ଭୁବନେଶ୍ବର: ଆଜି ରାଜ୍ୟ ସରକାର 23 ଟି ଜିଲ୍ଲା ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଉପାଧ୍ୟଙ୍କ ନାମ ଘୋଷଣା କରିଛନ୍ତି। ଏ ନେଇ ଅନୂସୂଚିତ ଜାତି ଓ ଜନଜାତି ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେମାନେ ହେଲେ

ମୁଖ୍ୟତଃ ଆଦିବାସୀ ଅଧ୍ୟୁଶିତ ଜିଲ୍ଲାଗୁଡିକରେ ଏମାନେ କାର୍ଯ୍ୟ କରିବେ। ସେଥିପାଇଁ ଏପରି ସ୍ବତନ୍ତ୍ର ପରିଷଦ ଗଠନ କରାଯାଇଛି।


