Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଙ୍କୀର ସମର୍ପଣ ଦ୍ୱାରା ରାଷ୍ଟ୍ରୀୟ ଯୁବ ଦିବସ: ବିବେକାନନ୍ଦ ଜୟନ୍ତୀ ଓ ନେତାଜୀ ଜୟନ୍ତୀ ପାଳିତ
ଆଜିର ଖବର

ବାଙ୍କୀର ସମର୍ପଣ ଦ୍ୱାରା ରାଷ୍ଟ୍ରୀୟ ଯୁବ ଦିବସ: ବିବେକାନନ୍ଦ ଜୟନ୍ତୀ ଓ ନେତାଜୀ ଜୟନ୍ତୀ ପାଳିତ

January 25, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ବାଙ୍କୀର ସମର୍ପଣ ଦ୍ୱାରା ରାଷ୍ଟ୍ରୀୟ ଯୁବ ଦିବସ: ବିବେକାନନ୍ଦ ଜୟନ୍ତୀ ଓ ନେତାଜୀ ଜୟନ୍ତୀ ପାଳିତ
ବାଙ୍କୀର ସମର୍ପଣ ଦ୍ୱାରା ରାଷ୍ଟ୍ରୀୟ ଯୁବ ଦିବସ: ବିବେକାନନ୍ଦ ଜୟନ୍ତୀ ଓ ନେତାଜୀ ଜୟନ୍ତୀ ପାଳିତ

ଭୁବନେଶ୍ଵର: ରାଷ୍ଟ୍ରୀୟ ଯୁବ ଦିବସ, ବିବେକାନନ୍ଦ ଜୟନ୍ତୀ ଓ ନେତାଜୀ ଜୟନ୍ତୀ ପାଳନ ଉପଲକ୍ଷେ ସମର୍ପଣ ପକ୍ଷରୁ ବାଙ୍କୀ ଅଞ୍ଚଳର ଯୁବ ସମୁଦାୟଙ୍କ ପ୍ରତିଭାକୁ ଉତ୍ସାହିତ କରିବା ଏବଂ ତାଙ୍କ ମଧ୍ୟରେ କୌଶଳ ବିକାଶକୁ ପ୍ରୋତ୍ସାହ ଦେବା ଉଦ୍ଦେଶ୍ୟରେ ବାଙ୍କୀ ଯୁବ ମହୋତ୍ସବ ଓ ପ୍ରତିଭା ସମ୍ମାନ ସଫଳତାର ସହିତ କମଳା ମଣ୍ଡପ,ବାଙ୍କୀଠାରେ ଆୟୋଜିତ ହୋଇଛି।

ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବାଙ୍କୀର ଯୁବମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଓ ନିଜ ଦକ୍ଷତାକୁ ଚିହ୍ନଟ କରିବା ସହିତ ସମୟୋପଯୋଗୀ କୌଶଳ ଶିକ୍ଷା ମାଧ୍ୟମରେ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା। କାର୍ଯ୍ୟକ୍ରମରେ କୌଶଳ ବିକାଶ, କ୍ୟାରିୟର ମାର୍ଗଦର୍ଶନ, ନେତୃତ୍ୱ ଗୁଣ ବିକାଶ ଓ ଯୁବ ସଶକ୍ତିକରଣ ଉପରେ ଗୁରୁତ୍ଵ ଦିଆଯାଇଥିଲା।

ସମର୍ପଣ ପକ୍ଷରୁ ବିଶ୍ବାସ କରାଯାଏ ଯେ ଯୁବଶକ୍ତି ହେଉଛି ଦେଶର ସର୍ବଶ୍ରେଷ୍ଠ ସମ୍ପଦ। ଯଦି ସେମାନଙ୍କୁ ଠିକ୍ ଦିଗନିର୍ଦ୍ଦେଶନା ଓ ସୁଯୋଗ ଦିଆଯାଏ, ତେବେ ସେମାନେ ନିଜ ଅଞ୍ଚଳ ସହିତ ସମଗ୍ର ଦେଶର ଉନ୍ନତିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇପାରିବେ।

ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଯୁବକ-ଯୁବତୀମାନେ ଯୋଗଦେଇଲେ। ଅତିଥି ଭାବେ ବିନୟ କୁମାର ଭୂୟାଁ, କ୍ଷେତ୍ର ପ୍ରମୁଖ, ଧର୍ମ ଜାଗରଣ, ସାରଦା ପ୍ରସାଦ ଶତପଥି, ରାଜ୍ୟ ସାଧାରଣ ସମ୍ପାଦକ, ବିଜେପି, ସବ୍ୟସାଚୀ ମିଶ୍ର, ସିନେ ତାରକା ଏବଂ ସମାଜସେବୀ, ଦିବ୍ୟସ୍ରତ ମହାନ୍ତି, ଅଧ୍ୟକ୍ଷ, ସମର୍ପଣ ଏବଂ ସିନେ କଳାକାର ଓ ଆଶୀଷ ବିଭୂରେନ୍ଦ୍ର ଛୋଟରାୟ, ସହ ସଂଯୋଜକ, ହିନ୍ଦୁ ଜାଗରଣ ମଞ୍ଚ, ଦିବ୍ୟାସ୍ନତା ମହାନ୍ତି, ସଭାପତି, ସମର୍ପଣ ପ୍ରମୁଖ ଅଂଶଗ୍ରହଣ କରି ନିଜ ଅନୁଭବ ଓ ଆଗାମୀ ସ୍ୱପ୍ନ ବାଣ୍ଟିଥିଲେ। ସମର୍ପଣ ଆଗାମୀ ଦିନରେ ମଧ୍ୟ ଏପରି ଅନେକ ଯୁବମୁଖୀ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ପ୍ରତିବଦ୍ଧ।

ଉକ୍ତ କାର୍ଯ୍ୟକ୍ରମକୁ ରାକେଶ, ରଣଦୀପ, ନୟନ, ସନ୍ଦୀପ, ଅଭିଜିତ, ଶୁଭ୍ର ରଞ୍ଜନ, ଅମିତ, ସୁମନ, ପ୍ରମୁଖ ବାଙ୍କୀର
ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟରୁ ପ୍ରତିଭା ଅନ୍ଵେଷଣ କରିଥିଲେ ଓ ସମ୍ପୂ ର୍ଣ୍ଣ କାର୍ଯ୍ୟକ୍ରମକୁ ଶୁଭାଶିଷ ମିଶ୍ର
ସଂଯୋଜନା କରିଥିଲେ।

ନେତାଜୀ ଜୟନ୍ତୀ ବାଙ୍କୀ ବିବେକାନନ୍ଦ ଜୟନ୍ତୀ ରାଷ୍ଟ୍ରୀୟ ଯୁବ ଦିବସ ସମର୍ପଣ
Share. Facebook Twitter LinkedIn Email WhatsApp Copy Link

Related Posts

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026

କେନ୍ଦ୍ର ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷା ଓ ସମିତିସଭ୍ୟ 

March 15, 2026

ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପ୍ରଭାବ: ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ କଲା CBSE

March 15, 2026

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ: ଦୁଇଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ, ଜାଣନ୍ତୁ କେବେ?

March 15, 2026
Latest News

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026

ଇନ୍ଧନ ଯୋଗାଣ ଓ ଉତ୍ପାଦନ ବ୍ୟବସ୍ଥାକୁ ଦୃଢ଼ କରିବାରେ ଭାରତର ସଫଳତା

March 15, 2026

କେନ୍ଦ୍ର ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷା ଓ ସମିତିସଭ୍ୟ 

March 15, 2026

ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପ୍ରଭାବ: ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ କଲା CBSE

March 15, 2026

Assembly Elections 2026: ଦେଖନ୍ତୁ ସମସ୍ତ ପାଞ୍ଚଟି ରାଜ୍ୟର ସମ୍ପୂର୍ଣ୍ଣ ନିର୍ବାଚନ କାର୍ଯ୍ୟସୂଚୀ

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.