କୁଚିଣ୍ଡା: ଫରେଷ୍ଟ ପାର୍କ ନିକଟରେ ବାଇକକୁ ଧକ୍କା ଦେଲା ସ୍କର୍ପିଓ । ଘଟଣାସ୍ଥଳରେ ଦୁଇ ବାଇକ ଆରୋହିଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଶିଶୁ ଗୁରୁତର ଅଛନ୍ତି । ବୁର୍ଲା ମେଡିକାଲକୁ ସ୍ଥାନାନ୍ତର ହୋଇଥିବାବେଳେ ସ୍କର୍ପିଓ ଡ୍ରାଇଭର ଫେରାର ରହିଛି ।