ବଡ ବୟାନ: ଖେଳାଳିଙ୍କୁ ଦେଲେ ଏହି ପରାମର୍ଶ

November 10, 2025

ବଡ଼ ଆତଙ୍କବାଦୀ ଯୋଜନା ପଣ୍ଡ: ୩୬୦ କିଲୋ ବିସ୍ଫୋରକ ସହ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ

November 10, 2025
Latest News

ବଡ ଆତଙ୍କବାଦୀ ମଡ୍ୟୁଲ୍‌ର ପର୍ଦ୍ଦାଫାସ୍: ୭ ଗିରଫ, ବିପୁଳ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ଜବତ

November 10, 2025

ସତରେ କେଡ଼େ ବିଚିତ୍ର!: ଏପଟେ ଜଳୁଛି ସ୍ଵାମୀ ଆଉ ଶାଶୁର ଜୁଇ, ସେପଟେ କନ୍ୟା ସନ୍ତାନ ଜନ୍ମ ଦେଲେ ମହିଳା

November 10, 2025

ନୂଆପଡା ଉପନିର୍ବାଚନ ମତଦାନ ପାଇଁ କାହିଁକି ହେଲିକାପ୍ଟରରେ ଗଲେ ପୋଲିଂ ପାର୍ଟି

November 10, 2025

Union Budget 2026: ବଜେଟ ପ୍ରସ୍ତୁତି ପାଇଁ ଦେଶର ଅର୍ଥନୀତିଜ୍ଞ ସହ ବୈଠକ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

November 10, 2025

ଟି-୨୦ ବିଶ୍ୱକପ୍ ସମ୍ପର୍କରେ ଗମ୍ଭୀର ଦେଲେ ବଡ ବୟାନ: ଖେଳାଳିଙ୍କୁ ଦେଲେ ଏହି ପରାମର୍ଶ

November 10, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.