Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପିକଅପ ଭ୍ୟାନ ସହ ୧୮୦ ବଣ୍ଡଲ କେନ୍ଦୁପତ୍ର ଜବତ, ବେପାରୀ ଫେରାର
ଆଜିର ଖବର

ପିକଅପ ଭ୍ୟାନ ସହ ୧୮୦ ବଣ୍ଡଲ କେନ୍ଦୁପତ୍ର ଜବତ, ବେପାରୀ ଫେରାର

October 31, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ପିକଅପ ଭ୍ୟାନ ସହ ୧୮୦ ବଣ୍ଡଲ କେନ୍ଦୁପତ୍ର ଜବତ, ବେପାରୀ ଫେରାର
ପିକଅପ ଭ୍ୟାନ ସହ ୧୮୦ ବଣ୍ଡଲ କେନ୍ଦୁପତ୍ର ଜବତ, ବେପାରୀ ଫେରାର

ରେଢ଼ାଖୋଲ (କନ୍ଦର୍ପ ବେହେରା): ଆଜି ଭୋରରୁ ଚାରମାଳ ନିକଟ ବରହମପୁରା ଗ୍ରାମ ନିକଟରୁ ଏକ ବୋଲେରୋ ପିକଅପ ଭ୍ୟାନ ସହ ୧୮୦ ବଣ୍ଡଲ କେନ୍ଦୁପତ୍ର ଜବତ କରିଛି ବନ ବିଭାଗ। ଏଥିରେ ସମ୍ପୃକ୍ତି ଥିବା ଚୋରା ବେପାରୀ ମାନେ ବନ ବିଭାଗକୁ ଚକମା ଦେଇ ଫେରାର ହେବାରେ ସକ୍ଷମ ହୋଇଛନ୍ତି।

ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ଆଜି ଚାରମାଳ ରେଞ୍ଜ ଅଧିନସ୍ଥ ବରହମପୁରା ଗ୍ରାମ ନିକଟରେ ବନବିଭାଗ ପେଟ୍ରୋଲିଙ୍ଗ କରୁଥିବା ସମୟରେ କୌଣସି ସୂତ୍ରରୁ ଖବର ପାଇ ଏକ ପିକଅପ ଭ୍ୟାନଙ୍କୁ ଅଟକାଇଥିଲେ। ହେଲେ ଏଥିରେ ସାମିଲ ଥିବା ସମସ୍ତ ଚୋରା ବେପାରୀ ବିନବିଭାଗକୁ ଚକମା ଦେଇ ଫେରାର ହେବାରେ ସକ୍ଷମ ହୋଇ ଥିଲେ। ବନ ବିଭାଗ ଗାଡ଼ିରୁ୧୮୦ ବଣ୍ଡଲ ୯.୩୬ କ୍ଵିଣ୍ଟାଲ କେନ୍ଦୁପତ୍ର ଜବତ କରିଥିଲା। ବନ ବିଭାଗ କେନ୍ଦୁ ପତ୍ର ଜବତ କରୁଥିଲେ ମଧ୍ୟ ଚୋରା ବେପାରୀମାନେ କେମିତି ଫେରାର ହେବାରେ ସକ୍ଷମ ହେଉଛନ୍ତି ସାଧାରଣରେ ଚର୍ଚ୍ଚା ହେଉଛି।

ଏହି ଚଢ଼ାଉରେ ଚରମାଳ ରେଞ୍ଜ ଅଧିକାରୀ ଦର୍ଶନିଆ ଭୋଇ, ଫରେଷ୍ଟର ତଥା ଅନ୍ୟ କର୍ମଚାରୀ ମାନେ ସାମିଲ ହୋଇଥିଲେ।

BJP Ads
କେନ୍ଦୁପତ୍ର ଜବତ ଚାରମାଳ ବରହମପୁରା ଗ୍ରାମ ରେଢାଖୋଲ
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ଗାନ୍ଧିଛକ ନିକଟସ୍ଥ ସୁନା ଦୋକାନରୁ ଚୋରି ଉଦ୍ୟମ: ଦୁଇ ଗିରଫ

October 31, 2025

ପୂର୍ବତଟ ରେଳପଥ ମୁଖ୍ୟାଳୟରେ ରାଷ୍ଟ୍ରିୟ ଏକତା ଦିବସ ପାଳିତ

October 31, 2025

ରାଷ୍ଟ୍ରୀୟ ଏକତା ଦିବସ ୨୦୨୫ ଅବସରରେ ‘ରନ୍‍ ଫର୍‍ ୟୁନିଟି’ର ଶୁଭାରମ୍ଭ କଲେ କେନ୍ଦ୍ର ଗୃହମନ୍ତ୍ରୀ

October 31, 2025

“ବିକଶିତ ଭାରତ” ଗଠନରେ ଆଦିବାସୀ ଯୁବ ନେତୃତ୍ୱ ହେବ ପ୍ରଗତିର ଭିତ୍ତି: ଡକ୍ଟର ମନସୁଖ ମାଣ୍ଡଭିୟ

October 31, 2025
BJP Ads
Latest News

ବାଲୁଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ଦିବସରେ ଯୋଗଦେଲେ ଆଇନମନ୍ତ୍ରୀ

October 31, 2025

ବାଲୁଗାଁ ଗାନ୍ଧିଛକ ନିକଟସ୍ଥ ସୁନା ଦୋକାନରୁ ଚୋରି ଉଦ୍ୟମ: ଦୁଇ ଗିରଫ

October 31, 2025

ପୂର୍ବତଟ ରେଳପଥ ମୁଖ୍ୟାଳୟରେ ରାଷ୍ଟ୍ରିୟ ଏକତା ଦିବସ ପାଳିତ

October 31, 2025

ରାଷ୍ଟ୍ରୀୟ ଏକତା ଦିବସ ୨୦୨୫ ଅବସରରେ ‘ରନ୍‍ ଫର୍‍ ୟୁନିଟି’ର ଶୁଭାରମ୍ଭ କଲେ କେନ୍ଦ୍ର ଗୃହମନ୍ତ୍ରୀ

October 31, 2025

“ବିକଶିତ ଭାରତ” ଗଠନରେ ଆଦିବାସୀ ଯୁବ ନେତୃତ୍ୱ ହେବ ପ୍ରଗତିର ଭିତ୍ତି: ଡକ୍ଟର ମନସୁଖ ମାଣ୍ଡଭିୟ

October 31, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.